Odisha Link
Bridging the Missing Links in Odisha
Daily Archives

June 16, 2021

ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁଲିସର ଜେରା

କୋଲକାତା: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୁଲିସ ଜେରା। ବେଙ୍ଗଲ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ମିଥୁନ। ନିର୍ବାଚନ ବେଳେ ସେ ଦେଇଥିବା ବିବାଦୀୟ ଭାଷଣ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ମିଥୁନ ଏପ୍ରିଲ-ମେ’ ମାସରେ ବେଙ୍ଗଲରେ ଅନୁଷ୍ଠିତ…

ଭାରତରେ ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତରେ ନୂଆ ଆଇଟି ନିୟମ ନ ମାନିବା ଟ୍ୱିଟର ପାଇଁ ପଡିଲା ମହଙ୍ଗା ପଡିଛି। ନୂଆ ନିୟମ ପାଳନ କରିନଥିବାରୁ ଭାରତରେ ଆଇନଗତ ସୁରକ୍ଷା ହରାଇଛି ଟ୍ୱିଟର। ୨୫ ମଇରୁ ଲାଗୁ ହୋଇଥିବା ନୂଆ ଆଇଟି ନିୟମକୁ ଟ୍ୱିଟର ପାଳନ କରିନାହିଁ। ଏହାପରେ ଟ୍ୱିଟର ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି। ଆଇନଗତ…

‘ବେଲୁନ୍‌ ବୋମା’ ନିକ୍ଷେପ କରିବାରୁ…

ଜେରୁଜେଲମ୍‌: ପାଲେଷ୍ଟାଇନୀୟ ଆତଙ୍କବାଦୀମାନେ ଦକ୍ଷିଣ ଇସ୍ରାଏଲରେ ‘ବେଲୁନ୍‌ ବୋମା’ ନିକ୍ଷେପ କରିବାରୁ ଗତ ରାତିରେ ଇଜ୍ରାଲୀୟ ବାୟୁସେନା ଗାଜା ଷ୍ଟ୍ରିପ୍‌ ଉପରେ ବିମାନ ଆକ୍ରମଣ କରିଥିବା ଜଣାପଡ଼ିଛି। ୧୧ ଦିନ ଧରି ଚାଲିଥିବା ଆକ୍ରମଣ ପ୍ରତିଆକ୍ରମଣ ଯୋଗୁ ଗାଜାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।…

ପୁଲିସ ମାଓବାଦୀ ମୁହାଁମୁହିଁ

ମାଥିଲି: ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡ଼ା ଜଙ୍ଗଲରେ ଗୁଳିବିନିମୟ। ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। ସୂଚନା ମୁତାବକ, ଜଙ୍ଗଲରେ ମାଓ ଶିବିର ଥିବା ସୂଚନା ପାଇ ଅପରେସନ ଆରମ୍ଭ କରାଯାଇଥିଲା। ମାଥିଲି ଥାନା ଅନ୍ତର୍ଗତ…

ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା…

ଗୌହାଟୀ: ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଗଛରେ ଝୁଲାଇଲେ ଶବ। ଆସାମର କୋକ୍ରାଝର ଜିଲ୍ଲାରୁ ଦୁଇ ନାବାଳିକାଙ୍କ ଝୁଲାନ୍ତ ଅବସ୍ଥାରେ ମିଳିଥିବା ମୃତ୍ୟୁ ରସହ୍ୟର ପର୍ଦ୍ଦାଫାସ କରିଛି ପୁଲିସ୍‌। ଗତ ଶନିବାର ଉଭୟଙ୍କ ମୃତଦେହ ମିଳିବା ପରେ ପୁଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ…

ପୁରୁଣା କାର୍‌ ଚଳାଇଲେ ଗଣିବେ ୧୦ ହଜାର…

ନୂଆଦିଲ୍ଲୀ: ପୁରୁଣା କାର୍‌ ଚଳାଇଲେ ଦେବାକୁ ପଡ଼ିବ ୧୦ ହଜାର ଫାଇନ୍‌। ଯଦି ଆପଣଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ କାର କିମ୍ବା ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ କାର ରହିଛି ତେବେ ତୁରନ୍ତ ଏହାକୁ ବିକ୍ରି କରି ଦିଅନ୍ତୁ। ଏହି ପୁରୁଣା କାର୍‌କୁ ରାସ୍ତାରେ ଚଳାଇଲେ ୧୦ ହଜାର ଟଙ୍କାର ଫାଇନ…

ଆଜିଠୁ ସୁନା ହଲମାର୍କିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ସୁନା ହଲମାର୍କିଂ ବାଧ୍ୟତାମୂଳକ। ଭାରତୀୟ ମାନକ ବ୍ୟୁରୋ (ବିଏସଆଇ) ପକ୍ଷରୁ ଏହି ନିୟମ ପ୍ରଣୟନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସମଗ୍ର ଭାରତବର୍ଷରେ ମୋଟ ୨୫୬ଟି ଜିଲ୍ଲାରେ ଏହା ଲାଗୁ କରାଯିବ। ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ଖିଲାପକାରୀଙ୍କ ଠାରୁ କୌଣସି ଜରିମାନା ଆଦାୟ…

ରାଜ୍ୟରେ ଥମୁନି ମୃତ୍ୟୁସଂଖ୍ୟା, ୨୪…

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି। ମାତ୍ର କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ଥମୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍…

ଦେବ ଦମ୍ପତ୍ତିଙ୍କ ବିବାହ ସମ୍ପନ୍ନ, ଆଜି…

ଭୁବନେଶ୍ୱର: କରୋନା କଟକଣା ଭିତରେ ସମ୍ପନ୍ନ ହେଲା ଶିବ ବିବାହ। ମାଆ ପାର୍ବତୀଙ୍କ ହାତ ଧରିଲେ ଦେବ ଦେବ ମହାଦେବ। ଲଗ୍ନ ଅନୁସାରେ ରାତି ୩ଟାରେ ହେଲା ଦେବ ବିବାହ। ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା, ମୋଦିପଡାର ଜାଗେଶ୍ୱର ବାବା, ବଡ଼ ବଜାରର ଶୀତଳେଶ୍ୱର ବାବାଙ୍କ ବିବାହ…

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ଦିନକରେ…

ଭୁବନେଶ୍ୱର: ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୧୬ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୫୧୯ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ…