Odisha Link
Bridging the Missing Links in Odisha
Daily Archives

June 17, 2021

ଦୁବାଇ ନେତୃତ୍ବ ସମିତିରେ ସମ୍ମାନିତ ହେଲେ…

ଦୁବାଇରେ ଅନୁଷ୍ଠିତ ମହିଳା ନେତୃତ୍ବ ସମିତି ୨୦୨୧ (women leadership summit 2021)ରେ ପ୍ରଥମ ଥର ପାଇଁ ସମ୍ମାନିତ ହୋଇଛନ୍ତି ଜଣେ ଓଡ଼ିଆ ମହିଳା। ଚଳିତ ମାସ ୧୨ ତାରିଖରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର ଉତ୍ସବରେ ଦୁବାଇରେ ଅବସ୍ଥାପିତ ଓଡ଼ିଆ ମଧୁସ୍ମିତା ନାୟକଙ୍କୁ Inspiring Woman Business Leader…

ସ୍ମାର୍ଟ ଜନପଥ ପାଇଁ ଘୁଞ୍ଚିବ…

ଭୁବନେଶ୍ବର: ବିକାଶର ଘୋଡ଼ା ଆସୁଛି। ରାଜଧାନୀର ରୂପକୁ ଝଲସାଇବା ପାଇଁ ତୟାର ବିକାଶ ଘୋଡ଼ା ଆଗରେ ମଳିନ ପଡ଼ିଯାଇଛି ଐତିହ୍ୟ ଘୋଡ଼ା। ସୌନ୍ଦର୍ଯ୍ୟକରଣ ପାଇଁ ୩୩ ବର୍ଷ ପରେ ନିଜ ସ୍ଥାନରୁ ହଟିବାକୁ ଯାଉ ମାଷ୍ଟର କ୍ୟାଣ୍ଟିନ୍‌ର ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତି। ଶିଶୁଭବନ ଠାରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥ…

୧୬୯୦ କୋଟି ଟଙ୍କାର କୋଭିଡ୍ ପ୍ୟାକେଜ୍…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି, ରାଜ୍ୟ ଖାଦ୍ୟ ସୁରକ୍ଷା…

ସାମାଜିକ ଗଣମାଧ୍ୟମରେ ହଟହଟା…

ଭୁବନେଶ୍ବର: ଏକ ଚିଠି ପାଇଁ ହଟହଟା ହୋଇଛନ୍ତି କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି। ଓଡ଼ିଆ ଭାଷାରେ ଲିଖିତ ଏ ଚିଠିରେ ଥିବା ତ୍ରୁଟିଗୁଡ଼ିକ ନେଇ ସାମାଜିକ ଗଣମାଧ୍ୟମରେ ବହୁ ସମାଲୋଚନାର ଶିକାର ହୋଇଛନ୍ତି ଅଭିନେତା ଅନୁଭବ। ଜୁନ ୧୫ ତାରିଖରେ ନିଜ ଲେଟର ପ୍ୟାଡରେ ଅନୁଭବ ଏ ଚିଠିଟି ସ୍ବତନ୍ତ୍ର ରିଲିଫ୍‌…

ଗଙ୍ଗାନଦୀରୁ ନବଜାତ ଶିଶୁକନ୍ୟା ଉଦ୍ଧାର,…

ଗାଜିପୁର: ପବିତ୍ର ଗଙ୍ଗା ନଦୀରୁ ଏକ କାଠ ବାକ୍ସରେ ଏକ ନବଜାତ ଶିଶୁକନ୍ୟାକୁ ଜଣେ ନାବିକ ଉଦ୍ଧାର କରିଛନ୍ତି। କାଠ ବାକ୍ସରେ ଥିବା ସାମଗ୍ରୀକୁ ଦେଖି ଆଶ୍ଚର୍ଯ୍ୟ ଓ ଚକିତ ହୋଇ ଯାଇଥିଲା ନାବିକ। ଗାଜିପୁରର ଗଙ୍ଗା ନଦୀରେ ନାବିକ ଜଣକ ଯାଉଥିବା ବେଳେ ଏକ କାଠ ବାକ୍ସ ପାଇଥିଲେ ଯେଉଁଥିରେ ଏକ ନବଜାତ…

ମଇ ମାସରେ ଜିଓ ୪ଜି ସ୍ପିଡ୍ ତାଲିକାରେ…

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ବଜାରରେ ନିଜର ଦବ୍‌ଦବା କାୟମ ରଖି ରିଲାଏନ୍ସ ଜିଓ ପୁଣିଥରେ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନରେ ରହିିଛି ଏବଂ ୨୦୨୧ ମଇ ମାସରେ ସେକେଣ୍ଡ ପ୍ରତି ୨୦.୭ ମେଗାବିଟ୍ (ଏମବିପିଏସ୍‌) ହାରାହାରି ୪ଜି ସ୍ପିଡ୍ ସହିତ ନିଜର ନେତୃତ୍ୱ ସ୍ଥାନ ବଜାୟ ରଖିଥିବା ଭାରତୀୟ ଦୂରସଂଚାର…

ଅପରାଧୀଙ୍କ ତଥ୍ୟ ରଖିବାକୁ ଦୁଇଟି ଆପ୍…

ଭୁବନେଶ୍ୱର: ଅପରାଧିଙ୍କ ଡାଟା ରଖିବାକୁ କମିଶନରେଟ ପୋଲିସ ପକ୍ଷରୁ ଦୁଇଟି ଆପ୍ ଲଞ୍ଚ ହୋଇଛି। ଯେଉଁ ଆପ୍‌ରେ ଅପରାଧି ମାନଙ୍କ ଡାଟା ରହିବ। ‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାମରେ ଦୁଇଟି ଆପର ଶୁଭାରମ୍ଭ କରିଛି ପୋଲିସ କମିଶନର। ଭୁବନେଶ୍ୱର ଡିସିପି ଅଫିସରେ ଅପରେଟର ହେବ ଏହି ଆପ୍। ସୂଚନା ମୁତାବକ, ‘କୁଣ୍ଡଳୀ’…

ସତ୍ୟ ନାଡେଲା ହେଲେ ମାଇକ୍ରୋସଫ୍ଟର…

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ତଥା ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ଆଉ ଏକ ସଫଳତାର ସୋପାନ ଚଢିଛନ୍ତି। ଏବେ ମାଇକ୍ରୋସଫ୍ଟ ତାଙ୍କୁ କମ୍ପାନୀର ଚେୟାରମ୍ୟାନ୍ କରିଛି। ନଡେଲା ଜନ୍ ଥମ୍ପସନଙ୍କ ସ୍ଥାନ ନେବେ ସତ୍ୟ ନାଡେଲା। ସତ୍ୟ ନାଡେଲା ୨୦୧୪ରେ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ…

ଟିଏମ୍‌ସିରେ ଯୋଗ ଦେବା ପରେ ମୁକୁଲ୍…

କୋଲକାତା: ତୃଣମୁଳ କଂଗ୍ରେସ (ଟିଏମସି)ରେ ଯୋଗଦେବା ପରେ ଆଜି ମୁକୁଲ ରୟଙ୍କ ଠାରୁ ଜେଡ ସିକ୍ୟୁରିଟି ହଟାଇ ନେଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ। ଏନେଇ ସିଆରପିଏଫର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଗୁରୁବାର ସକାଳେ ମୁକୁଲ ରାୟଙ୍କ ସୁରକ୍ଷାରେ ଥିବା କର୍ମଚାରୀଙ୍କୁ ହଟାଇ…

ପୁରୀରେ ହେବ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ…

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପ୍ରତିଷ୍ଠା ହେବ ଅନ୍ତର୍ଜାତୀୟ ବିମାନବନ୍ଦର। ସେଥିପାଇଁ ଆଜି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଏକ ସ୍ୱତନ୍ତ୍ର ଟିମ୍‌ ଶ୍ରୀକ୍ଷେତ୍ର ଯାଇଛି। ଏହି ଟିମ୍‌ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମରାଇନ୍‌ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଛନ୍ତି।…