Odisha Link
Bridging the Missing Links in Odisha
Daily Archives

June 18, 2021

ଜେଲରୁ ମୁକୁଳିଲେ IFS ଅଭୟକାନ୍ତ ପାଠକ

ଭୁବନେଶ୍ବର: ଜେଲରୁ ବାହାରିଲେ IFS ଅଭୟକାନ୍ତ ପାଠକ। ଦୀର୍ଘ ୬ ମାସ ପରେ ଝାରପଡ଼ା ଜେଲରୁ ମୁକୁଳିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ଅଭୟକାନ୍ତ। ଗତକାଲି ତୃତୀୟ ମାମଲାରେ ଜାମିନ ପାଇବା ପରେ ସେ ଆଜି ଜେଲରୁ ମୁକୁଳିଛନ୍ତି। ସୂଚନାଯୋଗ୍ୟ, ଗତ ନଭେମ୍ବର ୨୭ ତାରିଖରେ IFS…

ନେତୃତ୍ୱ ନେବାରେ ରାହୁଲ ବିଫଳ କହି…

ଗୌହାଟି: ଆସାମରେ ଦେଖିବାକୁ ମିଳିଛି କଂଗ୍ରେସ କନ୍ଦଳ। କଂଗ୍ରେସ ନେତୃତ୍ୱ ତଥା ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଜଣେ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ଯାହାକି ଦଳ ଭିତରେ ନେତୃତ୍ୱକୁ ନେଇ ଥିବା ଅସନ୍ତୋଷ ଜଳ ଜଳ କରି ସ୍ପଷ୍ଟ ହୋଇଛି। ଆସାମ ବିଧାନସଭାକୁ କଂଗ୍ରେସ ଟିକେଟ ପାଇ…

ହାଇକୋର୍ଟକୁ ଗଲା ରାଜ୍ୟର କରୋନା ମୃତ୍ୟୁ…

କଟକ: ହାଇକୋର୍ଟକୁ ଗଲା ରାଜ୍ୟର କରୋନା ମୃତ୍ୟୁ ପ୍ରସଙ୍ଗ। ରାଜ୍ୟରେ କରୋନା ଜନିତ ମୃତ୍ୟୁ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ମୃତ୍ୟୁର ସଂଖ୍ୟାର ସ୍ୱତନ୍ତ୍ର ଭାବେ ଅଡିଟ କରିବା ପାଇଁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ଏହି…

ସଚ୍ଚୋଟପଣିଆ ଦେଖାଇଲେ ସଫେଇ କର୍ମଚାରୀ,…

ଅହମ୍ମଦାବାଦ: ଆଜିବି ସମାଜରେ ବଞ୍ଚିରହିଛି ସଚ୍ଚୋଟପଣିଆ। ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ଜଣେ ସଫେଇ କର୍ମଚାରୀ। ଜଣେ ସଫେଇ କର୍ମଚାରୀଙ୍କୁ ଏକ ଟଙ୍କା ଭର୍ତ୍ତି ବ୍ୟାଗ ମିଳିଥଲା ମାତ୍ର ସେ ଏହି ବ୍ୟାଗ୍‌କୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି। ଏଭଳି ଏକ ଘଟଣା ଘଟିଛି ଗୁଜରାଟ ଅହମ୍ମଦାବାଦର…

ଓଟିଟି ପ୍ଲାଟଫର୍ମରେ ଆସିବ ‘ବିଗ୍‌…

ମୁମ୍ବାଇ: ଖୁବଶୀଘ୍ର ଆସୁଛି ଛୋଟ ପରଦାର ଅତି ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌ ସିଜିନ୍‌ ୧୫’। ସବୁଥର କିଛି ନା କିଛି ନୂଆ ଏକ୍ସପେରିମେଣ୍ଟ କରିଥିବା ଏହି ଶୋ’ର ମେକର୍ସ ଏଥର ବି କିଛି ନୂଆ ଟ୍ରାଏ କରିବାକୁ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି। ଏବେ ପ୍ରାୟ ସବୁ ଶୋ’ ମେକର୍ସ ଓଟିଟି ପ୍ଲାଟଫର୍ମରେ ନିଜ…

ଓଡ଼ିଶା ହକି ଆଡହକ୍ କମିଟିର ଚେୟାରମ୍ୟାନ୍‌…

ଭୁବନେଶ୍ୱର: ଓଡ଼ିଶା ହକି ଆଡହକ୍ କମିଟିର ଚେୟାରମ୍ୟାନ୍‌ ହେଲେ ଦିଲ୍ଲୀପ ତିର୍କି। ଦିଲ୍ଲୀପଙ୍କୁ ଆଜି ଓଡ଼ିଶା ହକି ଆଡହକ୍ କମିଟି ଚେୟାରମ୍ୟାନ୍ ପଦବୀରେ ନିଯୁକ୍ତ କରାଯାଇଛି। ଏନେଇ କମିଟିର ଆବାହକ କ୍ରୀଡା ବିଭାଗ ଉପ ସଚିବ ଶୈଳେନ୍ଦ୍ର ଜେନା ସୂଚନା ଦେଇଛନ୍ତି। ଏଥିସହିତ ଭୋଳାନାଥ ସିଂହ, ରାଜେନ୍ଦ୍ର…

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ…

ଭୁବନେଶ୍ୱର: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ। ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତ୍ତି ନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି। ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ହେବାକୁ ନିଷ୍ପତ୍ତି ହୋଇଛି। ରେଗୁଲାର ପିଲାଙ୍କ ମାର୍କିଂ ମ୍ୟାଟ୍ରିକ୍‌ ଭିତ୍ତିରେ ହେବ। ଏକ୍ସରେଗୁଲାର ପିଲାଙ୍କ…

ତୃତୀୟ ଲହର ମୁକାବିଲା ପାଇଁ ଏସଓପି ଜାରି…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହର ପାଇଁ ଚିନ୍ତା ବଢିଛି। ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି। ଏସଓପି ଜାରି କରି ଜିଲ୍ଲାପାଳ ଓ ସିଡିଏମଓଙ୍କୁ ପଠେଇ ଦିଆଯାଇଛି। ଶିଶୁଙ୍କ ଚିକିତ୍ସା ପାଇଁ ବିଶେଷ ଭାବେ ଧ୍ୟାନ…

ଏଣିକି ଡ୍ରୋନ ସାହାଯ୍ୟରେ ଫୁଡ୍ ଡେଲଭରୀ…

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ଡ୍ରୋନ ସାହାଯ୍ୟରେ ଘରକୁ ହେବ ଫୁଡ୍ ଡେଲଭରୀ। ଫୁଡ୍ ଟେକ୍ ଷ୍ଟାର୍ଟଅପ୍ Swiggy ଏଣିକି ଡ୍ରୋନ ସାହାଯ୍ୟରେ ଫୁଡ୍ ଡେଲଭରୀ କରିବ। ଏଥିପାଇଁ କମ୍ପାନୀ ଆବଶ୍ୟକୀୟ ଅନୁମତି ପ୍ରଦାନ କରାଯାଇଛି। ପ୍ରଥମ କିଛି ସପ୍ତାହ ପାଇଁ ଏଟା ଏବଂ ରୂପନଗର ଏରିଆରେ ଏହି ଖାଦ୍ୟ ବିତରଣ କରାଯିବ।…

ଜଳ ଉତ୍ସକୁ ବ୍ୟାପିଲା କରୋନା, ସାବରମତୀ…

 ଗୁଜୁରାଟ: ଦେଶରେ କରୋନାର ଦ୍ୱିିତୀୟ ଲହର କମୁଥିବା ବେଳେ ଗୁଜୁରାଟର ସାବରମତୀ ନଦୀ ଜଳ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି। ଗୁଜୁରାଟର ଅହମ୍ମଦାବାଦ ମଧ୍ୟରେ ଯାଇଥିବା ସାବରମତୀ ନଦୀର ଜଳକୁ ପରୀକ୍ଷା ପାଇଁ ନିଆଯାଇଥିବା ବେଳେ ସେଥିରୁ ୨୫ ପ୍ରତିଶତ କରୋନା ସଂକ୍ରମିତ ହୋଇଥିବା…