Odisha Link
Bridging the Missing Links in Odisha
Daily Archives

June 21, 2021

ନୂଆ ଜାତୀୟ ରେକର୍ଡ କରି ବି ଦୂତୀ…

ନୂଆଦିଲ୍ଲୀ: ନୂଆ ଜାତୀୟ ରେକର୍ଡ କଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ। ନିଜ ନାମରେ ଥିବା ପୂର୍ବ ଜାତୀୟ ରେକର୍ଡକୁ ଭାଙ୍ଗି କଲେ ନୂଆ ରେକର୍ଡ। ପଟିଆଲାରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ନିଜ ରେକର୍ଡ ଭାଙ୍ଗିଲେ ଦୂତୀ। ହେଲେ ମାତ୍ର ୦.୦୨ ସେକେଣ୍ଡ ପାଇଁ ଭାଙ୍ଗିଗଲା ଦୂତୀଙ୍କ ସ୍ବପ୍ନ। ୧୦୦ ମିଟର ଦୌଡରେ ନୂଆ…

ଟିକା କେନ୍ଦ୍ର ପରିଦର୍ଶନ କଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଦ୍ୱାରା ବିଶ୍ୱର ସର୍ବବୃହତ ମାଗଣା ଟିକାକରଣ ଅଭିଯାନ ସୋମବାର ଠାରୁ ଆରମ୍ଭ ହୋଇଯାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀର ସରୋଜିନୀ ନଗର ସ୍ଥିତ ସିଜିଏଚଏସ ଡିସପେନସେରୀ ହସ୍ପିଟାଲର ଟିକା…

ଟିକା-ଫଟୋ-ରାଜନୀତି

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ଅନ୍ୟପଟେ ରାଜ୍ୟରେ କ୍ୟାମ୍ପେନ ମୋଡରେ ଟିକାକରଣ କରାଯାଉଛି। ଏସବୁ ମଧ୍ୟରେ ଟିକା କେନ୍ଦ୍ର ବାହାରେ ଲାଗିଥିବା ପୋଷ୍ଟରକୁ ନେଇ ଦେଖାଦେଇଛି ବିବାଦ। ରାଜ୍ୟରେ କରୋନା ମହାମାରୀକୁ ମାତ୍‌ ଦେବାକୁ ଟିକାକରଣ ପ୍ରକ୍ରିୟାକୁ…

ଲଗାତାର ୨ୟ ବର୍ଷ ପାଇଁ ବନ୍ଦ ହେଲା…

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। କିଛି ରାଜ୍ୟ କରୋନା ମାମଲା କମିବାରୁ କଟକଣା କୋହଳ ମଧ୍ୟ କରିଛନ୍ତି। ଏସବୁ ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛି ଜମ୍ମୁ କଶ୍ମୀର ପ୍ରଶାସନ। ଗତଥର ଭଳି ଚଳିତଥର ବର୍ଷ ମଧ୍ୟ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ।…

ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ…

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହର କମୁଥିବା ବେଳେ ତୃତୀୟ ଲହର ଆସିବା ନେଇ ଆଶଙ୍କା କରାଯାଉଛି। ଫଳରେ କରୋନା ମହାମାରୀକୁ ମାତ୍‌ ଦେବାକୁ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନରହିବା ନେଇ ପ୍ରତିବାଦ କରିଛନ୍ତି ବିଜେପି କର୍ମୀ।…

ଓମ୍ ଉଚ୍ଚାରଣ କଲେ ନା ଯୋଗ ଶକ୍ତିଶାଳୀ…

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ସାରା ବିଶ୍ବ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି। ଏହି ଅବସରରେ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି ଏମିତି ଟ୍ଵିଟ୍ କରିଛନ୍ତି, ଯାହାକୁ ନେଇ ନୂତନ ବିବାଦ ଆରମ୍ଭ ହୋଇଛି। ସିଙ୍ଘଭି କହିଛନ୍ତି, ଓମ୍ ଉଚ୍ଚାରଣରେ ନା ଯୋଗ ଅଧିକ ଶକ୍ତିଶାଳୀ ହେବ…

ଦ୍ୱାଦଶ ରେଜଲ୍ଟ ନେଇ ସତ୍ୟପାଠ ଦାଖଲ କଲା…

ନୂଆଦିଲ୍ଲୀ: ଦ୍ୱାଦଶ ରେଜଲ୍ଟ ନେଇ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟରେ ପୁଣି ଥରେ ସତ୍ୟପାଠ ଦାଖଲ କରାଯାଇଛି। ପୂର୍ବ ପଦ୍ଧତିରେ ଆଉ ୨ଟି ବିନ୍ଦୁ ଯୋଡ଼ି ସତ୍ୟପାଠ ଦାଖଲ କରିଛି ସିବିଏସଇ। ଫଳରେ କମ୍ପୁ୍ୟଟେସନ ନେଇ କିଛି ବିବାଦ ଥିଲେ ସମାଧାନ ପାଇଁ କମିଟି ଗଠନ କରାଯିବ। ରେଜଲ୍ଟ ପ୍ରକାଶ ପରେ କୌଣସି ପିଲା…

ଡିସେମ୍ବର ସୁଦ୍ଧା ସାରା ଦେଶବାସୀଙ୍କୁ…

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହର କୁମୁଥିବା ବେଳେ ତୃତୀୟ ଲହର ନେଇ ଆଶଙ୍କା କରାଗଲାଣି। କରୋନାକୁ ମାତ ଦେବା ପାଇଁ ସାରା ଦେଶରେ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାମମନୋହର ଲୋହିୟା ହସ୍ପିଟାଲ ଟିକାକରଣ କେନ୍ଦ୍ର ପରିଦର୍ଶନ ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…

ନୀଳଗିରିରେ ରଥ ନିର୍ମାଣ ବେଳେ ଚଢ଼ାଉ

ନୀଳଗିରି: ନୀଳଗିରି ରଥଖଳାରେ ରଥ ନିର୍ମାଣ ବେଳେ ଚଢ଼ାଉ। ପ୍ରଶାସନ ଓ ପୋଲିସ ରଥଖଳାରେ ଚଢ଼ାଉ କରିଛି। ରଥ ନିର୍ମାଣ କରୁଥିବା ୮ କାରିଗରଙ୍କୁ ଅଟକ ରଖା ଯାଇଛି। ଏଥିସହ ନିର୍ମାଣ ରଥ ସାମଗ୍ରୀକୁ ଜବତ କରାଯାଇଛି। ଏନେଇ ନୀଳଗିରି ଉପଜିଲ୍ଲାପାଳ ହରିଶ୍ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି।

କରୋନା ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର…

ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ ରହିବ ବୋଲି ଆକଳନ କରାଯାଉଛି। ତଥାପି ଆମକୁ ସଜାଗ ରହିବାକୁ ପଡିବ। ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣକୁ ଜୋରଦାର କରିବାକୁ ପଡ଼ିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି। ଏଥିସହ ସେ କହିଛନ୍ତି ତୃତୀୟ ଲହର ପାଇଁ…