Odisha Link
Bridging the Missing Links in Odisha

ଜାମ୍ମୁ କଶ୍ମୀରରେ ଏନ୍‌କାଉଣ୍ଟର, ୩ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ଗୁଣ୍ଡବ୍ରଥ ଅଞ୍ଚଳରେ ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ। ଜାମ୍ମୁ-କାଶ୍ମୀର ପୋଲିସର କହିବା ଅନୁଯାୟୀ, ଗତକାଲି ପ୍ରଥମେ ଜଣେ ଆତଙ୍କବାଦୀଙ୍କୁ ପୋଲିସ ଏନ୍‌କାଉଣ୍ଟର କରିଥିଲା। ପରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ତିନି ଆତଙ୍କବାଦୀଙ୍କ ମଧ୍ୟରେ କୁଖ୍ୟାତ ଆତଙ୍କବାଦୀ ମୁଦାସିର ମୃତ୍ୟୁ ହୋଇଥିବା ଜାମ୍ମୁ-କାଶ୍ମୀର ପୁଲିସ କହିଛି। ମୁଦାସିରକୁ ଧରିବା ପାଇଁ ୧୦ଲକ୍ଷ ଟଙ୍କାର ରାଶି ଘୋଷଣା କରାଯାଇଥିଲା। ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

Leave A Reply

Your email address will not be published.