Odisha Link
Bridging the Missing Links in Odisha
Daily Archives

June 22, 2021

ଟିଏମ୍‌ସି ଛାଡି ବିଜେପିରେ ଯୋଗଦେବା…

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ନେତାଙ୍କର ପ୍ରାୟଶ୍ଚିତ। ବିଜେପିରେ ଯୋଗ ଦେଇଥିବା ନେତା ପୁଣି ନିଜ ଦଳକୁ ଫେରିବାରେ ଲାଗିଛନ୍ତି। ଏହି କ୍ରମରେ ଆଜି ହୁଗଳିରେ ୨୦୦ ବିଜେପି କାର୍ଯ୍ୟକର୍ତ୍ତା ମସ୍ତକ ମୁଣ୍ଡନ କରି ତୃଣମୂଳରେ ଯୋଗ…

ପାରାଦୀପରୁ ମିଳିଲା ଦାମୀ ମାଛ, କିଲୋ…

ପାରାଦୀପ: ପାରାଦୀପ ସମୁଦ୍ରରୁ ମିଳିଛି ଦାମୀ ମାଛ। ମାଛର ଓଜନ ୨୮ କିଲୋଗ୍ରାମ ଥିବା ବେଳେ ଏହାକୁ ୧ ଲକ୍ଷ ୧୭ ହଜାର ୬ ଶହ ଟଙ୍କାରେ ବିକ୍ରି କରାଯାଇଛି। ଏହି ମାଛର ନାଁ ତେଲିଆ ବା ତେଲିଆ ବୋରେଇ। ଏହି ମାଛ କିଲୋ ସର୍ବାଧିକ ୪ ହଜାର ୨ ଶହ ଟଙ୍କାରେ ବିକ୍ରି ହୋଇଛି। ସୂଚନା ମୁତାବକ, ଜଣେ ମତ୍ସ୍ୟଜୀବୀଙ୍କ…

ବିନା ଭକ୍ତରେ ହେବ ଅଲାରନାଥଙ୍କ ଅଣସର…

ବ୍ରହ୍ମଗିରି: ଚଳିତବର୍ଷ ବିନା ଭକ୍ତରେ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ। ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉମାନେ ଶ୍ରୀମନ୍ଦିରର ସ୍ନାନବେଦୀରେ ମହାସ୍ନାନ ପରେ ଅଣସର ପିଣ୍ଡିକୁ ବିଜେ କରିବେ। ଶ୍ରୀଜିଉମାନେ ଅଣସର ପିଣ୍ଡିରେ ଦୀର୍ଘ ୧୫ ଦିନ ଅବସ୍ଥାନ କରିବେ। ଏହି ସମୟରେ ଦଇତାପତି ସେବକମାନେ ଶ୍ରୀଜିଉମାନଙ୍କର…

ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ କରୋନାର…

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଟଳି ନଥିବା ବେଳେ ତୃତୀୟ ଲହର ଅଶଙ୍କା କରାଗଲାଣି। ତୃତୀୟ ଲହର ନେଇ ତଥ୍ୟ ଦେବା ସହ ଟ୍ୱିଟ୍ କରି ସତର୍କ କରାଇ ଦେଇଛି ଆଇଆଇଟି କାନପୁର। ଆଇଆଇଟି କାନପୁର ଏକ ରିପୋର୍ଟ ପ୍ରକାଶ କରି କହିଛି, ସେପ୍ଟେମ୍ବରରୁ ଅକ୍ଟୋବରରେ ତୃତୀୟ ଲହର ଆସିବ। ଏଥିସହ ଅକ୍ଟୋବରରେ ଶିଖର…

ଦେଶରେ ୨୨ ଡେଲଟା ପ୍ଲସ ଭାରିଏଣ୍ଟ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଛି ଡେଲଟା ପ୍ଲସ ଭାରିଏଣ୍ଟ। ବିଶ୍ୱରେ ୮୦ଟି ଦେଶରେ ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହାସହ ୯ଟି ଦେଶରେ ଡେଲଟା ପ୍ଲସ ଭାରିଏଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଦେଶଗୁଡିକ ହେଲା ଆମେରିକା, ଇଂଲଣ୍ଡ, ପର୍ତ୍ତୁଗାଲ, ସ୍ୱିଜରଲାଣ୍ଡ, ଜାପାନ, ପୋଲାଣ୍ଡ, ଚାଇନା, ଋଷ ଓ…

ଭୁବନେଶ୍ୱର ରେଳ ଷ୍ଟେସନରେ ଆରମ୍ଭ ହେଲା…

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ଆରମ୍ଭ ହେଲା ଆତ୍ମା (AUTOMATED TICKET CHEAKING AND MANAGING AXIS SYSTEM)। କୋଭିଡ ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ବିନା ଟିକେଟ ଛୁଇଁ ଏହା ଦ୍ୱାରା ଚେକିଂ ହୋଇପାରିବ। ପାରାଦୀପ ଫସପେଟ ଲିମିଟେଡ଼ ପକ୍ଷରୁ ଏହି ଆତ୍ମା ମେସିନ ଭୁବନେଶ୍ୱର ରେଳ…

ରେକର୍ଡ ଭାଙ୍ଗିଲା ତୈଳ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ଲାଗାତାର ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ପେଟ୍ରୋଲ, ଡିଜେଲ ଦର ଐତିହାସିକ ରେକର୍ଡ କରିଛି। ଆଜି ପେଟ୍ରୋଲ ଦର ୨୭ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ଦର ୨୮ ପଇସା ମହଙ୍ଗା ହୋଇଛି। ପେଟ୍ରୋଲ୍ ପରେ ଏବେ ଡିଜେଲ୍ ଦର ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ…

ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ…

ନୂଆଦିଲ୍ଲୀ: ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ପିଲାଙ୍କ ହିତଙ୍କୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିବା ନେଇ କହିଛନ୍ତି ସୁପ୍ରିମକୋର୍ଟ। ତେବେ ମୂଲ୍ୟାୟନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କୋର୍ଟ ଯାଇଥିଲେ ଛାତ୍ରଛାତ୍ରୀ। ଦାଏର ହୋଇଥିଲା ଏକାଧିକ ମାମଲାକୁ…

ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ୧…

ମାଲାକନଗିରି: ମାଲାକନଗିରି ଜିଲ୍ଲାପାଳଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ। ଜିଲ୍ଲାପାଳଙ୍କ ନାଁରେ ୧ କୋଟିର ଲାଞ୍ଚ ଅଭିଯୋଗ ହୋଇଛି। କୋଟିଏ ଟଙ୍କାର ଲାଞ୍ଚ ଅଭିଯୋଗ ଆଣିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ। ଟେଣ୍ଡର ଫିକ୍ସିଂ କରି ଲାଞ୍ଚ ନେଇଥିବା ଅଭିଯୋଗ କରି ୧୯ ଲକ୍ଷର ଗାଡ଼ି ଜିଲ୍ଲାପାଳ ବ୍ୟବହାର…

ଟିଆରପି ସ୍କାମ୍‌ ମାମଲା: ଅର୍ଣ୍ଣବ…

ମୁମ୍ବାଇ: ପୁଣି ବିବାଦ ଘେରରେ ରିପବ୍ଲିକ୍ ଟିଭି ଏଡିଟର୍ ଅର୍ଣ୍ଣବ୍ ଗୋସ୍ୱାମୀ। ମଙ୍ଗଳବାର ଦିନ ମୁମ୍ବାଇ ପୁଲିସ୍ ଟେଲିଭିଜନ୍ ରେଟିଂ ପଏଣ୍ଟସ୍(ଟିଆରପି) ଘୋଟାଲା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଏବଂ ଅର୍ଣ୍ଣବ୍ ଗୋସ୍ୱାମୀଙ୍କୁ ଆରୋପୀ ସଜାଇଛି। ଅର୍ଣ୍ଣବ୍ଙ୍କ ବ୍ୟତୀତ ଆଉ ଚାରି ଜଣଙ୍କ ନାମରେ ମଧ୍ୟ…