Odisha Link
Bridging the Missing Links in Odisha
Daily Archives

June 23, 2021

ଟିକାକେନ୍ଦ୍ରରେ ମୋଦିଙ୍କ ଫଟୋ ଲାଗିବା…

ଭୁବନେଶ୍ୱର: ଟିକାକରଣ କେନ୍ଦ୍ରରେ ଫଟୋ ଏବଂ ପୋଷ୍ଟର ଚିରିବାକୁ ନେଇ ରାଜନୀତି ଲାଗି ରହିଛି। ଟିକାକରଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ୱିଟ୍‌ର କଡ଼ା ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ…

ସେପ୍ଟେମ୍ବର ସୁଦ୍ଧା ଶିଶୁମାନଙ୍କୁ…

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁମାନଙ୍କୁ କରାଯିବ ଟିକାକରଣ। ଏନେଇ ଦିଲ୍ଲୀ ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି। କୋଭିଡ ୧୯ ଟାସ୍କଫୋର୍ସ ସଦସ୍ୟ ଗୁଲେରିଆ କହିଛନ୍ତି, ସେପ୍ଟେମ୍ବର ସୁଦ୍ଧା କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ସରିବ। ଏହାସହ ସେହି ମାସରେ…

ରାଜନୀତିରେ ଯୋଗଦେବା ପ୍ରଶ୍ନ ହିଁ…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅନୁପମ୍ ଖେର ନିଜର ଅଭିନୟ ଦକ୍ଷତା ବ୍ୟତୀତ ସୋସିଆଲ ମିଡିଆରେ ଦେଶ ସହ ଜଡିତ ପ୍ରସଙ୍ଗରେ ନିଜର ରାଜନୈତିକ ଦୃଷ୍ଟିକୋଣକୁ ସକ୍ରିୟ ଭାବରେ ଉପସ୍ଥାପନ କରିବା ପାଇଁ ଜଣାଶୁଣା। ଅନେକ କଳାକାର ରାଜନୀତିରେ ପାଦ ରଖୁଥିବାବେଳେ ଅନୁପମ ଖେର କହିଛନ୍ତି ଯେ, ସେ କେବେବି ରାଜନୀତିରେ…

କାର୍‌ ଭିତରେ ଚାଲିଥିଲା ରୋମାନ୍ସ,…

ଚନ୍ଦ୍ରଶେଖରପୁର: କାର୍‌ ଭିତରେ ଚାଲିଥିଲା ରୋମାନ୍ସ। ସମୟ ରାତି ପ୍ରାୟ ୩ଟାରେ ଇନ୍‌ଫୋସିଟି-ଚନ୍ଦକା ରାସ୍ତାରେ ଏକ ନାଲି ରଙ୍ଗର କାର୍‌ ସନ୍ଦେହଜନକ ଅବସ୍ଥାରେ ଦେଖି ପିସିଆର ଭ୍ୟାନ ଆସି ସେଠାରେ ପହଞ୍ଚିଲା। ଅସଞ୍ଜତ ଅବସ୍ଥାରେ କାର ଭିତରୁ ବାହାରିଥିଲେ ଜଣେ ଅଭିନେତ୍ରୀଙ୍କ ସହ ଜଣେ ସାମ୍ବାଦିକ।…

ବିଶେଷଜ୍ଞଙ୍କ ଆଶଙ୍କା ଡେଲଟା ପ୍ଲସ୍…

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଦେଶରେ ଡେଲଟା ପ୍ଲସକୁ ନେଇ ଆଶଙ୍କା ଜାରି ରହିଛି। ବିଶ୍ୱର ୧୦ଟି ଦେଶରେ ଡେଲଟା ପ୍ଲସ୍ ଭାଇରସ୍ ଚିହ୍ନଟ ହୋଇଥିବା ବେଳେ ତୃତୀୟ ଲହର ଆଣିବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ଏହା ଆମେରିକା, ବ୍ରିଟେନ, ପର୍ତ୍ତୁଗାଲ, ଜାପାନ, ରୁଷ ଓ ଚୀନ ଭଳି ଦେଶର ବ୍ୟାପିଥିବାବେଳେ…

ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ୩୦%…

ଭୁବନେଶ୍ୱର: ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ କମିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ରାଜ୍ୟରେ ୨ୟ ଲହର ପ୍ରଭାବ କମିନ ଥିବା ବେଳେ ତୃତୀୟ ଲହର ଆଶଙ୍କା କରାଗଲାଣି। ଏପରି ପରିସ୍ଥିତିରେ ସ୍କୁଲ କେବେ ଖୋଲିବ ଜଣା ନାହିଁ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ନବମ…

CHSE ପକ୍ଷରୁ ଆଡମିଟ୍ କାର୍ଡ ଡାଉନଲୋଡ…

ଭୁବନେଶ୍ୱର: ସିଏଚଏସଇ ପକ୍ଷରୁ ଆଡମିଟ୍ କାର୍ଡ ଡାଉନଲୋଡ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଠାରୁ ପ୍ରାକ୍ଟିକାଲ୍ ରେକର୍ଡ ଓ ପ୍ରୋଜେକ୍ଟ ରିପୋର୍ଟ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି। କୋଭିଡ ଗାଇଡଲାଇନ ପାଳନ କରିବକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ…

ଥରିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନରେ ଜୋରଦାର ଭୁକମ୍ପ ଝଟ୍‌କା। ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଆଜି ସକାଳ ପ୍ରାୟ ୬ଟା ୩୯ ମିନିଟରେ ଭୁକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୫ ବୋଲି ଜଣାପଡିଛି। ସୂଚନା ମୁତାବକ, ବୁଧବାର ସକାଳ ପ୍ରାୟ ୬.୩୯ ମିନିଟରେ ଇସଲାମାବାଦରେ ୪.୫…

ଆସନ୍ତାକାଲି ପବିତ୍ର ଦେବସ୍ନାନ…

ପୁରୀ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ହେବ ମହାସ୍ନାନ। ମହାମାରୀ କରୋନା ଯୋଗୁ ପୂର୍ବ ବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ତେବେ ରଥଯାତ୍ରା ଲାଗି ଗତକାଲି ରାତିରୁ ଶ୍ରୀମନ୍ଦିରକୁ ଆରମ୍ଭ ହୋଇଛି ଦଇତା…

୨୭ ଯାଏଁ ପ୍ରବଳ ବର୍ଷା, ୭ ଜିଲ୍ଲାକୁ…

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା। ଆସନ୍ତା ୨୭ ଯାଏଁ ଜାରି ରହିବ ବର୍ଷା। କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୭ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର,…