Odisha Link
Bridging the Missing Links in Odisha
Daily Archives

June 24, 2021

୨ କୋଟିର ବ୍ରାଉନସୁଗାର ଜବତ କଲା ଏସଟିଏଫ୍

ବାଲେଶ୍ବର: ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ। ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ରାଉନସୁଗାର କାରବାରର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବାଲେଶ୍ବର ବସ୍ତା ଅଞ୍ଚଳରୁ ଜଣେ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ସୂଚନା…

ଡେଲଟା ପ୍ଲସ୍ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଲାଣି। ଏହାରି ମଧ୍ୟରେ କରୋନାର ଡେଲଟା ପ୍ଲସ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶରେ କରୋନାର ଡେଲଟା ପ୍ଲସ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ ହୋଇଛି। ଉଜ୍ଜୟନୀର ଜଣେ ମହିଳାଙ୍କର…

ଚାନ୍ଦିପୁରରେ ସବସୋନିକ କ୍ରୁଜ ମିସାଇଲ…

ବାଲେଶ୍ବର: ଶକ୍ତିଶାଳୀ ହେଉଛି ଭାରତୀୟ ବାୟୁ ସେନା। ଆଜି ସଫଳ ହୋଇଛି ନିର୍ଭୟ କ୍ଷେପଣାସ୍ତ୍ରର ପରୀକ୍ଷଣ। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ୧୦ଟା ୪୩ ମିନିଟରେ ପରୀକ୍ଷା ହେଲା ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟ। ନିର୍ଭୟର ଲକ୍ଷଭେଦ କ୍ଷମତା ରହିଛି ୧୫୦୦…

ଓମ୍‌ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ କୋଭିଡ…

ଭୁବନେଶ୍ବର: ଓମ୍‌ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ସହାୟତାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ। ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ୧…

୧୦ ଦିନରେ +୨ ମୂଲ୍ୟାୟନ ପଦ୍ଧତି…

ନୂଆଦିଲ୍ଲୀ: ୧୦ ଦିନ ମଧ୍ୟରେ +୨ ମୂଲ୍ୟାୟନ ପଦ୍ଧତି ସୂଚାଇବାକୁ ରାଜ୍ୟ ବୋର୍ଡଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ।  ଏଥସହ ସହ ଜୁଲାଇ ୩୧ ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ ଆଜି ସୁପ୍ରିମ କୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଧ୍ରପ୍ରଦେଶ କହିଛି ଯେ, କୋଭିଡ୍‌-୧୯ ମାମଲା…

ସାଇକେଲରେ ବ୍ରେଡ ଓ ଅଣ୍ଡା ବିକ୍ରି…

ମୁମ୍ବାଇ: ବଲିଉଡ ଅଭିନେତା ତଥା ରିଅଲ ହିରୋ ସୋନୁ ସୁଦ ସାଇକଲରେ ବୁଲି ବୁଲି ବିକ୍ରି କରୁଛନ୍ତି ବ୍ରେଡ୍ ଅଣ୍ଡା। ନିକଟରେ ଢ଼ାବା ଏବଂ ସରବତ୍ ପରେ ଏବେ ନିଜର ଏକ ସୁପର ମାର୍କେଟ୍ ଖୋଲିଛନ୍ତି ସୋନୁ। ଏକ ଭିଡିଓ ଜରିଆରେ ସୋନୁ ବ୍ରେଡ୍ ଆଉ ଅଣ୍ଡା ସାଇକଲରେ ଲଦି ବିକ୍ରି କରୁଛନ୍ତି। ଏହି ଭିଡିଓଟିକୁ ସୋନୁ…

ନକଲି ଔଷଧ ମାମଲାରେ ଅଭିଯୁକ୍ତ ଶିବ ଜେନା…

ଭୁବନେଶ୍ବର: ନକଲି ଔଷଧ କାରବାର ମାମଲାରେ ମୁଖ୍ୟ ଅଭିଯୁକ୍ତ ମେଡିଲଏଡ ମେଡିକାମେଣ୍ଟ ସଂସ୍ଥାର ଏମଡି ଶିବ ଜେନାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ଗତକାଲି ଏହି ମାମଲାରେ ଏସଟିଏଫ୍‌ ୩ ଜଣଙ୍କୁ ଗିରଫ କରିଥିଲା। ସେମାନେ ସଂସ୍ଥାର ନିର୍ଦ୍ଦେଶିକା ତଥା ଶିବଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା,…

ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ…

ପୁରୀ: ଆଜି ପବିତ୍ର ସ୍ନାନପୂର୍ଣ୍ଣିମା। ଏହି ଅବସରରେ ୧୦୮ ଗରା ପବିତ୍ର ଜଳରେ ଶ୍ରୀଜୀଉ ସ୍ନାନବେଦୀରେ ମହାସ୍ନାନ କରିଛନ୍ତି। ସ୍ନାନ  ପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାରାଷ୍ଟ୍ରର ଗଣପତି ଉପାସକ ଗଣପତି ଭଟ୍ଟଙ୍କୁ ପ୍ରଥମେ ଗଜାନନ ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ। ସେହି…

ଡେଲଟା ପ୍ଲସ ଆକ୍ରାନ୍ତଙ୍କ ଠାରେ ନୂଆ…

ନୂଆଦିଲ୍ଳୀ: ଚିନ୍ତା ବଢାଇବାରେ ଲାଗିଛି କରୋନାର ଡେଲଟା ପ୍ଲସ ଷ୍ଟ୍ରେନ। ଏହା ଦେଶରେ କରୋନାର ତୃତୀୟ ଲହର ପାଇଁ କାରଣ ପାଲଟିବ ବୋଲି ଆଶଙ୍କା କରାଯାଉଛି। ୪୦ଟି ମାମଲା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଓ ତାମିଲନାଡୁକୁ ହାଇ ଆଲର୍ଟରେ ରଖାଯାଇଛି। ଏବେ ସୁଦ୍ଧା ଦେଶର ୮ଟା ରାଜ୍ୟ ଓ…

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ବଜାରରେ ତେଲ ଦର ବ୍ୟାରେଲ ପିଛା ୭୫ ଡଲାର ଟପିଛି। ବିଗତ ଦୁଇ ବର୍ଷ ମଧ୍ୟରେ ଏହି ଦର ସର୍ବାଧିକ ହୋଇଛି। ଅଶୋଧିତ ତେଲର ଦାମ ବଢ଼ିବାର ପ୍ରଭାବ ଏବେ ଘରୋଇ ବଜାରରେ ପଡ଼ିଛି। ଯେଉଁଥିପାଇଁ ଆଜି ପେଟ୍ରୋଲ ଲିଟର ପିଛା ୨୬ ପଇସା ଏବଂ ଡିଜେଲ ଲିଟର ପିଛା ପଇସା ବଢ଼ିଛି।…