Odisha Link
Bridging the Missing Links in Odisha
Daily Archives

June 26, 2021

ଅନ୍ତର୍ଦେଶୀୟ ବିମାନ ପାଇଁ ଭୁବନେଶ୍ବରରେ…

ଭୁବନେଶ୍ବର: ଡୋମେଷ୍ଟିକ୍‌ ବିମାନ ପାଇଁ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସ୍ବତନ୍ତ୍ର ଟର୍ମିନାଲ ନିର୍ମାଣ ଚାଲିଛି। ଟି-୩ ନାମରେ ପରିଚିତ ଏହି ତୃତୀୟ ଟର୍ମିନାଲ ୨୦୨୨ରେ କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ଏଥିପାଇଁ ୯୧୩ କୋଟି ଟଙ୍କା ବ୍ୟୟ ହେଉଛି। ଏହି ଟର୍ମିନାଲ ନିର୍ମାଣ ପରେ ବର୍ତ୍ତମାନ…

ଜୁଲାଇ ମାସରେ ୧୫ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ: ଜୁଲାଇ ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କାମଥିଲେ ଶୀଘ୍ର ସାରି ଦିଅନ୍ତିୁ। କାରଣ ଜୁଲାଇ ମାସରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଏଥିସହ ବ୍ୟାଙ୍କ ଯିବା ପୂର୍ବରୁ ଛୁଟି ଲିଷ୍ଟ ଯାଞ୍ଚ କରନ୍ତୁ। ଆରବିଆଇ ଦ୍ୱାରା ବ୍ୟାଙ୍କ ଛୁଟିଦିନ ଲିଷ୍ଟ ଜାରି ହୋଇଛି। ଜୁଲାଇରେ ୯ ଦିନ…

ଓଡ଼ିଶା ପୁଲିସରେ ଯୋଗଦେଲେ ୩୯…

ଭୁବନେଶ୍ୱର: ଓଡ଼ିଶା ପୁଲିସରେ ଯୋଗଦେଲେ ୩୯ କ୍ରୀଡ଼ାବିତ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଆଜି ୩୯ ଜଣ କ୍ରୀଡ଼ାବୀତଙ୍କୁ ପୁଲିସ ସେବାରେ ସାମିଲ କରାଯାଇଛି। ଏଥିରୁ ୩୦ ଜଣ ମହିଳା କ୍ରୀଡ଼ାବୀତ ହୋଇଥିବା ବେଳେ ୯ ଜଣ ପୁରୁଷ ଖେଳାଳୀ ରହିଛନ୍ତି। ଗତବର୍ଷ ରାଜ୍ୟ ସରକାର ୯୬ ଜଣ କ୍ରୀଡ଼ାବୀତଙ୍କୁ ସାମିଲ…

ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ…

ଭୁବନେଶ୍ଵର: ଶିକ୍ଷାଗତ ଯୋଗ୍ୟତା ଓ ଆର୍ଥିକ ସ୍ଵଚ୍ଛଳତା ନୁହେଁ ମାତ୍ର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସନ୍ତୁଳନ ହିଁ ମନୁଷ୍ୟ କୁ ଶାନ୍ତି ଆଣିଦିଏ। ଏହା କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ଵବିଦ୍ୟାଳୟର କୁଳପତି ତଥା ପ୍ରଖ୍ୟାତ ସ୍ନାୟୁ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର।…

ଶିଶୁପାଳ ହୋଇ ଫେରିଲା ବର: ସପ୍ତମ ଫେରା…

ଉତ୍ତରପ୍ରଦେଶ: ସପ୍ତମ ଫେରା ନେବାକୁ ମନା କଲା କନ୍ୟା। ଫଳରେ ଶିଶୁପାଳ ହୋଇ ଫେରିଲା ବର। ଏଭଳି ଏକ ଅଦ୍ଭୁଦ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଝାନସୀର ମୁଢାରୀ ଗାଁରେ। ବରଯାତ୍ରୀ ଧରି ବର କନ୍ୟାଘରକୁ ଆସିଥିଲା। ବର-କନିଆ ପରସ୍ପରକୁ ଜୟମାଳା ପିନ୍ଧାଇଥିଲେ। ବର-ବଧୂ ସହ ଫଟୋ ଉଠାଇବା ସହ ଖୁସିରେ…

ଟି-୨୦ ବିଶ୍ବକପକୁ ୟୁଏଇରେ ଆୟୋଜନ ପାଇଁ…

ମୁମ୍ବାଇ: ଟି୨୦ ବିଶ୍ବକପକୁ ୟୁଏଇରେ ଆୟୋଜନ ନେଇ ବିସିସିଆଇର ଯୋଜନା। ଭାରତରେ କରୋନା ସ୍ଥିତିରେ ଉନ୍ନତି ଆସିଥିଲେ ବି ବିପଦ ଟଳିନଥିବାରୁ ବିସିସିଆଇ ଏପରି ଯୋଜନା କରୁଛି। ଟି୨୦ ବିଶ୍ବକପକୁ ୟୁଏଇରେ ଆୟୋଜନ କରାଯିବା ସମ୍ପର୍କରେ ବିସିସିଆଇ ସଚିବ ଜୟ ଶାହା ସଂକେତ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତରେ…

୫ ବର୍ଷ ହେଲା ବକେୟା ଦରମା ପାଇନଥିବାରୁ…

ବାସୁଦେବପୁର: ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଣେ କର୍ମଚାରୀଙ୍କର ଆତ୍ମହତ୍ୟା ଉଦ୍ୟମ। କାର୍ଯ୍ୟରତ ଏନ୍‌ଏମ୍‌ଆର ଦିବାକର ଦାସ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି। ଶନିବାର ଜଳସମ୍ପଦ ବିଭାଗର ବାଲେଶ୍ୱର…

ମହାନଦୀ ଜଳ ବିବାଦ ମାମଲା: ବାହାରିଲାନି…

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାର ବାହାରିଲାନି ନିଷ୍କର୍ଷ। ଅଗଷ୍ଟ ୧୪ ତାରିଖକୁ ଏହି ମାମଲାର ଶୁଣାଣି ଘୁଞ୍ଚିଲା। ଶୁଣାଣି ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସିକୁ ୨ ରାଜ୍ୟକୁ ମାଗିଥିବା ସମସ୍ତ ତଥ୍ୟକୁ ଦାଖଲ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଛତିଶଗଡ ଓ ଓଡ଼ିଶାକୁ ମାଗିଥିବା ତଥ୍ୟ…

କଲମ୍ବିଆ ରାଷ୍ଟ୍ରପତିଙ୍କ ହେଲିକ୍ୟାପ୍ଟର…

କଲମ୍ବିଆ: କଲମ୍ବିଆ ରାଷ୍ଟ୍ରପତି ଇଭାନ ଡୁକେଙ୍କ ହେଲିକ୍ୟାପ୍ଟର ଉପରକୁ ଆଖିବୁଜା ଗୁଳିଚାଳନା। ଏନେଇ ରାଷ୍ଟ୍ରପତି ସୂଚନା ଦେଇ କହିଛନ୍ତି ଯେ, ଭେନେଜୁଏଲା ସୀମାବର୍ତ୍ତୀ ଦକ୍ଷିଣ କାଟାଟୁମ୍ବୋରେ ତାଙ୍କୁ ଏବଂ ତାଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଯାଉଥିବା ଏକ ହେଲିକ୍ୟାପ୍ଟର ଉପରକୁ ଗୁଳି ଚାଳନା…

କରୋନା କଟକଣାକୁ ଫୁ: ଟିକାକରଣ କେନ୍ଦ୍ରରେ…

ଆରଡି: କରୋନାକୁ ମାତ୍‌ ଦେବାକୁ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜାରି ରହିଥିବା ବେଳ ଟିକାକରଣ କେନ୍ଦ୍ରରେ କୋଭିଡ କଟକଣାକୁ ଫୁ। ଏଭଳି ଦୃଶ୍ୟ ବେଖିବାମୁ ମଳିଛି ଆରଡି ଅଞ୍ଚଳରେ। ଗତକାଲି୧୮-୪୪ ବର୍ଗ ଲୋକଙ୍କ ଟିକାକରଣ ପାଇଁ ସନ୍ଧ୍ୟାରେ ଜିଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଜଣାଯାଇଥିଲା। ଏପରିକି…