Odisha Link
Bridging the Missing Links in Odisha

୩୦ଟି ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ବର: ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ସମସ୍ତ ୩୦ଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ।

କାହାକୁ କେଉଁ ଜିଲ୍ଲା ଦାୟିତ୍ବ ମିଳିଛି ଜାଣନ୍ତୁ:

ଅନୁଗୁଳ- ପ୍ରଶାନ୍ତ ମୁଦୁଲି, ବାଲେଶ୍ବର-ପ୍ରତାପ କେଶରୀ ଦେବ
ବରଗଡ଼-ସୁଧିର କୁମାର ସାମଲ
ଭଦ୍ରକ-ପ୍ରଣବ ବଳବନ୍ତରାୟ
ବଲାଙ୍ଗିର-ସୁଶାନ୍ତ ସିଂହ
ବୌଦ୍ଧ-ସୌଭାଗ୍ୟ ନାୟକ
କଟକ-ଉଷା ଦେବୀ
ଦେବଗଡ଼-ସୁଶାନ୍ତ ସିଂହ
ଢେଙ୍କାନାଳ-ବିଜୟ ନାୟକ
ଗଜପତି-ଅତନୁ ସବ୍ୟସାଚୀ ନାୟକ
ଗଞ୍ଜାମ-ପ୍ରଫୁଲ ମଲ୍ଲିକ
ଜଗତସିଂହପୁର- ସମୀର ରଞ୍ଜନ ଦାଶ
ଯାଜପୁର-ଅଶୋକ ପଣ୍ଡା
ଝାରସୁଗୁଡ଼ା-ସୁବାଷ ସିଂହ
କଳାହାଣ୍ଡି-ନବ ଦାସ
କନ୍ଧମାଳ-ପ୍ରତାପ ଜେନା
କେନ୍ଦୁଝର,ମୟୁରଭଞ୍ଜ-ପ୍ରଣବ ପ୍ରକାଶ ଦାସ
ଖୋର୍ଦ୍ଧା-ପ୍ରମିଳା ମଲ୍ଲିକ
କୋରାପୁଟ ଓ ମାଲକାନଗିରି- ଚନ୍ଦ୍ରସାରଥୀ ବେହେରା
ନବରଙ୍ଗପୁର-ତୁଷାରକାନ୍ତି ବେହେରା
ନୟାଗଡ଼-ପଦ୍ନନାଭ ବେହେରା
ନୂଆପଡ଼ା- ଦିବ୍ୟଶଙ୍କର ମିଶ୍ର
ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ରାୟଗଡ଼ା-ଅତନୁ ସବ୍ୟସାଚୀ ନାୟକ
ସମ୍ବଲପୁର-ନଳିନୀକାନ୍ତି ପ୍ରଧାନ
ସୋନପୁର-ପ୍ରଦୀପ ଅମାତ
ସୁନ୍ଦରଗଡ଼-ପ୍ରୀତିରଞ୍ଜନ ଘଡାଇ

Leave A Reply

Your email address will not be published.