Odisha Link
Bridging the Missing Links in Odisha
Daily Archives

July 4, 2021

ସରକାରୀ ଚାକିରୀ ନ ମିଳିବାରୁ ଆତ୍ମହତ୍ୟା…

ପୁନେ: ସରକାରୀ ଚାକିରୀ ନ ମିଳିବାରୁ ଆତ୍ମହତ୍ୟା କଲେ ଯୁବକ। କରୋନା ମହାମାରୀ ଯୋଗୁଁ ସରକାରୀ ଚାକିରୀ ପାଇଁ ପରୀକ୍ଷା ବର୍ଷ ସାରା ପାଇଁ ବାତିଲ ହୋଇଛି। ଏଭଳି ସ୍ଥିତିରେ ମହାରାଷ୍ଟ୍ର ପୁନେର ଜଣେ ଛାତ୍ର ନିରାଶ ହୋଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁନେର ହଦପସର ଅଞ୍ଚଳରେ। ୨୪…

ଦୁଷ୍କର୍ମ ଅଭିଯୋଗରେ ମାଲକାନଗିରି…

ମାଲକାନଗିରି: ମାଲକାନଗିରିର ସଦର ମହକୁମାରେ କାର୍ଯ୍ୟରତ ଜନୈକ ବନପାଳଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ। ଏନେଇ ଆଜି ମାଲକାନଗିରି ପୁଲିସ ବନପାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମାଲକାନଗିରି ଆଇଆଇସିଙ୍କ ମୁତାବକ, ଓର୍କେଲ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ସହ ବନପାଳ ମୁରଲୀଙ୍କର ପରିଚୟ ହୋଇଥିଲା।…

ଭିଡିଓ ଭାଙ୍ଗିଦେଲା ବାହାଘର

ବନ୍ତଳା: ଭିଡିଓ ଭାଙ୍ଗିଦେଲା ବାହାଘର। ରାତି ପାହିଥିଲେ ହୋଇଥାନ୍ତା ବାହାଘର ପଡ଼ିଥା’ନ୍ତା ହାତଗଣ୍ଠି। ହେଲେ ପ୍ରେମିକର ଖଳବୁଦ୍ଧି ଯୋଗୁଁ ଭାଙ୍ଗିଗଲା ଯୁବତୀଙ୍କ ସ୍ବପ୍ନ। ଥାନାରେ ଅଭିଯୋଗ ପରେ ତଥାକଥିତ ପ୍ରେମିକକୁ ପୁଲିସ ଗିରଫ କରିଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଜଣେ…

ଚଳିତ ବର୍ଷ ଦେଶର କାର୍ଯ୍ୟରତ ଡାକ୍ତରଙ୍କୁ…

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ କାର୍ଯ୍ୟରତ ଡାକ୍ତରଙ୍କୁ ‘ଭାରତ ରତ୍ନ' ମିଳିବା ଉଚିତ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି। କରୋନା ମହାମାରୀ ବିରୋଧରେ ଲଢ଼ିଥିବା ସମସ୍ତ ଡାକ୍ତର ଓ ନର୍ସଙ୍କୁ ଚଳିତ ବର୍ଷ ଭାରତ ରତ୍ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଧାନମନ୍ତ୍ରୀ…

ବଜ୍ରାଘାତରେ ଚାଲିଗଲା ୩୨ ଗୋରୁ ଓ ୩୬…

କେନ୍ଦୁଝର: ବଜ୍ରାଘାତରେ ଅଭାବନୀୟ ଘଟଣା। ବାଂଶପାଳ ବ୍ଲକରେ ଗୋରୁ ଓ ମେଣ୍ଢା ମୁତ୍ୟୁବରଣ କରିଛନ୍ତି। କାଦକଳା ଗ୍ରାମରେ ଆନନ୍ଦ ଦେହୁରୀ ଜଙ୍ଗଲରେ ଗାଈ ଚରାଉଥିବା ବେଳେ ବର୍ଷା ହୋଇଥିଲା। ଏହି ସମୟରେ ଗୋରୁପଲ ଏକ ଜାମୁ ଗଛ ମୂଳରେ ଆଶ୍ରୟ ନେଇଥିଲେ। ହଠାତ ବଜ୍ରପାତ ହୋଇଥିଲା। ବଜ୍ରପାତରେ ୩୦ଟି ଗାଈ, ବଳଦ ଓ…

ଲଭ୍‌ ସେକ୍ସ ଧୋକା: ଥାନା ଆଗରେ ଯୁବତୀଙ୍କ…

ସୋର: ଫେସବୁକରୁ ଗଢ଼ି ଉଠିଥିଲା ପ୍ରେମ। ପ୍ରେମରୁ ଶାରୀରିକ ସମ୍ପର୍କ ଓ ପରେ ଧୋକା ଦେଇ ପ୍ରେମିକ ଚମ୍ପଟ। ଯନ୍ତ୍ରଣା ସହି ନପାରି କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ। ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରେ ଜଣେ ଯୁବତୀଙ୍କର ସିମୁଳିଆ ଥାନା କୁପୁରା ଅଞ୍ଚଳର ଯୁବକଙ୍କ ସହ ଫେସବୁକରେ…

ସୁରକ୍ଷା ବ୍ୟବସ୍ଥା ନେଇ ଡିଜିଙ୍କ…

ପୁରୀ: ରଥଯାତ୍ରା ନେଇ ପୋଲିସ ଡିଜିଙ୍କ ସୁରକ୍ଷା ସମୀକ୍ଷା। ପୁରୀ ଗସ୍ତରେ ଯାଇ ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ। ରଥଯାତ୍ରା ବେଳେ କରୋନା ନିୟମ ମାନିବାକୁ ଆହ୍ୱାନ କଲେ ଡିଜିପି। ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ପରାମର୍ଶ ଦେଇଛନ୍ତି। ଗତବର୍ଷ…

ଟୋକିଓ ଅଲିମ୍ପିକରେ କିଟ୍‍ରୁ ୩ ଖେଳାଳି

ଭୁବନେଶ୍ବର: ଚଳିତବର୍ଷ ଟୋକିଓ ଅଲିମ୍ପିକ୍‍ସରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଅଂଶଗ୍ରହଣର ସୁଯୋଗ ପାଇଛନ୍ତି। ସମଗ୍ର ଭାରତରେ କିଟ୍‍ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛି। ଗୋଟିଏ ବିଶ୍ୱବିଦ୍ୟାଳୟରୁ ୩ଜଣ…

ନିଜ ପୁଅ ବୟସର ଅଭିନେତ୍ରୀଙ୍କୁ ତୃତୀୟ…

ମୁମ୍ବାଇ: ଦୁଇ ଦୁଇ ଜଣ ପତ୍ନୀଙ୍କୁ ଛାଡ଼ପତ୍ର ଦେବାପରେ ଏବେ ଆମିର ଖାନ୍‌ ତୃତୀୟ ବିବାହ ପାଇଁ ଅଣ୍ଟା ଭିଡ଼ୁଥିବା ଚର୍ଚ୍ଚାହେଉଛି। ଅଭିନେତ୍ରୀ ଫାତିମା ସାନା ଖାନ୍‌ଙ୍କୁ ସେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। 'ଦଙ୍ଗଲ' ସିନେମୋରେ ଆମିରଙ୍କ ସହ କାମ କରିଥିଲେ ଫାତିମା। ଶୁଟିଂ ସେଟ୍‌ରୁ ଉଭୟଙ୍କ ମଧ୍ୟରେ…

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ଦେଶରେ କିଛିଦିନ ହେଲା ଲଗାତାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ପୁଣି ତୈଳ ଦର ବଢିଛି। ସରକାରୀ ତେଲ କମ୍ପାନୀମାନେ ଘରୋଇ ବଜାରରେ ତୈଳ ଦର ବୃଦ୍ଧି କରିଛନ୍ତି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ଲିଟର ପିଛା ୧୮ ପଇସା ବୃଦ୍ଧି କରାଯାଇଛି।…