କୃଷି ଓ ଉଚ୍ଚଶିକ୍ଷାରେ ନୟାଗଡ଼ର ଦୁରବସ୍ଥା ବଖାଣିଲା କଂଗ୍ରେସ

ନୟାଗଡ଼: ଆଗକୁ ପୌର ନିର୍ବାଚନ ଓ ତା ପରେପରେ ପଞ୍ଚାୟତ ନିର୍ବାଚନ ଥିବାବେଳେ ନୟାଗଡ଼ ଜିଲ୍ଲାରେ ଏ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ କସରତ। ସରକାରଙ୍କ ପକ୍ଷରୁ ଏବେ ଫଳକପୋତା, ଉଦ୍‌ଘାଟନ, ଭିତ୍ତିପ୍ରସ୍ଥର ସ୍ଥାପନ ଓ ନୂଆ ଯୋଜନା ଘୋଷଣା ଯୁଦ୍ଧକାଳୀନ ବେଗରେ ଚାଲିଥିବା ବେଳେ ଏସବୁ ଭୋଟ ଭେଳିକି ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ। ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁଙ୍କ ନିଜ ବିଭାଗରେ ଜିଲ୍ଲା ସବୁଠୁ ପଛୁଆ ବୋଲି ସେ … Continue reading କୃଷି ଓ ଉଚ୍ଚଶିକ୍ଷାରେ ନୟାଗଡ଼ର ଦୁରବସ୍ଥା ବଖାଣିଲା କଂଗ୍ରେସ