Odisha Link
Bridging the Missing Links in Odisha
Daily Archives

July 7, 2021

ମୋଦୀଙ୍କ ନୂଆ ଟିମରେ କାହାକୁ କେଉଁ ବିଭାଗ…

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରର ଦ୍ଵିତୀୟ ପାଳିରେ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି। କେନ୍ଦ୍ର କ୍ୟାବିନେଟର ନବକଳେବର ହେବା ପରେ ମନ୍ତ୍ରୀଙ୍କୁ ଦାୟିତ୍ବ ବଣ୍ଟାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ବଦଳିଛି। ସେହିପରି ୨୦୧୪ରୁ ମୋଦୀ ସରକାରରେ ପେଟ୍ରୋଲିୟମ ବିଭାଗର…

ନିରାଶ ହେଲେ ହେଭିଓ୍ବେଟ୍‌

ଭୁବନେଶ୍ବର: ସରିଲା କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ବହୁ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଛି। ଏଥିସହିତ ୧୦ରୁ ଅଧିକ ମନ୍ତ୍ରୀଙ୍କୁ ବିଦା ମଧ୍ୟ କରିଛନ୍ତି ମୋଦୀ। ଯେଉଁଥିରେ ସାମିଲ ଅଛନ୍ତି ବଡ଼ ବଡ଼ ନେତା। ଏସବୁ ମଧ୍ୟରେ ଓଡ଼ିଶାର ରାଜ୍ୟସଭା ସାଂସଦ…

୬୪,୨୧୪ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ (PVTG) ୫୦୦୦ ଟଙ୍କା ଲେଖାଏଁ ‘ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ‘ ପ୍ରଦାନ କରିଛନ୍ତି । କୋଭିଡର ଦ୍ଵିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାର ମାନଙ୍କୁ ଆର୍ଥିକ ସୁରକ୍ଷା ଦେବା…

ମୋଦୀଙ୍କ ଟିମର ସର୍ବକନିଷ୍ଠ ମନ୍ତ୍ରୀ,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ବିସ୍ତାରରେ ଅନେକ ନୂତନ ଚେହେରା ସାମିଲ ହୋଇଛନ୍ତି। ବୁଧବାର ମୋଟ୍‌ ୪୩ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପଶ୍ଚିମବଙ୍ଗର କୁଚ୍ ବିହାରି ଆସନରୁ ସାଂସଦ ନିଶିଥ ପ୍ରମାଣିକ ମଧ୍ୟ ମୋଦୀଙ୍କ କ୍ୟାବିନେଟରେ ମନ୍ତ୍ରୀ ପଦ ହାତେଇଛନ୍ତି। ଏହା…

IASରୁ କେନ୍ଦ୍ରମନ୍ତ୍ରୀ, ଜାଣନ୍ତୁ…

ଭୁନେଶ୍ବର: ଲାଗିରହିଥିବା କଳ୍ପନା ଜଳ୍ପନାର ଅନ୍ତ। ଆଜି ସନ୍ଧ୍ୟାରେେ ହେଲା କେନ୍ଦ୍ର କ୍ୟାବିନେଟର ନବକଳେବର। ଅନ୍ୟପଟେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଚାଲିଛିି ନୂଆମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ। ମୋଟ ୪୩ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥିସହିତ ଓଡ଼ିଶାର ଦୁଇ ଜଣ ସାଂସଦ ମନ୍ତ୍ରୀ…

ଟିମ୍‌ ମୋଦୀରେ ଅଶ୍ବିନୀ ଓ ବିଶ୍ବେଶ୍ବର,…

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ଇନିଂସରେ ପ୍ରଥମଥର ପାଇଁ ହୋଇଛି କେନ୍ଦ୍ର କ୍ୟାବିନେଟର ନବକଳେବର। ଟିମ୍‌ ମୋଦୀରେ ୪୩ ଜଣଙ୍କୁ ସାମିଲ କରାଯାଇଛି। ସେ ମଧ୍ୟରୁ ଦୁଇ ଜଣ ଓଡ଼ିଆ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବେଳେ ରାଷ୍ଟ୍ରମନ୍ତ୍ରୀ ଥିବା ପ୍ରତାପ ଷଡ଼ଙ୍ଗୀ ବାଦ ପଡ଼ିଛନ୍ତି। ଏବେ…

ଟିମ୍‌ ମୋଦୀର ନବକଳେବର: କିଏ ଆଉଟ୍‌ ଆଉ…

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର। ଶପଥ ନେଉଛନ୍ତି ମନ୍ତ୍ରୀ। ରାଷ୍ଟ୍ରପତି ଭବନରେ ହେୁଛି ଶପଥ ଗ୍ରହଣ ଉତ୍ସବ। ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଉଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମୋଟ ୪୩ ମନ୍ତ୍ରୀ ଶପଥ ନେବେ। ଖବର ଲେଖା ହେବା ପର୍ଯ୍ୟନ୍ତ ଜ୍ୟୋତିରାଦିତ୍ୟ ସିନ୍ଧିଆ,…

ଟିମ୍‌ ମୋଦୀର ନବକଳେବର: କ୍ୟାବିନେଟ…

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର। ଶପଥ ନେଉଛନ୍ତି ମନ୍ତ୍ରୀ। ରାଷ୍ଟ୍ରପତି ଭବନରେ ହେୁଛି ଶପଥ ଗ୍ରହଣ ଉତ୍ସବ। ମୋଟ ୪୩ ମନ୍ତ୍ରୀ ଶପଥ ନେବେ। ଖବର ଲେଖା ହେବା ପର୍ଯ୍ୟନ୍ତ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଓଡ଼ିଶାର ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥିସହିତ…

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ…

ନୂଆଦିଲ୍ଲୀ: ଆଜି ସଂଧ୍ୟା ୬ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ। ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ପର୍ବ ଆରମ୍ଭ ହୋଇଯାଇଛି। ବହୁ ବରିଷ୍ଠ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ…

ଇସ୍ତଫା ଦେଲେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ

ନୂଆଦିଲ୍ଲୀ: ଆଜି ସଂଧ୍ୟା ୬ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ। ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ନୂଆ ମନ୍ତ୍ରୀ ସାମିଲ ହେବା ଓ କିଛି ମନ୍ତ୍ରୀ ବାଦ ପଡ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…