ନୟାଗଡ଼ରେ ଚିଟ୍‌ଫଣ୍ଡ କେଳେଙ୍କାରୀ, ପଞ୍ଚାୟତ ନିର୍ବାଚନରେ ଜବାବ୍‌ ଦେବେ ଜନତା

ନୟାଗଡ଼: ମିଶନ୍‌ ଶକ୍ତି ବିଭାଗ ମାଧ୍ୟମରେ ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ସ୍ବାବଲମ୍ବୀ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ସେହି ମିଶନ୍‌ ଶକ୍ତିର ଆଳ ଦେଖାଇ ନୟାଗଡ଼ ଜିଲ୍ଲାରେ ପ୍ରାୟ ୫୦୦୦ ହଜାର ଗରିବ ମହିଳା ଚିଟ୍‌ଫଣ୍ଡ ଠକେଇର ଶିକାର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ନୟାଗଡ଼ରୁ ଆରମ୍ଭ କରିଥିଲେ। ଏଠାରେ ବହୁ ସଂଖ୍ୟାରେ ମହିଳା ଉପସ୍ଥିତ ରହି ହୁଳହୁଳି ମାଧ୍ୟମରେ ତାଙ୍କୁ ସ୍ବାଗତ କରିଥିଲେ। ମହିଳା ସଶକ୍ତିକରଣ … Continue reading ନୟାଗଡ଼ରେ ଚିଟ୍‌ଫଣ୍ଡ କେଳେଙ୍କାରୀ, ପଞ୍ଚାୟତ ନିର୍ବାଚନରେ ଜବାବ୍‌ ଦେବେ ଜନତା