Odisha Link
Bridging the Missing Links in Odisha
Daily Archives

July 8, 2021

ପୁଅ ନାଁରେ ବଧୂହତ୍ୟା ଅଭିଯୋଗ ଆଣିଲା ମା’

ପଟ୍ଟାମୁଣ୍ଡାଇ: ନିଜ ପୁଅ ନାଁରେ ହତ୍ୟା ଅଭିଯୋଗ ଆଣିଲା ମା'। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳ ବାଲିପାଟଣା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ, ବାଲିପାଟଣା ଗାଁରେ ଦୀପିକା ତରାଇ ନାମକ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯିବା ପରେ ତାଙ୍କ ଶାଶୁ…

ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ…

ଭୁବନେଶ୍ୱର: ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଇ-ପାଠ୍ୟକ୍ରମର ଶୁଭାରମ୍ଭ କରିଛି ଉଚ୍ଚ ଶିକ୍ଷା ବିଭାଗ। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଅନ୍ତର୍ଗତ ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା। ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିଷୟରେ…

ସିରିଜ ବିବାହ କରି ରସିକିଆ ବିଲଡର ଗିରଫ

ଭୁବନେଶ୍ୱର: ସିରିଜ ବିବାହ କରି ରସିକିଆ ବିଲଡର ଗିରଫ। ଜଣେ ବିଲଡର ଦୁଇରୁ ଅଧିକ ଯୁବତୀଙ୍କୁ ସିରିଜ ବିବାହ କରି ଶେଷରେ ବନ୍ଧା ହୋଇଛନ୍ତି। ଯୁବକ ଜଣକ ହେଉଛନ୍ତି ପ୍ରିୟବ୍ରତ ମିଶ୍ର। ନିଜକୁ ଜଣେ ବିଲଡର କହି ଜଣକ ପରେ ଜଣେ ଯୁବତୀଙ୍କୁ ବିବାହ କରୁଥିଲେ। ଗୋଟିଏ ପରେ ଗୋଟିଏ ବିବାହ କରିବା ତାଙ୍କ ନିଶା ଓ…

ଆଇବିଡିପି ପରୀକ୍ଷାରେ କିଟ୍‍…

ଭୁବନେଶ୍ୱର: ଇଣ୍ଟରନ୍ୟାସ୍‍ନାଲ୍‍ ବାକାଲରେଟ୍‍ ଡିପ୍ଲୋମା ପ୍ରୋଗ୍ରାମ୍‍ (ଆଇବିଡିପି) ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ମଙ୍ଗଳବାର ପ୍ରକାଶିତ ପରୀକ୍ଷା ଫଳ ଅନୁସାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ୨୫ ପ୍ରତିଶତ…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଓଡ଼ିଆ ଝିଅ…

କରଞ୍ଜିଆ: ଇଣ୍ଡିଆ ବୁକ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର କୁନି ଝିଅ ଶ୍ରେୟାସୀ ମହାନ୍ତ। ବୟସ ଅଢେଇ ବର୍ଷ ହେଲେ ବି ସେ ବର୍ତ୍ତମାନ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ସେ ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଗ୍ରାମପଞ୍ଚାୟତ ବାଟି ସାହିର ବାସିନ୍ଦା। ୨ବର୍ଷ ୭ ମାସର କୁନି ଝିଅ…

ପାରାଦୀପରେ ବିରଳ ‘ହନି ବାଜର୍ସ’

ପାରାଦୀପ: ପାରାଦୀପ ଉପକଣ୍ଠ ମାହାଳ ଗ୍ରାମରେ ଏକ ବିରଳ ବନ୍ୟଜନ୍ତୁ ‘ହନି ବାଜର୍ସ’କୁ ଦେଖିବାକୁ ମିଳିଛି। ଏହି ହନି ବାଜର୍ସକୁ କିଛି ଲୋକ ଫାଶ ବସାଇ ଧରିଥିବା ବେଳେ ତାକୁ ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି।ଏଭଳି ଜନ୍ତୁକୁ ପାରାଦୀପରେ ପୂର୍ବରୁ କେହି କେବେ ଦେଖି ନଥିବା କହାଯାଇଛି। ବନ୍ୟଜନ୍ତୁ…

ଟିକା ଅଭାବ: ୨ ଦିନରେ ସରିଯିବ ଗଚ୍ଛିତ…

ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି। ଅଧିକାଂଶ ସମୟରେ ଟିକା ଅଭାବ ଯୋଗୁଁ ଟିକାଦାନ ବାଧାପ୍ରାପ୍ତ ହେଉଛି। ଏବେ ପୁଣି ରାଜ୍ୟରେ ଟିକା ଅଭାବ ସମସ୍ୟା ଦେଖାଦେଇଛି। ଟିକା ପ୍ରସଙ୍ଗରେ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ,…

ରଥଯାତ୍ରା ସମୟରେ ଗ୍ରୀନ ଜୋନ

ପୁରୀ: ପୁରୀ ରଥଯାତ୍ରା ସମୟରେ ଜରୁରୀ ସେବା ପାଇଁ ଗ୍ରୀନ ଜୋନ। ଗ୍ରୀନ ଜୋନ ସମ୍ପର୍କରେ ପୁରୀ ଏସପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି। ଗୁଣ୍ଡିଚା ମନ୍ଦିର ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ଏସପି କହିଛନ୍ତି। ଅନ୍ୟପକ୍ଷରେ ଆଜି ରଥଯାତ୍ରା ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା…

ସାଙ୍ଗ ସହ ମିଶି ଭାଉଜକୁ ଦୁଷ୍କର୍ମ କଲା…

ଭୁବନେଶ୍ୱର: ଭାଉଜ-ଦିଅର ପିବତ୍ର ସମ୍ପର୍କରେ କଳଙ୍କ ଲଗାଇଲା କାମୁକ ଦିଅର। ନିଜ ଭାଉଜକୁ ଦୁଷ୍କର୍ମ କରିବାକୁ ସାଙ୍ଗ ସହ ରଚିଲା ଷଡଯନ୍ତ୍ର। ସାଙ୍ଗ ସହ ମିଶି ଏକ ଭଡାଘରେ ରଖି ଦୁଷ୍କର୍ମ କରି ଫେରାର ହୋଇଯାଇଛି। ସୂଚନା ମୁତାବକ, ୬ ଦିନ ପୂର୍ବରୁ ଦିଅର ଭାଉଜକୁ ନେଇ ସାଲିଆ ସାହିରେ ରଖିଥିଲା ସେଠାରେ ତାକୁ…

ଗର୍ଭବତୀଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର…

ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି। ବିଭିନ୍ନ ବର୍ଗର ଲୋକଙ୍କୁ ଟିକାକରଣ ପରେ ଏବେ ଗର୍ଭବତୀଙ୍କୁ ଟିକା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏହି ପରିପ୍ରେକ୍ଷୀରେ ଗର୍ଭବତୀଙ୍କୁ ଟିକାକରଣ ନେଇ କୁହାଯାଇଛି ଯେ, ଗର୍ଭବତୀ ଟିକା ନେଲେ ବିପଦ ନାହିଁ।…