Odisha Link
Bridging the Missing Links in Odisha
Daily Archives

July 9, 2021

ଏଟିଏମରୁ ବାହାରିଲା ସାପ, ଭିଡିଓ ଭାଇରାଲ୍

ଓଏଲ୍‌ ବ୍ୟୁରୋ: ଏଟିଏମରୁ ଟଙ୍କା ବଦଳରେ ବାହାରିଲା ସାପ। ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ୍ ହେଉଛି। ଏକ ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ୍ ଏଭଳି ଦେଖିବାକୁ ମିଳିଛି। ସାପଟି ଏଟିଏମ ଭିତରେ ଘୂରି ବୁଲୁଛି। ଲୋକମାନେ ଟଙ୍କା ଉଠାଇବାକୁ ଆସିବା ବେଳେ କିଛି ଜଣ ଭିଡିଓ କରିଛନ୍ତି।…

ବିଜେଡି ବିଜେପି କର୍ମୀ ମୁହାଁମୁହିଁ

ଆଠଗଡ଼: ଆଠଗଡ଼ରେ ବିଜେପି କର୍ମୀ ଓ ବିଜେଡି ସର୍ମଥକ ମୁହାଁମୁହିଁ। ଘଟଣାସ୍ଥଳରେ ଢେଲାପଥର ମାଡ଼ ସହ ଉତ୍ତେଜନା ଦେଖିବାକୁ ମିଳିଛି। ଫଳରେ ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ରାଜ୍ୟରେ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ବିଜେପି ପକ୍ଷରୁ ସମସ୍ତ ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟପାଳଙ୍କ…

କାଳ ହେଲା ଅନ୍ଧବିଶ୍ୱାସ, ଚେଙ୍କ ନେଲା…

କେନ୍ଦୁଝର: ଆଜିର ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସ ସମ୍ପୂର୍ଣ୍ଣଭାବେ ଲିଭିପରି ନାହିଁ। କିଛି ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ବଞ୍ଚିବା ପାଇଁ ଝଡ଼ାଫୁଙ୍ଖା କରୁଛନ୍ତି ତ କେଉଁଠି ଚେଙ୍କ ଚିକିତ୍ସା କରୁଛନ୍ତି। ଏହି ଅନ୍ଧବିଶ୍ୱାସ ସାଜିଛି କାଳ। ଏଭଳି କିଛି ଘଟଣା କେନ୍ଦୁଝର ଜିଲ୍ଲା ବାଂଶପାଳ…

ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୫୨…

ଢାକା: ଜୁସ ଫ୍ୟାକ୍ଟରିରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ପୋଡି ହୋଇ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ଅଧିକାଂଶ କର୍ମଚାରୀ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ଏହି ଅଗ୍ନିକାଣ୍ଡରେ ୫୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତିି। ବାଂଲାଦେଶର ଢାକାରେ ଥିବା ସେଜନ ଜୁସ…

ଭାଇଜାନଙ୍କୁ ପୁଲିସର ସମନ

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ୍‌ଙ୍କୁ ସମନ। ସଲମାନ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। କେବଳ ସଲମାନ୍ ଖାନ୍ ନୁହନ୍ତି ତାଙ୍କ ଭଉଣୀ ଅଲିବାରା ଖାନ୍‌ଙ୍କ ବିରୋଧରେ ମଧ୍ୟ ସଙ୍ଗୀନ୍ ଅଭିଯୋଗ ଆସିଛି। ସଲମାନ୍ ଓ ତାଙ୍କ ଭଉଣୀଙ୍କ ନାଁରେ ଜଣେ ସୁନା ବ୍ୟବସାୟୀ ଠକେଇ ଅଭିଯୋଗ ଆଣିଛନ୍ତି। ଏନେଇ ଚଣ୍ଡିଗଡ…

ଶିଶୁକନ୍ୟାକୁ ନିର୍ଯାତନା ମାମଲା: ବାପା ଓ…

ଭୁବନେଶ୍ୱର: ବାଲିପାଟଣା ଅଞ୍ଚଳରେ ନାବାଳିକାଙ୍କୁ ନିର୍ଯାତନା ମାମଲାରେ ଚାଇଲ୍ଡ ଲାଇନର ହସ୍ତକ୍ଷେପ ପରେ ପୁଲିସ ଏକ ମାମଲା ରୁଜୁ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି। ନିର୍ଯାତନା ନେଇଥିବା ବାପା ଓ ସାବତ ମା' ଗିରଫ କରିଛି ପୁଲିସ।ଗିରଫ ନେଇ ଡିସିପି ସୂଚନା ଦେଇଛନ୍ତି। ଉଭୟ ବାପା ଓ ସାବତ ମା' ନାଁରେ…

ଆସନ୍ତା ୧୫ ପରେ ଗର୍ଭବତୀଙ୍କୁ ଟିକାକରଣ

ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି। ବିଭିନ୍ନ ବର୍ଗର ଲୋକମାନଙ୍କୁ ଟିକାଦାନ ପରେ ଏବେ ଗର୍ଭବତୀଙ୍କୁ ଟିକା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୧୫ ତାରିଖ ପରେ ଗର୍ଭବତୀଙ୍କୁ ଟିକାକରଣ କରାଯିବ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ…

ନବଯୌବନ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ: ନବଯୌବନ ଦର୍ଶନ ଦେଲେ ଶ୍ରୀଜିଉ । ୧୫ ଦିନ ପରେ ଦକ୍ଷିଣୀ ଘରକୁ ବିଜେ କରିଛନ୍ତି ଦଶାବତାର ପଟିଦିଅଁ। ଏହା ପରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। କରୋନା କଟକଣା ମଧ୍ୟରେ ସମସ୍ତ ନୀତିକାନ୍ତି ଚାଲିଛିି। ବେଶ ଦର୍ଶନ ପାଇଁ ପ୍ରତିବର୍ଷ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥାଏ। କିନ୍ତୁ…

ରାଜଧାନୀରୁ ୫ ସାଇବର ଠକ ଗିରଫ

ଭୁବନେଶ୍ୱର: ଦିନକୁ ଦିନ ସାଇବର ଠକେଇ ମାମଲା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ ହୋଇଛନ୍ତି। ଭରତପୁର ଥାନା ପୁଲିସ୍ ସହାୟତାରେ ହାଇଦ୍ରାବାଦ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଇବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ନିଆଯିବ ବୋଲି…

ଏଠାରେ ରଥଯାତ୍ରା ପାଳନ ପାଇଁ ଅନୁମତି…

ଅହମ୍ମଦାବାଦ: ଚଳିତ ବର୍ଷ ଅହମ୍ମଦାବାଦରେ ପାଳନ ହେବ ରଥଯାତ୍ରା। ଏଥିପାଇଁ ଅନୁମତି ଦେଇଛନ୍ତି ସରକାର। ଆସନ୍ତା ୧୨ ତାରିଖରେ ୧୪୪ତମ ରଥଯାତ୍ରା ପାଳନ ପାଇଁ ଗୁଜୁରାଟ ସରକାର ଅନୁମତି ଦେଇଛନ୍ତି। ତେବେ ରଥଯାତ୍ରା ବେଳେ କର୍ଫୁ୍ୟ ବଳବତ୍ତର ରହିବ ଏବଂ କୋଭିଡ ମାର୍ଗଦର୍ଶିକା କଡ଼ାକଡ଼ି ପାଳନ କରାଯିବ ବୋଲି…