Odisha Link
Bridging the Missing Links in Odisha
Daily Archives

July 12, 2021

ଉତ୍‌କ୍ଷେପଣ ହେଲା ସୁପରସୋନିକ୍‌…

ବାଲେଶ୍ୱର: ଶକ୍ତିଶାଳୀ ହେଉଛି ଭାରତୀୟ ସେନା। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସ। ଉତ୍‌କ୍ଷେପଣ ପରେ ରାଡ଼ାରରୁ ମିଳିଥିବା ତଥ୍ୟକୁ ନେଇ ଚାଲିଛି ସମୀକ୍ଷା। ଭାରତ ଓ ଋଷର ମିଳିତ ସହଯୋଗରେ ନିର୍ମିତ ହୋଇଛି ବ୍ରହ୍ମୋସ।…

ଜୁଲାଇ ୧୫ ସୁଦ୍ଧା ଦାଖଲ ହେବ +୨…

ଭୁବନେଶ୍ୱର: ଜୁଲାଇ ୧୫ ସୁଦ୍ଧା ଦାଖଲ ହେବ +୨ ପ୍ରାକ୍ଟିକାଲ ମାର୍କ। +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ଦିଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତତ୍ପରତା ପ୍ରକାଶ କରିଛି। ପରିଷଦ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଯୁକ୍ତ୨ କଲେଜ ଅଧ୍ୟକ୍ଷଙ୍କୁ…

ରଥଯାତ୍ରା: ଅହମ୍ମଦାବାଦରେ ଟଣା ହେଲା ରଥ

ଅହମ୍ମଦାବାଦ: ଆଜି ପବିତ୍ର ରଥଯାତ୍ରା। ପୁରୀ ସହ ଗୁଜୁରାଟର ଅହମ୍ମଦାବାଦରେ ମଧ୍ୟ ଅନୁଷ୍ଠିତ ହେଉଛି ରଥଯାତ୍ରା। ପ୍ରଭୁ ଜଗନ୍ନାଥଙ୍କ ୧୪୪ ତମ ରଥଯାତ୍ରା ଅବସରରେ ଆଜି ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏବଂ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ଉପସ୍ଥିତିରେ ଅହମ୍ମଦାବାଦରେ ପ୍ରଭୁ ଜଗନ୍ନାଥ ମନ୍ଦିରରୁ ରଥ ଟଣା…

ଛେରାପହଁରା ନୀତି ଆରମ୍ଭ

ପୁରୀ: ଆଜି ପବିତ୍ର ରଥଯାତ୍ରା। ତିନି ଠାକୁର ରଥାରୁଢ ହେବା ପରେ ଆରମ୍ଭ ହୋଇଛି ଛେରାପହଁରା ନୀତି। ଛେରାପହଁରା କରୁଛନ୍ତି ଗଜପତି ମହାରାଜ। ସୁନା ଖଡିକାରେ ଛେରାପହଁରା କରୁଛନ୍ତି ମହାପ୍ରଭୁଙ୍କ ଆଦ୍ୟସେବକ। ତିନି ରଥରେ ଛେରାପହଁରା କରିବେ ଗଜପତି ଦିବ୍ୟସିଂହ ଦେବ। ତିନି ରଥରେ ଛେରା ପହଁରା ପାଇଁ…

ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ…

ପୁରୀ: ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଧାଡ଼ି ପହଣ୍ଡିରେ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ବଡ଼ଦାଣ୍ଡକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତୀ। ଦେବଦଳନରେ ସୁଭଦ୍ରା, ତାଳଧ୍ୱଜରେ ବଳଭଦ୍ର ରଥାରୁଢ଼। ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ୬…

ଟିଏମସିରେ ଯୋଗ ଦେଇପାରନ୍ତି ଶତ୍ରୁଘ୍ନ…

ପାଟନା: ଟିଏମସିରେ ଯୋଗଦେବେ କଂଗ୍ରେସର ବରିଷ୍ଠ ନେତା ଶତ୍ରଘ୍ନ ସିହ୍ନା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଟିଏମସିରେ ଯୋଗ ଦେଇପାରନ୍ତି। ସିହ୍ନାଙ୍କ ନିକଟ ସୂତ୍ରରୁ ଏହି ସୂଚନା ମିଳିଛ। ସୂଚନା ମୁତାବକ ଜୁଲାଇ ୨୧ରେ ସହିଦ ଦିବସ କାର୍ଯ୍ୟକ୍ରମରେ ସିହ୍ନା ତ୍ରୁଣମୂଳରେ ସାମିଲ…

ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ପବିତ୍ର ରଥଯାତ୍ରା। ଅଣସରରୁ ବାହାରିବା ପରେ ଭାଇ ଭଉଣୀଙ୍କୁ ସାଥିରେ ନେଇ ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ କାଳିଆ ସାଆନ୍ତ। ଏଥିପାଇଁ ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ ହୋଇ ରହିଛି। ବଡ଼ଦାଣ୍ଡରୁ ରଥରେ ଚଢ଼ି ଜନ୍ମବେଦିକୁ ଯିବେ ଶ୍ରଜିଉ। ଧାଡ଼ି ପହଣ୍ଡି ପରେ ରଥାରୁଢ଼ ହେଲେ…

ଜଳ ଜୀବନ ମିଶନ: ଓଡ଼ିଶାକୁ ୩,୩୨୩ କୋଟିର…

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ପରିବାରକୁ ଟ୍ୟାପ ଜରିଆରେ ସ୍ୱଚ୍ଛ ଜଳ ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଙ୍କଳ୍ପ ଅନୁରୂପ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଜୀବନ ମିଶନରେ ଓଡ଼ିଶାକୁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୩୩୨୩.୪୨ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି। ୨୦୨୦-୨୧…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି: ସୁସଜ୍ଜିତ…

ପୁରୀ: ଆରମ୍ଭ ହେଲା କାଳିଆ ସାଆନ୍ତଙ୍କ ପହଣ୍ଡି। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ କରିଛନ୍ତି ମହପ୍ରଭୁ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ମଙ୍ଗଳାର୍ପଣ ସରି…

କୁମୁଛି ସଂକ୍ରମଣ, ହେଲେ ଥମୁନି…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣର ହାର ହେଲେ ଥମୁନି ମୃତ୍ୟୁହାର। ଗତ ୨୪ ଘଣ୍ଟା ମଧ୍ୟରେ ୧୯୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୫୪ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୮୩୯ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ଏଥିସହ ୬୩ ଜଣ କରୋନା…