Odisha Link
Bridging the Missing Links in Odisha
Daily Archives

July 13, 2021

ବାରିପଦା: ବାହୁଡ଼ା ଯାଏଁ ଜଗନ୍ନାଥ ମନ୍ଦିର…

ବାରିପଦା: ଆଜିଠାରୁ ବାରିପଦା ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି। ଆଜିଠାରୁ ଆରମ୍ଭ କରି ବାହୁଡ଼ା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେଠାକାର ଦାୟିତ୍ୱରେ ରହିବେ ୩ ପ୍ଲାଟୁନ୍ ପୁଲିସ୍ ଏବଂ ୨୦ ଅଫିସର। ଜଗନ୍ନାଥ ମନ୍ଦର ଚାରିପାଖ ୫ ଶହ…

ସଂକ୍ରମଣ ହାରକୁ ସମୀକ୍ଷା କରି ଅନଲକ…

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ତେବେ କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାରେ ସଂକ୍ରମଣ ପୁରା କମିନାହିଁ। ଯେଉଁଥିପାଇଁ ସମ୍ପୃକ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି। ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେବା ଅବସରରେ…

କ୍ଷୁଦ୍ରତ୍ତମ ଭାକ୍ୟୁମ କ୍ଲିନର ପାଇଁ…

ଚାନ୍ଦବାଲି: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ ଓଡ଼ିଆ ପୁଅ ଶୁଭମ୍। ନିଜ ଜନ୍ମମାଟି ଓ ନିଜ ରାଜ୍ୟ ପାଇଁ ଆଣିଦେଇଛନ୍ତି ଗୌରବ। ପୃଥିବୀର ସବୁଠାରୁ ଛୋଟ ଭାକ୍ୟୁମ କ୍ଲିନର ତିଆରି କରି ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ଏବେ ସେ ଗିନିଜ୍ ବୁକ୍ ରେକର୍ଡ଼ କରିବା ପାଇଁ ଲାଗି…

ନିକ୍‌ ଓ ପ୍ରିୟକାଙ୍କ ଛାଡପତ୍ରର…

ନୂଆଦିଲ୍ଲୀ: ନିଜ ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କେଆରକେ। ଯେ କୌଣସି ବିଷୟ ଉପରେ ସେ ନିଜର ମନ୍ତବ୍ୟ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଫଳରେ ୟୁଜରଙ୍କ ଟାର୍ଗେଟରେ ଆସିଥାନ୍ତି। ବର୍ତ୍ତମାନ କେଆରକେ ପୁଣି ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡରୁ…

ବୁଲେଟ ଟ୍ରେନ ପ୍ରକଳ୍ପ ନେଇ ସମୀକ୍ଷା କଲେ…

ନୂଆଦିଲ୍ଲୀ: ବୁଲେଟ୍ ଟ୍ରେନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ନୂଆ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଅହମ୍ମଦାବାଦ୍-ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ବୁଲେଟ ଟ୍ରେନ୍ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଜାତୀୟ ଦ୍ରୁତଗାମୀ ରେଳ ପରିଚାଳନାର ନିର୍ଦ୍ଦେଶକ ସତୀଶ ଅଗ୍ନିହୋତ୍ରୀଙ୍କ ସହ ସେ ଆଲୋଚନା କରିଛନ୍ତି। ଏହି…

ନିଆଁରେ ପୋଡି ହୋଇ ବନ ସଂରକ୍ଷକଙ୍କ…

ପାରଳାଖେମୁଣ୍ଡି: ନିଆଁରେ ପୋଡି ହୋଇ ଚିକିତ୍ସିତ ଅବସ୍ଥାରେ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କର ଆଜି ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ଶେଷରେ ଆଖି ବୁଜିଛନ୍ତି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ…

ବିରଳ ପ୍ରଜାତିର କଇଁଛ ଉଦ୍ଧାର

ଚାନ୍ଦବାଲି: ବିରଳ ପ୍ରଜାତିର କଇଁଛ ଉଦ୍ଧାର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ କସ୍ତୁରୀଗଣ ଗାଁରେ ବିରଳ ପ୍ରଜାତିର କଇଁଛ ଉଦ୍ଧାର ହୋଇଛି। ସୁନେଲି ରଙ୍ଗର କଇଁଛକୁ ଉଦ୍ଧାର କରାଯାଇଛି। କସ୍ତୁରୀଗଣ ସ୍କୁଲ ନିକଟରେ ଶିକ୍ଷକ ସୁକୁମାର ସିଂ ଏହି ବିରଳ ପ୍ରଜାତିର କଇଁଛକୁ ତାଙ୍କ କ୍ବାର୍ଟର…

ଆଜି ଶପଥ ନେବେ ନେପାଳର ନୂଆ…

ନୂଆଦିଲ୍ଲୀ: ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଆଜି ଶେର ବାହାଦୁର ଦେଓବା ଶପଥ ଗ୍ରହଣ କରିବେ। ୨୮ ଘଣ୍ଟା ମଧ୍ୟରେ ଦେଓବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ ଶକ୍ତି ଶକ୍ତ ଧକ୍କା ଲାଗିଛି। ରାଷ୍ଟ୍ରପତି…

କମିଲା ସୁନା ଓ ରୁପା ଦର, ଜାଣନ୍ତୁ…

ନୂଆଦିଲ୍ଲୀ: କମିଲା ସୁନା ଦର। ସୁନା ସହ ରୁପା ଦର ମଧ୍ୟ କମିଛି। ଗୁଡ୍ ରିଟର୍ଣ୍ଣସ୍ ଓ୍ୱେବସାଇଟ୍ ଅନୁସାରେ, ୨୨ କ୍ୟାରେଟ ସୁନାର ଦାମ୍ ୧୦ ଗ୍ରାମ ପିଛା ୪୬୭୧୦ ଟଙ୍କା ରହିଛି। ସେହିପରି ରୁପା ଦାମ୍ ମଧ୍ୟ କମିଛି। ଗତବର୍ଷ ଅଗଷ୍ଟରେ ଏମସିଏକ୍ସରେ ୧୦ ଗ୍ରାମ୍ ସୁନା ଦର ୫୬ ହଜାର ଛୁଇଁଥିଲା। ଯାହା ସର୍ବାଧିକ…

ହସ୍ପିଟାଲରେ ଅଗ୍ନିକାଣ୍ଡ, ୫୨ ଜଣ…

ବାଗଦାଦି: କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ। ନିଆଁ ଲାଗି ୫୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ହସ୍ପିଟାଲର ଆଇସୋଲେସନ ଓ୍ୱାର୍ଡରେ ନିଆଁ ଲାଗିବାରୁ ଏହି ଦୁର୍ଘଟଣା ଘଟିଛି। ଏଭଳି ଅଭାବନୀୟ ଦୁର୍ଘଟଣା ଇରାକ ସ୍ଥିତ ଏକ ହସ୍ପିଟାଲରେ ଘଟିଛି। ବିଗତ ୩ ମାସରେ ଇରାକରେ ଦ୍ୱିତୀୟ ଥର ପାଇଁ ଏଭଳି ଦୁର୍ଘଟଣା…