Odisha Link
Bridging the Missing Links in Odisha
Daily Archives

July 16, 2021

ବିବାହ ବନ୍ଧନରେ ବାନ୍ଧି ହେଲେ ରାହୁଲ ଓ…

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବିଗ୍ ବସ୍ ୧୪ ଫେମ୍‌ ରାହୁଲ ବୈଦ୍ୟ ଏବଂ ଦିଶା ପରମାର। ବହୁ ଦିନର ଅପେକ୍ଷା ପରେ ଦୁହେଁ ଆଜି ବିବାହ କରିଛନ୍ତି। ଦୁଇଜଣଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ରାହୁଲ୍ ବର ବେଶ ସାଜି ମଣ୍ଡପରେ ପହଞ୍ଚି ଥିବା ବେଳେ ଦିଶା ମଧ୍ୟ କନିଆ ବେଶରେ ଖୁବ୍ ସୁନ୍ଦର…

ଭୋଜି ଖାଇ ୧୪ ଅସୁସ୍ଥ, ଗୁରୁତରଙ୍କୁ କଟକ…

ଆରଡ଼ି: ଭୋଜି ଖାଇ ୧୪ଜଣଙ୍କୁ ଝାଡ଼ାବାନ୍ତି। ଭଦ୍ରକ କଜିଲା ଧୁଷୁରୀ ଥାନା ଅଧିନସ୍ଥ ସୁନ୍ଦରପୁର ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ଗତକାଲି ରାତିରେ ଗାଁରେ ଜଣଙ୍କ ଘରେ ଜଗନ୍ନାଥଙ୍କ ପୂଜା ଆୟୋଜନ ହୋଇଥିଲା। ଏହି ପୂଜାରେ ଭୋଜିଭାତର ଆୟୋଜନ କରାଯାଇଥିଲା। ଏହି ଭୋଜି ଖାଇ ୧୪ ଜଣଙ୍କୁ ଝାଡ଼ାବାନ୍ତି…

ବୋଲବମ୍‌ ଯାତ୍ରାକୁ ଅନୁମତି ନେଇ କଡ଼ା…

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବାର ବେଳେ ଉତ୍ତର ପ୍ରଦେଶ ସରକାର କାଉଡ଼ି ଯାତ୍ରାକୁ ଅନୁମତି ଦେଇଛନ୍ତି। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କଡ଼ା ଟିପ୍ପଣୀ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ସ୍ୱାସ୍ଥ୍ୟ ଓ ଜୀବନ ଧାରଣର ଅଧିକାର ସର୍ବୋପରି। ଉତ୍ତର ପ୍ରଦେଶ ସରକାରଙ୍କୁ ସୋମବାର…

ଅନୀଲ ଦେଶମୁଖଙ୍କ ୪.୨୦ କୋଟିର ସଂପତ୍ତି…

ମହାରାଷ୍ଟ୍ର: ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପାଇଁ ବଢିଲା ଅଡୁଆ। ବେଆଇନ ଅର୍ଥ କାରବାର ମାମଲାରେ ଆଜି ଇଡି ପକ୍ଷରୁ ଅନୀଲ ଦେଶମୁଖଙ୍କ ୪.୨୦ କୋଟି ଟଙ୍କାର ସଂପତ୍ତି ଜବତ କରିଛି। ଏହାସହ ଏହି ମାମଲାରେ ଦେଶମୁଖଙ୍କ ପତ୍ନୀଙ୍କୁ ବି ଇଡି ପଚରା ଉଚରା କରିବ ବୋଲି କୁହାଯାଇଛି। ଇଡି…

ଟି-୨୦ ବିଶ୍ୱକପ୍‌ ପାଇଁ ଘୋଷଣା ହେଲା…

ନୂଆଦିଲ୍ଲୀ: ଟି-୨୦ ବଶ୍ୱକପ୍‌ ମୁକାବିଲା ପାଇଁ ଘୋଷଣା ହେଲା ଗ୍ରୁପ୍‌। ଇଣ୍ଟରନ୍ୟାସନାଲ କ୍ରିକେଟ ଏକାଡେମି ICC ଏହି ଘୋଷଣା କରିଛି। ଶୁକ୍ରବାର ଓମାନରେ ଏହି ଗ୍ରପ୍‌ ପ୍ରସ୍ତୁତ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଭାରତର ପ୍ରତିଦ୍ୱନ୍ଦି ପାକିସ୍ତାନ ଗୋଟିଏ ଗ୍ରୁପରେ ରହିଛନ୍ତି। ଭାରତ ଏବଂ…

ଶାଶୁକୁ ଘୋଷାଡ଼ି ଘୋଷାଡ଼ି ନିସ୍ତୁକ ମାଡ଼…

ବଲାଙ୍ଗୀର: ଶାଶୁ ବୋହୂଙ୍କ ମଧ୍ୟରେ ମହାଭାରତ। ଶାଶୁକୁ ଘୋଷାଡ଼ି ନିସ୍ତୁକ ମାଡ଼ ମାରିଲା ବୋହୂ। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ସହର ବରପାଲିପଡାରେ। ବୋହୂ ନିଜ ଶାଶୁଙ୍କୁ ନିସ୍ତୁକ ମାଡ଼ମାରୁଥିବାର ଭିଡିଓ ଏବେ ଭାଇରାଲ। ସୂଚନା ମୁତାବକ, ବରପାଲି ପଡାର ସାବିତ୍ରୀ ରାଉତଙ୍କ, ଦୁଇ ପୁଅ। ବଡ଼ପୁଅଙ୍କର…

ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ…

ଆଫଗାନିସ୍ତାନ: ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା। ରଏଟର୍ସର ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକଙ୍କୁ ହତ୍ୟା କରାଯାଇଛି। ଆଫଗାନିସ୍ତାନର ରାଜଦୂତ ଫରୀଦ ମମୁଦ ଶୁକ୍ରବାର ଦିନ ସିଦ୍ଦିକଙ୍କ ହତ୍ୟା ବାବଦରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଆଫାଗାନିସ୍ତାନରେ ଚାଲିଥିବା ହିଂସାର ଫଟୋ ଉର୍ତ୍ତୋଳନ…

କୋଭିଡ ସମୀକ୍ଷା ବୈଠକରେ ଟିକା ନେଇ ଦାବି…

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ ସମୀକ୍ଷା ବୈଠକରେ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ନବୀନ ପଟ୍ଟନାୟକ କରୋନା ଟିକା ନେଇ କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଛନ୍ତି। ରାଜ୍ୟ ପାଇଁ ୯୫% ଟିକା କେନ୍ଦ୍ର ସରକାର ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ…

ଟି-ସିରିଜ୍ ମୁଖ୍ୟ ଭୂଷଣ କୁମାରଙ୍କ…

ନୂଆଦିଲ୍ଲୀ: ଟି-ସିରିଜ୍‌ର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ। ଏନେଇ ଭୂଷଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଜଣେ ୩୦ ବର୍ଷୀ ମହିଳା ଭୂଷଣ କୁମାରଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି। ପୀଡିତା ଅଭିଯୋଗ କରିଛନ୍ତି ଯେ, ୨୦୧୭ ମସିହାରୁ ଅଗଷ୍ଟ ୨୦୨୦…

ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ, ଭୋଟ…

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଆରମ୍ଭ। କାରଣ ସମସ୍ତ ଜିଲ୍ଲାପାଳଙ୍କୁ ଭୋଟବାକ୍ସର ତାଲିକା ମାଗିଲେ ନିର୍ବାଚନ କମିଶନ। ଏଥିସହିତ ଜୁଲାଇ ୨୬ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର।…