Odisha Link
Bridging the Missing Links in Odisha

ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱର ଏକ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା। ଏକାଧିକ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି। ଆଇଆରସି ଭିଲେଜର ନୀଳାଦ୍ରି ନିଳୟ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।

କଣ୍ଟେନମେଣ୍ଟ ଜୋନରେ କୌଣସି ପ୍ରକାର ଚଳାଚଳକୁ ବାରଣ କରାଯାଇଛି। କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତଙ୍କୁ ଘରେ ରହିବା ପାଇଁ କୁହାଯାଇଛି। ବିଏମସି ତରଫରୁ ସେମାନଙ୍କୁ ଜରୁରୀ ସମାଗ୍ରୀ ପହଞ୍ଚାଯିବା ନେଇ କୁହାଯାଇଛି।

Leave A Reply

Your email address will not be published.