Odisha Link
Bridging the Missing Links in Odisha
Daily Archives

July 17, 2021

୨୨୪୪ ଛାତ୍ରଛାତ୍ରୀ ଦେବେ ମାଟ୍ରିକ୍…

ଭୁବନେଶ୍ୱର: ରାଜ୍ୟରେ ଜୁଲାଇ ୨୬ରୁ ଖୋଲିବ ସ୍କୁଲ। ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ। ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଖୋଲିବ ବୋଲି ସେ…

ସ୍କୁଲ ଖୋଲିବା ନେଇ ଜାରି ହେଲା ଏସଓପି

ଭୁବନେଶ୍ୱର: ରାଜ୍ୟରେ ଜୁଲାଇ ୨୬ରୁ ଖୋଲିବ ସ୍କୁଲ। ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ। ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଖୋଲିବ ବୋଲି ସେ…

ଜୁଲାଇ ୨୬ରୁ ଖୋଲିବ ସ୍କୁଲ

ବନ ସଂରକ୍ଷକ ମୃତ୍ୟୁ ମାମଲା: ରୋଷେୟା ହିଁ…

ଭୁବନେଶ୍ୱର: ବହୁଚର୍ଚ୍ଚିତ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମମଲାରେ ପରିବାର ଓ ଅନ୍ତରଙ୍ଗ ବନ୍ଧୁଙ୍କ ବୟାନ ରେକର୍ଡ କରୁଛି ପାରଳାଖେମୁଣ୍ଡି ପୁଲିସ। ଏଥସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ଅନୁସନ୍ଧାନ କରୁଛି। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି ପୁଲିସ। ସବୁ ରେକର୍ଡ ସଂଗ୍ରହ…

ମାତିଛନ୍ତି ଧଳାଜହର ବେପାରୀ, କୋଟିଏ…

ଭଦ୍ରକ: ରାଜ୍ୟରେ ମାତିଛନ୍ତି ଧଳାଜହର ବେପାରୀ। ବାରମ୍ବାର ଚଢଉ ସତ୍ତ୍ୱେ କମୁନି ବ୍ରାଉନସୁଗାର କାରବାର। ଆଜି ଭଦ୍ରକ ଜିଲ୍ଲା ପୁଲିସ କବଜାରେ ଏକ ବ୍ରାଉନ ସୁଗାର ମାଫିଆଙ୍କୁ ଧରିଛି। ସେମାନଙ୍କ ଠାରୁ ୧ କୋଟିରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ କରାଯାଇଛି। ଏହି ନିଶାଦ୍ରବ୍ୟ ଜଳେଶ୍ବରରୁ ଚାଲାଣ ହେଉଥିଲା।…

ଚଳିତବର୍ଷ ହେବନି ପଞ୍ଚାୟତ ପୁନର୍ଗଠନ

ଭୁବନେଶ୍ୱର: ଚଳିତବର୍ଷ ହେବନି ପଞ୍ଚାୟତ ପୁନର୍ଗଠନ। ଯେତିକି ପଞ୍ଚାୟତ ରହିଛି ସେତିକି ରହିବ। ଓ୍ୱାର୍ଡ ସଂଖ୍ୟାରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ। ଏନେଇ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି ରାଜ୍ୟ ସରକାର। ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହୋଇଥିଲା। କେତେକ ପଞ୍ଚାୟତକୁ…

ଅକ୍ଟୋବର ପହିଲାରୁ ପାଠପଢ଼ା ଆରମ୍ଭ,…

ଭୁବନେଶ୍ବର: ଆସନ୍ତା ଅକ୍ଟୋବର ପହିଲାରୁ ଚଳିତ ଶିକ୍ଷାବର୍ଷ ପାଇଁ ପାଠପଢ଼ା ଆରମ୍ଭ ହେବ। ୟୁଜିସି ପକ୍ଷରୁ ପରୀକ୍ଷା ଓ ଶିକ୍ଷା ବର୍ଷ ପାଠପଢ଼ା ନେଇ ଗାଇଡଲାଇନ୍ ଜାରି କରାଯାଇଛି। ୨୦୨୧-୨୨ ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ୨୦୨୧-୨୨ ଶିକ୍ଷାବର୍ଷ ପରୀକ୍ଷା ପାଇଁ…

ଅଦ୍ଭୁଦ ଛେଳି: ରହିଛି ୮ ଗୋଟି ଗୋଡ଼

କୋଲକାତା: ଜନ୍ମ ହେଲା ଏକ ଅଦ୍ଭୁଦ ଛେଳି। ଯାହାର ୮ ଗୋଟି ଗୋଡ଼ ରହିଛି। ଏଭଳି ଅଦ୍ଭୁଦ ଘଟଣା ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାରେ ଦେ‌ତବାକୁ ମିଳିଛି। ଏଭଳି ଅଦ୍ଭୁଦ ଛେଳିକୁ ଦେଖିବା ପାଇଁ ଗାଁଲୋକଙ୍କ ଭିଡ଼ ଜମିଛି। ଛେଳିର ୮ଟି ଗୋଡଥିବା ଦେଖି ଲୋକମାନେ ବି ଆଶ୍ଚର୍ଯ୍ୟ ହେଉଛନ୍ତି। ତେବେ କାଳମେଘାର…

ଦୁଇ ଛୁଆଙ୍କୁ କୂଅକୁ ଠେଲି ମା’ର…

ବାଲିଗୁଡ଼ା: ଦୁଇ ଛୁଆଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆରେ। ଜଣେ ମହିଳା ତାଙ୍କର ,ଭଳି କାଣ୍ଡ କରିବାନେଇ ଅଭିଯୋଗ ହୋଇଛି। ସୂଚନା ମୁତାବକ, ମହିଳାଙ୍କ ନାଁ ଭାଗ୍ୟଲକ୍ଷ୍ମୀ ପାତ୍ର। ଗତକାଲି ଭାଗ୍ୟଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ…

ଟିକା ନେଇଥିଲେ ଅଫିସ୍‌ ଆସିବାକୁ ବାଧ୍ୟ

ଭୁବନେଶ୍ବର: ରାଜ୍ୟରେ ଅଗଷ୍ଟ ୧ ଯାଏଁ ରହିବ ଆଂଶିକ ଲକ୍‌ଡାଉନ୍‌ କଟକଣା। ଲକଡାଉନ୍‌ ନିୟମ କୋହଳ ପରେ ସବୁ ସରକାରୀ ଅଫିସ୍‌ କାର୍ଯ୍ୟକ୍ଷମ ହେବ ବୋଲି ନିର୍ଦ୍ଦେଶନାମା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ। ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ଯେ, ସମସ୍ତ କର୍ମଚାରୀ ଅଫିସ୍‌ ଆସିବେ। ଯେଉଁ କର୍ମଚାରୀ…