Odisha Link
Bridging the Missing Links in Odisha
Daily Archives

July 24, 2021

ଆଫଗାନିସ୍ତାନର ରାଷ୍ଟ୍ରପତି ହେବା…

ଆଫଗାନିସ୍ତାନ: ତାଲିବାନ ଏବେ ଆଫଗାନିସ୍ତାନକୁ ପୂରା କବଜା କରିବାକୁ ବସିଥିବା ବେଳେ ୬ ମାସ ମଧ୍ୟରେ ଆଫଗାନିସ୍ତାନରେ ଘାନିଙ୍କ ସରକାର ଭୁଶୁଡ଼ିପାରେ। ଆମେରିକାର ଗୁଇନ୍ଦା ରିପୋର୍ଟ ଅନୁସାରେ ସରକାର ପରିବର୍ତ୍ତନ ହୋଇପାରେ। ଡକ୍ଟର ଅଶରଫ ଘାନି ଏ​‌ବେ ଆଫଗାନିସ୍ତାନ ରାଷ୍ଟ୍ରପତି ଥିବା ବେଳେ ତାଲିବାନ…

ବୈତରଣୀ ବନ୍ୟା: ବିପଦ ସଂକେତ ଉପରେ…

ଭଦ୍ରକ: ଲଗାଣ ବର୍ଷା କାରଣରୁ ବୈତରଣୀ ନଦୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ। ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ଥିଲା ବେଳେ ଏବେ ୧୭.୯୪ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ବନ୍ୟା ଜଳ ନଦୀରେ ଆସିବା ସହ ବିପଦ ସଙ୍କେତ ଆଡ଼କୁ ଗତି କରୁଛି। ଅନ୍ୟପଟେ ଆଜି ହୀରାକୁଦ ଜଳ…

ଟୋକିଓରେ ଦୂତୀ, ଜାଣିନାହାନ୍ତି…

ଭୁବନେଶ୍ବର: ଶୁକ୍ରବାରଠୁ ବାଜି ସାରିଛି ଅଲିମ୍ପିକ୍ସ ବିଗୁଲ। ୧୨୪ ଜଣ ଭାରତୀୟ ଖେଳାଳି ବିଶ୍ବ କ୍ରୀଡ଼ା ମହାକୁମ୍ଭର କମାଲ କରିବା ପାଇଁ ଟୋକିଓରେ ପହଁଞ୍ଚି ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ ଆଉ କିଛି ଖେଳାଳି ଶୁକ୍ରବାର ଦିନ ଟୋକିଓରେ ପହଁଞ୍ଚିଛନ୍ତି। ସେ ମଧ୍ୟରୁ ଓଡ଼ିଆ ଝିଅ ଦୂତୀ ଚାନ୍ଦ ଅନ୍ୟତମ।ଭାରତୀୟ…

ଆସନ୍ତାକାଲି ହେବ ହାଇଦରର ପୋଷ୍ଟମର୍ଟମ

କଟକ: ପୋଲିସ ଏନକାଉଣ୍ଟରରେ ଟଳିପଡିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଚୌଦ୍ୱାର ଜେଲରୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ରାସ୍ତାରେ ଏନକାଉଣ୍ଟର କରାଯାଇଥିଲା। ମଉକା ଦେଖି ଖସିଯିବାକୁ ଚେଷ୍ଟା କରିବା ପରେ ପୁଲିସ୍ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ପରେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସା…

ଚାଞ୍ଚଲ୍ୟକର ବୟାନ ଦେଲେ ଶ୍ରୁତି ଗେରା,…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଜଣାଶୁଣା ବିଜନେସମ୍ୟାନ୍‌ ରାଜ୍‌କୁନ୍ଦ୍ରା ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ବେଳେ ପୋର୍ଣ୍ଣୋଗ୍ରାଫି ମାମଲାରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବହୁ ମଡେଲ ଏବଂ ଅଭିନେତ୍ରୀ ସୋଶାଲ ମିଡିଆରେ ରାଜଙ୍କ…

କାଶୀ ବିଶ୍ୱନାଥ ମନ୍ଦିରକୁ ଜ୍ଞାନବାପୀ…

ବାରଣାସୀ: ଉତ୍ତର ପ୍ରଦେଶର ବାରଣାସୀରେ କାଶୀ ବିଶ୍ୱନାଥ ମନ୍ଦିର ଓ ଜ୍ଞାନବାପୀ ମସଜିଦକୁ ନେଇ କୋର୍ଟରେ ମାମଲା ଚାଲିଥିବା ବେଳେ ମସଜିଦ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ସୁନ୍ନୀ ସେଣ୍ଟ୍ରାଲ ଓ୍ୱାକଫ୍ ବୋର୍ଡ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟକୁ ଜ୍ଞାନବାପୀ ମସଜିଦ ନିକଟରେ ଥିବା ଭୂମି…

ଗ୍ୟାଙ୍ଗଷ୍ଟାର୍ ହାଇଦର ମୃତ

କଟକ: ଗ୍ୟାଙ୍ଗଷ୍ଟାର୍ ହାଇଦର ମୃତ। ଆଜି ଚୌଦ୍ୱାର ଜେଲରୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ରାସ୍ତାରେ ଏନକାଉଣ୍ଟର କରାଯାଇଥିଲା। ମଉକା ଦେଖି ଖସିଯିବାକୁ ଚେଷ୍ଟା କରିବା ପରେ ପୋଲିସ୍ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ପରେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର…

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ୍ତ, ୧୩୮…

ମୁମ୍ବାଇ: ମହାରାଷ୍ଟ୍ରରେ ବର୍ଷା ବିତ୍ପାତ୍ତ। ଲଗାଣ ବର୍ଷାରେ ବନ୍ୟା, ଭୂସ୍ଖଳନ ଓ ଅନ୍ୟାନ୍ୟ ଅଘଟଣ ଯୋଗୁ ୨ ଦିନ ମଧ୍ୟରେ ୧୩୮ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ରାଇଗଡ଼ରେ ଭୂସ୍ଖଳନ ଯୋଗୁ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ଏକାଧିକ ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ବିଶେଷ କରି…

ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ ହେଲେ…

କୋଲକାତା: ତୃଣମୂଳ କଂଗ୍ରେସ ପାର୍ଟି ପୂର୍ବତନ ଆଇଏଏସ ଅଧିକାରୀ ତଥା ପ୍ରସାର ଭାରତୀର ପୂର୍ବତନ ସିଇଓ ଜବାହର ସରକାରଙ୍କ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିଛି। ଟିଏମସି ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି। ଜବାହର ସରକାର କିଛିଦିନ ପାଇଁ ପ୍ରସାର ଭାରତୀୟ ସିଇଓ ଭାବେ କାର୍ଯ୍ୟ କରିଥିଲେ।…

ଗ୍ୟାଙ୍ଗଷ୍ଟାର୍ ହାଇଦରକୁ ଏନକାଉଣ୍ଟର୍

କଟକ: ଗ୍ୟାଙ୍ଗଷ୍ଟାର୍ ହାଇଦରକୁ ଏନକାଉଣ୍ଟର୍। ଚୌଦ୍ୱାର ଜେଲରୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ରାସ୍ତାରେ ଏନକାଉଣ୍ଟର କରାଯାଇଥିବା ଜଣାପଡ଼ିଛି। ମଉକା ଦେଖି ସିମୁଳିଆ ନିକଟରେ ସେ ଖସିଯିବାକୁ ଚେଷ୍ଟା କରିବା ପରେ ପୋଲିସ୍ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି। ଆଜି ଅପରାହ୍ଣ ୩ଟା ୨୦ ବେଳକୁ…