Odisha Link
Bridging the Missing Links in Odisha
Daily Archives

July 24, 2021

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ରେଡିମେଟ କପଡ଼ା…

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ରେଡିମେଟ କପଡ଼ା ଫ୍ୟାକ୍ଟ୍ରିଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୮୦୦ କର୍ମଚାରୀଙ୍କୁ ନିଯୁକ୍ତି ଖୋର୍ଦ୍ଧା: ୱାଇଲ୍ଡ ଲୋଟସ ଫ୍ୟାସନ ଫାଇଭେଟ ଲିମିଟେଡ ପକ୍ଷରୁ ଖୋର୍ଦ୍ଧା ଛତାବର ଶିଳ୍ପାଞ୍ଚଳ ଠାରେ ଆରମ୍ଭ ହୋଇଛି ଏକ ରେଡିମେଟ କପଡ଼ା ଫ୍ୟାକ୍ଟ୍ରି। ମୁଖ୍ୟମନ୍ତ୍ରୀ ନବୀନ…

ଆସନ୍ତା ୫ ଦିନ ଯାଏଁ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଆଗାମୀ ୫ଦିନ ଯାଏ ବର୍ଷା ହେବା ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇପାରେ। ଏନେଇ ପୂର୍ବାନୁମାନ କରିଛି…

କ୍ଲିନିକାଲ ଟ୍ରାଏଲରେ କୋଭାକ୍ସିନ ବିଫଳ,…

ହାଇଦ୍ରାବାଦ: କ୍ଲିନିକାଲ ଟ୍ରାଏଲରେ ବିଫଳ ହେଲା କୋଭାକ୍ସିନ। ଫଳରେ ବ୍ରାଜିଲ ଭାରତ ବାୟୋଟକ ସହିତ କରିଥିବା ଚୁକ୍ତି ବାତିଲ କରିଛି। ହାଇଦ୍ରାବାଦ ସ୍ଥିତ ଭାରତୀୟ ଟିକା ନିର୍ମାତା କମ୍ପାନୀ ଭାରତ ବାୟୋଟେକ ସହିତ ବ୍ରାଜିଲ ୨ କୋଟି କୋଭାକ୍ସିନ ଟିକା ନେବାକୁ ଚୁକ୍ତି କରିଥିଲା। ମାତ୍ର କ୍ଲିନିକାଲ…

ଏସିଏଫ୍‌ ସୌମ୍ୟ ମୃତ୍ୟୁ ମାମଲା: ବାଡ଼…

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଦିନକୁ ଦିନ ଅଧିକ ସସପେନ୍ସ ଘେରକୁ ଯାଉଛି। ଗତକାଲି ପାରଳାଖେମୁଣ୍ଡି ପୁଲିସ୍‌ ଓ କ୍ରାଇମବ୍ରାଞ୍ଚ ଟିମ୍‌ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଓ ରୋଷେୟା ମନ୍ନଥ କୁମ୍ଭଙ୍କୁ ଜେରା କରି…

ଲଭ୍‌ ସେକ୍ସ ଧୋକ୍କା: ଗର୍ଭବତୀ…

ଚଣ୍ଡିଖୋଲ: ଗର୍ଭବତୀ ପ୍ରେମିକାକୁ ଛାଡ଼ି ପ୍ରେମିକ ଫେରାର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ବାଲିଚନ୍ଦ୍ରପୁର ନଳିପୁରରେ।ଲ ଭ୍‌ ସେକ୍ସ ଧୋକ୍କା ଅଭିଯୋଗ ନେଇ ବାଲିଚନ୍ଦ୍ରପୁର ଥାନାରେ ଏତଲା ଦିଆଯାଇଛି। ସୂଚନା ମୁତାବକ, ଗାଁର ଜଣେ ଯୁବତୀ ଦୀର୍ଘ ଦିନ ଧରି ଜଣେ ଯୁବକଙ୍କୁ ଭଲ ପାଉଥିଲେ।…

ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ୱାଦଶ…

ଭୁବନେଶ୍ୱର: ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ।  ଓଡ଼ିଶାରେ ଦଶମରେ ୯୯.୯୮ ପ୍ରତିଶତ ଓ ଦ୍ୱାଦଶରେ ୯୯.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ଜଣାଯାଇଛି। ଚଳିତ ବର୍ଷ କରୋନା ପାଇଁ ପରୀକ୍ଷା ହୋଇନଥିଲା। results.cisce.org ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି। ଚଳିତ ବର୍ଷ ଉତ୍ତର…

୧କୋଟି ୧୪ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଗଞ୍ଜାମ: ଗଞ୍ଜାମରୁ ଗୁଜରାଟକୁ ଗଞ୍ଜେଇ ଚୋରା ଚାଲାଣ। ଓଡ଼ିଶାରୁ ଗଞ୍ଜେଇ ଚାଲାଣ ବେଳେ ଧରିଛି ଗୁଜରାଟ ପୁଲିସ। ଗଞ୍ଜାମରୁ ୩୨ବସ୍ତା ଗଞ୍ଜେଇ ସୁରଟ ଚାଲାଣ ହେଉଥିବା ବେଳେ ଗ୍ରାମୀଣ ପୋଲିସ ହାତରେ ଧରାପଡିଛି। ୩୨ ବସ୍ତାରେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ୧୪ଲକ୍ଷ ଟଙ୍କା। ଗଞ୍ଜେଇ ମାଫିଆଙ୍କ ନିକଟରୁ…

ପୋର୍ଣ୍ଣୋଗ୍ରାଫି ମାମଲା: ତଦନ୍ତ କରିବ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଜଣାଶୁଣା ବିଜନେସମ୍ୟାନ୍‌ ରାଜ୍‌କୁନ୍ଦ୍ରାଙ୍କ ପାଇଁ ବଢ଼ୁଛି ଅଡ଼ୁଆ। ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ଅଶ୍ଳୀଳ ଭିଡିଓ ମାମଲାରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମିଳିଥିବା ସୂଚନା ମୁତାବକ ରାଜ କୁନ୍ଦ୍ରା ଓ ଲଣ୍ଡନର ଏକ କମ୍ପାନୀ…

ଚଳିତ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ…

ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ରୌପ୍ୟ ପଦକ। ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ମୀରାବାଈ ଚାନୁ। ସେ ଭାରୋତ୍ତୋଳନରେ ୪୯ କେଜି ବର୍ଗରେ ଜିତିଛନ୍ତି ରୌପ୍ୟ ପଦକ। ସେ ସ୍ନାଚ୍‌ରେ ୮୭ ଓ କ୍ଳିନ୍ ଆଣ୍ଡ ଜର୍କରେ ୧୧୫ କେଜି ଉଠାଇଥିଲେ। ଏହା ସହିତ ମୀରାବାଈ ଚାନୁ ଇତିହାସ…