Odisha Link
Bridging the Missing Links in Odisha
Daily Archives

July 27, 2021

ଆସନ୍ତା ମାସରୁ ପିଲାଙ୍କୁ କୋଭିଡ୍ ଟିକା!

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି। ଏସବୁ ମଧ୍ୟରେ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ସରକାର। ବର୍ତ୍ତମାନ ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ କରୋନା ଟିକା ଦିଆ ଯାଉଥିବା ବେଳେ ଆସନ୍ତା ମାସରୁ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଟିକା ଦିଆଯିବ ବୋଲି ସୂଚନା…

କର୍ଣ୍ଣାଟକ: ଦିନେ ବାପା ଥିଲେ ରାଜ୍ୟ…

ବେଙ୍ଗାଲୁରୁ: କର୍ଣ୍ଣାଟକକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ। କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ବାସବରାଜ ବୋମାଇ। ବେଙ୍ଗାଲୁରୁ ଆଜି ହୋଇଥିବା ବିଧାୟକ ଦଳ ବୈଠକରେ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଷନ ରେଡ୍ଡୀ…

ବାସବରାଜ ହେବେ କର୍ଣ୍ଣାଟକର ନୂଆ…

କର୍ଣ୍ଣାଟକକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ। କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ବାସବରାଜ ବୋମାଇ। ବେଙ୍ଗାଲୁରୁ ଆଜି ହୋଇଥିବା ବିଧାୟକ ଦଳ ବୈଠକରେ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଷନ ରେଡ୍ଡୀ କେନ୍ଦ୍ରୀୟ…

ପାକିସ୍ତାନୀଙ୍କ ପ୍ରିୟ ଦୂରଦର୍ଶନ

ନୂଆଦିଲ୍ଲୀ: ଭାରତୀୟ ସରକାରୀ ଚ୍ୟାନେଲ ଦୂରଦର୍ଶନ ପ୍ରେମରେ ପାକିସ୍ତାନୀ। ଏକଥା ଆପଣଙ୍କୁ ଅଜବ ଲାଗୁଥଲେ ମଧ୍ୟ ଏକଦମ୍‌ ସତ। ଭାରତୀୟଙ୍କ ପରେ ଦୂରଦର୍ଶନ ଓ ଅଲ୍‌ ଇଣ୍ଡିଆ ରେଡିଓର ୟୁଟ୍ୟୁବ୍‌ ଚ୍ୟାନେଲକୁ ସବୁଠୁ ଅଧିକ ପାକିସ୍ତାନବାସୀ ଦେଖୁଛନ୍ତି। ଅର୍ଥାତ୍‌ ଭାରତୀୟଙ୍କ ପରେ ପାକିସ୍ତାନୀଙ୍କ ବେଶି ପ୍ରିୟ…

ଦିଲ୍ଲୀରେ ମମତା: ବିଜେପି ବିରୋଧୀ ଜାତୀୟ…

ନୂଆଦିଲ୍ଲୀ: ଦିଲ୍ଲୀରେ ଦିଦି। ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ହେଉଛନ୍ତି ସଜବାଜ। ଦିଲ୍ଲୀ ଦରବାରରେ ଦେଲେଣି ଖେଳ ହୋବେ ନାରା। ପଶ୍ଚିମବଙ୍ଗ ମନ୍ତ୍ର ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଦିଲ୍ଲୀରେ କରୁଛନ୍ତି ବଡ଼ ଯୋଜନା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍‌ ଦେବା ପରେ ଜାତୀୟ…

ପିଏମ୍‌ ମୋଦୀଙ୍କୁ ଭେଟିଲେ ସିଏମ୍‌ ମମତା,…

ନୂଆଦିଲ୍ଲୀ: ତୃତୀୟ ଥର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପିଏମ୍‌ ମୋଦୀଙ୍କୁ ଭେଟିଛନ୍ତି ମମତା ବାନାର୍ଜୀ। ଜାତୀୟ ରାଜନୀତିରେ ମମତାଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।…

ପାଣ୍ଡ୍ୟାଙ୍କୁ କରୋନା, ସ୍ଥଗିତ ହେଲା ୨ୟ…

କଲମ୍ବୋ: ଭାରତ-ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ଖେଳାଯିବାକୁ ଥିବା ଦ୍ବିତୀୟ ଟି-୨୦ ମ୍ୟାଚ୍‌ ସ୍ଥଗିତ। କାରଣ ବାୟୋବବଲରେ କରୋନା କରିଛି ପ୍ରବେଶ। ମଙ୍ଗଳବାର ଦିନ ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର କୃଣାଳ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ। ଯାହାରିଫଳରେ ଆଜି ଖେଳାଯିବାକୁ ଥିବା ୨ୟ ଟି-୨୦ ମୁକାବିଲାକୁ…

ସ୍ମୃତିରେ ଭାରତର ମିସାଇଲ ମ୍ୟାନ୍

ଓଏଲ ବ୍ୟୁରୋ: ନିଜର ଅଭିମାନ ଶୂନ୍ୟତା, ଦେଶପ୍ରେମ, ଉଚ୍ଚାକାଂକ୍ଷା, ନିରାଡ଼ମ୍ବର ଓ ଉତ୍ସର୍ଗୀକୃତ ଜୀବନଶୈଳୀ ହିଁ ତାଙ୍କୁ ପିପୁଲ୍ସ ପ୍ରେସିଡେଣ୍ଟର ଆଖ୍ୟା ଦେଇଛି। ବହୁ ବାଧାବିଘ୍ନ ସତ୍ତ୍ୱେ ଏକ ଦରିଦ୍ର ପରିବାରରୁ ବୈଜ୍ଞାନିକ ଏବଂ ପରେ ଭାରତର ମିସାଇଲ ମ୍ୟାନଙ୍କ ଜୀବନଯାତ୍ରା ସମସ୍ତଙ୍କୁ ଅନୁପ୍ରେରିତ…

ସ୍ୱାଧୀନତାର ୭୫ ବର୍ଷରେ ୭୫ ଗାଁକୁ ଯାଇ…

ନୂଆଦିଲ୍ଲୀ: ଆଜି ବିଜେପି ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ନେଇ ସାଂସଦ ମାନଙ୍କୁ ଦାୟିତ୍ବ ଦେଇଛନ୍ତି। ମୋଦି କହିଛନ୍ତି ଯେ, ୨୦୪୭ ମସିହା ବେଳକୁ ୧୦୦ତମ ସ୍ୱାଧୀନତା ଦିବସ ପାଳନ କରିବ ଦେଶ। ସ୍ୱାଧୀନତାର ୭୫ ବର୍ଷ ଅବସରରେ ୭୫…

ବିଗ୍‌ ବସ୍‌ ପ୍ରତିଯୋଗୀଙ୍କୁ ଟାର୍ଗେଟ…

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ନିର୍ମାଣ କରି ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ପୋର୍ଣ୍ଣୋଗ୍ରାଫି ମାମଲାରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦିନକୁ ଦିନ ରାଜ୍ କୁନ୍ଦ୍ରା ଓ ତାଙ୍କ ପ୍ରଡକ୍ସନ ହାଉସକୁ ନେଇ ବହୁ ଅଭିନେତ୍ରୀ ଓ ମଡେଲେ ନୂଆ ନୂଆ ଖୁଲାସା କରୁଛନ୍ତି। ଏହାରି…