Odisha Link
Bridging the Missing Links in Odisha
Daily Archives

July 27, 2021

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା:…

ନୂଆଦିଲ୍ଲୀ: ଏଣିକି ଜାତୀୟ ଓ ରାଜ୍ୟ ରାଜପଥ କଡ଼ରୁ ଉଠିବ ସବୁ ମଦ ଦୋକାନ। ରାଜପଥର ୫୦୦ ମିଟର ଦୂରରେ ମଧ୍ୟରେ କୌଣସି ମଦ ଦୋକାନ ରହିବ ନାହିଁ। ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ନେଇଛନ୍ତି। ଏହି ସାନି ନିର୍ଦ୍ଦେଶନାମା ପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ…

ବିଦ୍ୟାଭାରତୀଙ୍କ ଗିରଫରେ ବାଧକ ସାଜିଛି…

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୨ସପ୍ତାହ ବିତିଲାଣି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିପାରୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମାତ୍ର ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ…

ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି…

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଐତିହାସିକ ଘୋଡ଼ା।  ନିକଟରେ ସ୍ମାର୍ଟସିଟି ପ୍ରକଳ୍ପ ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଘୋଡ଼ାଟିକୁ ହଟାଇ ରାଜ୍ୟପାଳ ଭବନ ଛକ ଠାରେ ରଖାଯିବ ବୋଲି କୁହାଯାଉଥିଲା। ଘୋଡ଼ାକୁ ହଟାଇବା ନେଇ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଥିଲା। ବିଭିନ୍ନ ଦଳୀୟ ମହଲରୁ ଅସନ୍ତୋଷ…

ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁ

ଭୁବନେଶ୍ୱର: କରୋନା କାୟା କମି ନଥିବା ବେଳେ ଏବେ ଡେଙ୍ଗୁ କାୟା। ଏହାରି ମଧ୍ୟରେ ରାଜଧାନୀରେ ଚଳିତ ବର୍ଷ ଡେଙ୍ଗୁରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବିଏମସି ନର୍ଥ ଯୋନ ଶୈଳଶ୍ରୀ ବିହାରରେ ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ୧୫ବର୍ଷର ବାଳକ। ଗତ କିଛିଦିନ…

ବୁଲେଟ ପାଇଁ ଚାଲିଗଲା ନବବଧୂର ଜୀବନ

ନୟାଗଡ: ଯୌତୁକର ଫାଶରେ ଚାଲିଗଲା ନବବଧୂର ଜୀବନ। ବୁଲେଟ ପାଇଁ ନବବଧୂକୁ ହତ୍ୟାl ବିବାହର ୩ ମାସ ମଧ୍ୟରେ ବୁଲେଟ୍ ଦେଇ ନପାରିବାରୁ ବୋହୂକୁ ହତ୍ୟା କରି ପଙ୍ଖାରେ ଟାଙ୍ଗିଦେଲେ ଶାଶୂଘର ଲୋକେ। ଏଭଳି ଅଭିଯୋଗ ଆସିଛି ନୟାଗଡ଼ ସଦର ଥାନା ଅଞ୍ଚଳ ଖେଡ଼ପଡ଼ା ଗାଁରେ। ସୂଚନା ମୁତାବକ, ଦଶପଲ୍ଲା ଥାନା ମଧୁପୁର…

ଆସାମ-ମିଜୋରାମ ସୀମା ବିବାଦ: ୬ ଯବାନ…

ନୂଆଦିଲ୍ଲୀ: ଆସାମ-ମିଜୋରାମ ଉଗ୍ର ରୂପ ଧାରଣ କରିଛି ସୀମା ବିବାଦ। ହିଂସାକାଣ୍ଡରେ ଆସାମ ପୋଲିସର ୬ ଜଣ ଅଫିସରଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲୈଲାପୁରରେ ସଂରକ୍ଷିତ ଜଙ୍ଗଲକୁ ନଷ୍ଟ କରି ମିଜୋରାମ ଏକ ସଶସ୍ତ୍ର ଶିବିର ନିର୍ମାଣ କରିବାକୁ ନେଇ ଏହି ସଂଘର୍ଷ ଉପୁଜିଛି।…

ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ…

ସମ୍ବଲପୁର: ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣୀ। ସମ୍ବଲପୁର ଧନକଉଡା ମୁଖ୍ୟ କିରାଣୀ ଦିଲ୍ଲୀପ ଦେବଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି। ସାକ୍ଷୀପଡା ସ୍ଥିତ ବାସଭବନରେ ଚଢାଉ ଚାଲିଛି। ଚଢାଉ ବେଳେ ତାଙ୍କ ଘରୁ ବହୁ…

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ: ବି…

ବ୍ରିଟେନ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ। ୧୬ ଜଣଙ୍କ ଠାରେ ନୂଆ ଷ୍ଟ୍ରେନ ଚିହ୍ନଟ ପରେ ଚିନ୍ତା ପ୍ରକାଶ କରିଛି ଜନସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମୁତାବକ, କରୋନାର ନୂଆ ଷ୍ଟ୍ରେନ୍ଆ ସିଲେ ଅଧିକ ଭୟାବହ ହୋଇପାରେ ତୃତୀୟ ଲହର। କାରଣ କରୋନାର ଦ୍ୱିତୀୟ ଲହରରେ ଅଧିକ ସଂକ୍ରାମକ…

ନନ୍ଦନକାନନକୁ ଆସିବେ ନୂଆ ଅତିଥି

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ନନ୍ଦନକାନନକୁ ଆସୁଛନ୍ତି ନୂଆ ଅତିଥି। କେନ୍ଦ୍ରୀୟ ଚିଡ଼ିଆ ଖାନା କର୍ତ୍ତୃପକ୍ଷଙ୍କ ଅନୁମତି ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଜୀବଜନ୍ତୁ ଆଣିବା ପାଇଁ ଯୋଜନା କରିଛନ୍ତି। ନନ୍ଦନକାନନରୁ ଅନ୍ୟ ଜୁ ଗୁଡ଼ିକୁ ଜୀବଜନ୍ତୁ ଅଦଳବଦଳ କରାଯିବ। ପାଟଣା ଜୁ…

ରାତି ଅଧରେ ବିଭତ୍ସ ହତ୍ୟାକାଣ୍ଡ, ଖଣ୍ଡ…

ସମ୍ବଲପୁର: ରାତି ଅଧରେ ଯୁବକଙ୍କୁ ନିର୍ମମ ହତ୍ୟା। ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ। ଏପରି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଗୋବିନ୍ଦତୋଲା ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର…