Odisha Link
Bridging the Missing Links in Odisha

ପୁରୀ ଅଠରନଳାରେ ବୋମା ମାଡ଼

ପୁରୀ: ପୁରୀ ଅଠରନଳାରେ ବୋମା ମାଡ଼। ଅଠରନଳାର ଏକ ସ୍ଥାନୀୟ ହୋଟେଲ ଉପରେ ବୋମା ମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ବେଳେ ଘଟଣାସ୍ଥଳରେପୋଲିସର ପହଞ୍ଚି ତଦନ୍ତ ଚଳାଇଛି। ନୃସିଂହ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ ହୋଇଛି।

ବୋମା ମାଡରେ ଗୋଟିଏ ବୋଦାର ମୃତ୍ୟୁ ହୋଇଛି। ପୂର୍ବରୁ ସୁନାବେଶ ଦିନ ବିଳମ୍ବିତ ରାତିରେ ନୃସିଂହ ନାୟକଙ୍କ ଘର ଉପରକୁ ଦୁର୍ବୁତ୍ତ ବୋମା ମାଡ କରିଥିଲେ। ବୋମାମାଡ଼ରେ ନୃସିଂହ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା କରାଯାଇଛି।

Leave A Reply

Your email address will not be published.