Odisha Link
Bridging the Missing Links in Odisha
Daily Archives

July 30, 2021

ଟୋକିଓ ଅଲିମ୍ପିକ୍ସ: ଆୟାର୍ଲାଣ୍ଡକୁ…

ଟୋକିଓ: ଭାରତୀୟ ମହିଳା ହକି ଟିମ୍ ଆୟାର୍ଲାଣ୍ଡକୁ ୧-୦ରେ ପରାସ୍ତ କରିଛି। ଏହାସହ ଭାରତୀୟ ମହିଳା ହକି ଟିମ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ ଆଶାକୁ ଉଜ୍ଜୀବିତ ରଖିଛି ଦଳ। ଦଳ ତିନୋଟି ମ୍ୟାଚରେ ପରାସ୍ତ ହୋଇଥିଲା। ତେବେ ଚତୁର୍ଥ ମୁକାବିଲାରେ ଦଳ ଶେଷ ମିନିଟରେ ଗୋଲ କରି ବିଜୟୀ ହୋଇଛି। ଭାରତ ପକ୍ଷରୁ ଶେଷ…

ପଦୋନ୍ନତି ପାଇବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର: ପଦୋନ୍ନତି ପାଇବେ ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିୟଡ୍‌କୁ କମ୍ କରାଯାଇଛି। ଏହା ଦ୍ୱାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ…

ରାଜ୍ୟରେ ହେବନି ସଂପୂର୍ଣ୍ଣ ଅନଲକ୍:…

ଭୁବନେଶ୍ୱର: ଏବେ ହେବନି ସଂପୂର୍ଣ୍ଣ ଅନଲକ୍। ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡଲାଇନ ଘୋଷଣା ହେବ। ସେ ନେଇ କମିଟି ନିଷ୍ପତ୍ତି ନେବେ। କଟକ ଓ ଭୁବନେଶ୍ଵରରେ କରୋନା ସଂକ୍ରମଣର…

ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବ…

ଭୁବନେଶ୍ବର: ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବ ନନ୍ଦନକାନନ। ସମ୍ପୂର୍ଣ୍ଣ କୋଭିଡ ଗାଇଡ଼ଲାଇନ ନିୟମ ସହ ନନ୍ଦନକାନନ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।। ଜର, ଥଣ୍ଡା କାଶ ଥିଲେ ପର୍ଯ୍ୟଟକଙ୍କୁ ନନ୍ଦନକାନନ ବାରଣ କରାଯାଇଥିବା ବେଳେ। ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂର…

ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ…

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ରେଜଲ୍ଟ। ଦିନ ୨ଟାରେ ରେଜଲ୍ଟ ପ୍ରକାଶ ପାଇବା http://cbseresults.nic.in ୱେବସାଇଟରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ହୋଇନଥିଲା। କରୋନା ପାଇଁ ପରୀକ୍ଷା ବାତିଲ କରାଯାଇଥିଲା। ମାଟ୍ରିକ ଭଳି ବିକଳ୍ପ…

ଅଫଲାଇନ ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ

ଭୁବନେଶ୍ୱର: ଆଜିଠୁ ଅଫଲାଇନ ମାଟ୍ରିକ ପରୀକ୍ଷା। ୫୦୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ। ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିବା ମାଟ୍ରିକ ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି। ଏହାରି ମଧ୍ୟରେ ଅଫଲାଇନରେ ମାଟ୍ରିକ…

ଗଣମାଧ୍ୟମ ବିରୋଧ ୨୫ କୋଟିର ମାନହାନୀ…

ମୁମ୍ଵାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ରାଜ କୁନ୍ଦ୍ରା ଗିରଫ ହୋଇଥିବା ବେଳେ ପୋର୍ଣ୍ଣୋଗ୍ରାଫି ମାମଲାରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦିନକୁ ଦିନ ରାଜ୍ କୁନ୍ଦ୍ରାଙ୍କୁ ନେଇ ବହୁ ଅଭିନେତ୍ରୀ ଓ ମଡେଲେ ନୂଆ ନୂଆ ଖୁଲାସା କରୁଛନ୍ତି। ଏହାରି ଭିତରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ…

ଟିକାର ମିଶ୍ରିତ ଡୋଜ ପରୀକ୍ଷଣକୁ ଅନୁମତି,…

ନୂଆଦିଲ୍ଲୀ: କରୋନା ଟିକାର ମିଶ୍ରିତ ଡୋଜକୁ ସାମିଲ କରିବାକୁ ସରକାର ବୈଜ୍ଞାନିକଙ୍କ ଅଧ୍ୟୟନକୁ ଅନୁମତି ଦେଇଛନ୍ତି। ଏଣିକି ଜଣେ ବ୍ୟକ୍ତି ନେଇପାରେବି ଦୁଇଟି ଭିନ୍ନ ଟିକା। ଏକ୍ସପର୍ଟ ୱାର୍କିଂ କମିଟି (SEC)ର ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ଅଧ୍ୟୟନ ଶୀଘ୍ର ଦେଶର ଡାକ୍ତରଖାନା ଗୁଡ଼ିକରେ ଆରମ୍ଭ…

ଟୋକିଓ ଅଲମ୍ପିକ୍ସ: ନିରାଶ କଲେ ଦୂତୀ

ଟୋକିଓ: ନିରାଶ କଲେ ଦୂତୀ ଚାନ୍ଦ। ୧୦୦ ମିଟିର ହିଟ୍ସରେ ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଲେ ଦୂତୀ। ପରବର୍ତ୍ତୀ ହିଟ୍ସରେ ଉନ୍ନିତ ହେଲେ ହିଟ୍ସର ଟପ୍ ୩ ଖେଳାଳି। ସପ୍ତମ ସ୍ଥାନରେ ରହି ଦୂତୀ ବାଦ୍ ପଡ଼ିଛନ୍ତି। ପ୍ରଥମ ସ୍ଥାନରେ ରହିଛନ୍ତି, ଜାମାଇକାର ଫ୍ରାସର ପ୍ରାଇସି । ସେ ୧୦.୮୪ ସେକେଣ୍ଡରେ…

ପୁଣି ଜମ୍ମୁ କାଶ୍ମୀରରେ ଉଡ଼ିଲା ଡ୍ରୋନ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ଡ୍ରୋନ୍। ଗତକାଲି ରାତି ୮ଟା ୩୦ ଓ ରାତି ୯ଟା ୩୦ରେ ଡ୍ରୋନ୍ ଉଡୁଥିବା ଦେଖାଯାଇଥିଲା। ସେଥିରୁ ଦୁଇଟି ଡ୍ରୋନ୍ ଆର୍ମି କ୍ୟାମ୍ପ ଓ ଆଇଟିବିପି କ୍ୟାମ୍ପ ନିକଟରେ ଉଡୁଥିବାବେଳେ ଆଉ ଏକ ଡ୍ରୋନ୍ ସାମ୍ବା ସେକ୍ଟରରେ ଦେଖିବାକୁ ମିଳିଥିଲା। ସୀମା…