Odisha Link
Bridging the Missing Links in Odisha
Daily Archives

July 31, 2021

ଦାନରେ ଦିଆଯିବ ମହାପ୍ରଭୁଙ୍କ ରଥ ଚକ ଓ…

ପୁରୀ: ରଥଯାତ୍ରା ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପାଖରେ ଖତ ଖାଉଛି ମହାପ୍ରଭୁଙ୍କ ତିନିରଥର ଏକାଧିକ ଚକ। ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ହୋଇଥିବା ମୂଲ୍ୟରେ କେହି ଏସବୁକୁ ନକିଣିବାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଏହା ଖତ ଖାଉଛି। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ, ଶ୍ରୀଗୁଣ୍ଡିଚା…

ଯୁକ୍ତ ଦୁଇ ରେଜଲ୍ଟ: ବିଜ୍ଞାନରେ ପାସ୍‌…

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ଫଳ ଘୋଷଣା କରିଛନ୍ତି। ଚଳିତବର୍ଷ ବିଜ୍ଞାନରେ ପାସ୍‌ ହାର ୯୫.୧୫ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୯୪.୯୩ ପ୍ରତିଶତ ପାସ୍‌ ହାର ରହିଛି। ଏନେଇ ସୂଚନା ଦେଇଛନ୍ତି…

ପ୍ରକାଶ ପାଇଲା +2 ବିଜ୍ଞାନ ଏବଂ ବାଣିଜ୍ୟ…

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ଫଳ ଘୋଷଣା କରିଛନ୍ତି। ବିଜ୍ଞାନରେ ଚଳିତବର୍ଷ ୯୫.୧୫ ପ୍ରତିଶତ ରେଜଲ୍ଟ ହୋଇଛି। ସେହିପରି ବାଣିଜ୍ୟରେ ମଧ୍ୟ ୯୪.୯୩ ପ୍ରତିଶତ ମାର୍କ ହୋଇଥିବା ନେଇ ସୂଚନା ଦେଇଛନ୍ତି…

୫ ବର୍ଷର ଶିଶୁକୁ ହତ୍ୟା, ଡରରେ…

ମାଲକାନଗିରି: ୫ ବର୍ଷର ଶିଶୁକୁ ହତ୍ୟା କରି ଶବକୁ ନିଜ ଘର ଭିତରେ ଲୁଚାଇ ରଖିଥିଲା ହତ୍ୟାକାରୀ। ପରେ ଡରରେ କଲା ଆତ୍ମସମର୍ପଣ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମଭି ୧୯ ଗ୍ରାମରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି। ସୂଚନା ମୁତାବକ, ଏମଭି ୧୯ ଗ୍ରାମର ନାବାଳକ…

ଟୋକିଓ ଅଲିମ୍ପିକ୍ସ: କ୍ୱାର୍ଟର ଫାଇନାଲରେ…

ନୂଆଦିଲ୍ଲୀ: ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ। ରାଣୀ ରାମପାଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଶନିବାର ଅନ୍ତିମ ଗ୍ରୁପ ମୁକାବିଲାରେ ସାଉଥ ଆଫ୍ରିକାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପୁଲ୍ ଏରେ ଆୟାର୍ଲାଣ୍ଡ ନିଜର ଅନ୍ତିମ ମ୍ୟାଚରେ ବ୍ରିଟେନ…

ଜାପାନରେ ଜରୁରୀକାଳୀନ ସ୍ଥିତି ଲାଗୁ

ଟୋକିଓ: ଜାପାନରେ କରୋନା ସଂକ୍ରମଣ ମାମଲା ବୃଦ୍ଧି କାରଣରୁ ଜାପାନ ସରକାର ୩୧ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି। ଏହି ଜରୁରୀକାଳୀନ ସ୍ଥିତି ଟୋକିଓ,ସୈତମା,ଚିବା,କାନଗାବା,ଓସାକା ଓ ଓକିନାଭା ପ୍ରଦେଶରେ ଲାଗୁ ହେବ। ଏହି ରାଜ୍ୟ ସହିତ…

ଆଜିଠୁ ରାଜ୍ୟରେ କମିବ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା ଓ ପଶ୍ଚିମବଙ୍ଗ ଅତିକ୍ରମ କରି ଏବେ ଦକ୍ଷିଣ-ପଶ୍ଚିମ ବିହାର ଉପରେ ରହିଛି। ଏହା ଫଳରେ ଆଜିଠାରୁ ଓଡ଼ିଶାରେ ବର୍ଷା କମିବା ସହ ପାଗ ବଦଳିବା ଆରମ୍ଭ କରିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ମୁତାବକ, ଲଘୁଚାପ ଏବେ…

ମା’ ନାଁରେ କଳଙ୍କ: ସାଙ୍ଘାତିକ…

ଭୁବନେଶ୍ୱର: ମାଆ ଛୁଆର ରକ୍ଷା କବଚ ହୋଇଥିବା ବେଳେ ନିଜ ମାଆଠୁ ସୁରକ୍ଷା ପାଇଁ ଥାନାରେ ଏତଲା ଦେଲେ ପୁଅ ଓ ଝିଅ। ରାଜଧାନୀ ଭୁବନେଶ୍ୱରରୁ ଏମିତି ଏକ ଅଭିଯୋଗ ଆସିଛି। ଚନ୍ଦ୍ରଶେଖରପୁର ଥାନାରେ ଫେରାଦ ହୋଇ ମା' ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୁଅ ଓ ଝିଅ। ପର ପୁରୁଷଙ୍କ ସହ ସମ୍ପର୍କ ରଖିବା ସହ…

ଭୁବନେଶ୍ୱର ପରେ ଏବେ କଟକରେ ଡେଙ୍ଗୁ…

ଭୁବନେଶ୍ୱର: କରୋନା କାଳରେ କାୟା ମେଲାଉଛି ଡେଙ୍ଗୁ ଆତଙ୍କ। ରାଜଧାନୀ ଭୁବନେଶ୍ୱର ପରେ ଏବେ କଟକରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମର ବିଭିନ୍ନ ସ୍ଥାନରୁ ୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ୮…

ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରୁ ବିଜେପି ସାଂସଦ ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ରାଜନୀତିରୁ ନେଲେ ସନ୍ନ୍ୟାସ। ରାଜନୀତିରୁ ସନ୍ନ୍ୟାସ ନେଇ ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି କି, ସାମଜ ସେବା କରିବାକୁ ସେ ରାଜନୀତିରେ ଯୋଗ ଦେଇଥିଲେ,…