Odisha Link
Bridging the Missing Links in Odisha
Daily Archives

August 2, 2021

ରାହୁଲଙ୍କ ରଣନୀତି: ପେଗାସସ୍ ମାମଲାରେ…

ନୂଆଦିଲ୍ଲୀ: ଗୋଟିଏ ପଟେ ସଂସଦର ମୌସୁମୀ ଅଧିବେଶନ ଚାଲୁଥିବା ବେଳେ ଅନ୍ୟପଟେ ସବୁଦିନ ସଂସଦରେ ହଙ୍ଗାମା ହେଉଛି। ଏସବୁ ମଧ୍ୟରେ ଆକ୍ସନ ମୁଡରେ ଅଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ସରକାରଙ୍କୁ ହରଡ଼ଘଣାରେ ପକାଇବା ପାଇଁ ଯୋଜନା କରୁଛନ୍ତି ରାହୁଲ। ଏଥିପାଇଁ ରାହୁଲ ମଙ୍ଗଳବାର ସକାଳ ୯ଟା ୩୦ ସମୟରେ…

ଖେଳ ଶେଷ, କୋଟିପତି ପିଏସ୍‌ ବିରଞ୍ଚିଙ୍କୁ…

ଭୁବନେଶ୍ବର: କୋଟିପତି ପିଏସ୍‌ ବିରଞ୍ଚି ନାରାୟଣ ସାହୁଙ୍କୁ ଆଉ ଏକ ଝଟକା। ଆଜି ମଧ୍ୟାହ୍ନରେ ଓଏସ୍‌ଏସ୍‌ସି ଅଧ୍ୟକ୍ଷ ବିରଞ୍ଚିଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ବେଳେ ସନ୍ଧ୍ୟାରେ ବାଧ୍ୟତାମୂଳକ ଅବସର ଦେଳେ ରାଜ୍ୟ ସରକାର। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ବିରଞ୍ଚି। ତାଙ୍କଠାରୁ…

ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବା ପରେ…

କୋଲକାତା: ଦୁଇ ଦିନ ତଳେ ହଠାତ୍‌ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ବିଜେପି ସାଂସଦ ବାବୁଲ ସୁପ୍ରିୟୋ। ସିଙ୍ଗରରୁ ରାଜନେତା ବନିଥିବା ବାବୁଲ ସୁପ୍ରିୟୋ ସମୟ ଗଡ଼ିବ ସହ ନିଜର ମତ ବଦଳାଇବାରେ ଲାଗିଛନ୍ତି। ଯାହାକୁ ନେଇ ପୁଣି ଚର୍ଚ୍ଚାରେ ବାବୁଲ। ବାବୁଲ ଶନିବାର ଦିନ ରାଜନୀତିକୁ ବାଏବାଏ କହିବା ସହ…

ପରଲୋକରେ ପୂର୍ବତନ ବିଧାୟକ ଅରୁଣ ଦେ

ଭୁବନେଶ୍ବର: କରୋନାରେ ଚାଲିଗଲା ପୂର୍ବତନ ବିଧାୟକ ଅରୁଣ ଦେଙ୍କ ଜୀବନ। ଥରେ କି ଦୁଇ ଥର ନୁହେଁ ୫ଥର ବିଧାୟକ ହୋଇଥିବା ଅରୁଣ ଦେଙ୍କ ସୋମବାର ଦିନ ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ସେ। ଭୁବନେଶ୍ବରର ଏକ ମେଡିକାଲରେ ତାଙ୍କର ଚିକିତ୍ସାମଧ୍ୟ ଚାଲିଥିଲା। ହେଲେ ଜୀବନ…

ବର୍ଷକରେ PMO ଛାଡ଼ିଲେ ୨ ବରିଷ୍ଠ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ଅମରଜିତ ସିହ୍ନା। ଏନେଇ ପିଏମ୍‌ଓ କାର୍ଯ୍ୟାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କେଉଁ କାରଣରୁ ଅମରଜିତ ନିଜ ପଦରୁ ଇସ୍ତଫା ଦେଇଛନ୍ତି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ୧୯୮୩ ବ୍ୟାଚର ବିହାର କ୍ୟାଡରର ଏହି…

ମଉଳିଲା ପଦକ ଆଶା, ଟପ୍‌-୬ରେ ରହିଲେ…

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ମଉଳିଆ ଆଉ ଏକ ପଦକ ଆଶା। ଡିସ୍‌କସ୍‌ ଥ୍ରୋ ଫାଇନାଲ ମୁକାବିଲାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି କମଲପ୍ରୀତ୍‌ କୌର। ସେ ୬ଷଷ୍ଠ ସ୍ଥାନରେ ରହି ଅଲିମ୍ପିକ୍ସ ଯାତ୍ରା ଶେଷ କରିଛନ୍ତି। ପ୍ରଥମ ଭାରତୀୟ ଭାବେ କମଲପ୍ରୀତ୍‌ ଅଲିମ୍ପିକ୍ସରେ ଟପ୍‌-୬ରେ ଏଣ୍ଟ୍ରି କରିଛନ୍ତି।…

କୋଟିପତି ପିଏସ୍‌ ବିରଞ୍ଚି ସାହୁ…

ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇଥିବା କୁବେର ପିଏସ୍‌ ବିରଞ୍ଚି ନାରାୟଣ ସାହୁ ଚାକିରିରୁ ନିଲମ୍ବିତ। ଶିନବାର ଗିରଫ ହୋଇଥିବା ବିରଞ୍ଚିଙ୍କୁ ସୋମବାର ଓଏସ୍‌ଏସ୍‌ସି ଅଧ୍ୟକ୍ଷ ଚାକିରିରୁ ନିଲମ୍ବିତ କରିଛନ୍ତି। ଶୁକ୍ରବାର ୩ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଥିଲା…

ହକି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା…

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଅଲମ୍ପିକ୍‌ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ। ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି ଭାରତୀୟ ହକି ଦଳ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ କହିଛନ୍ତି, ଆଜି ଯଦି କିଏ ସବୁଠୁ ବେଶି ଖୁସି ଓ ଉତ୍ସାହିତ ହେବା କଥା ସେ…

ପଶୁ କ୍ରୁରତା: ବିଷାକ୍ତ ଇଞ୍ଜେକ୍ସନ ଦେଇ…

ଆନ୍ଧ୍ରପ୍ରଦେଶ: ବିଷାକ୍ତ ଇଞ୍ଜେକ୍ସନ ଦେଇ ୩୦୦ରୁ ଅଧିକ କୁକୁରଙ୍କୁ ହତ୍ୟା। ଏଭଳି ଅଭାବନୀୟ ଘଟଣା ପେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶରେ ୩୦୦ ବୁଲା କୁକୁରଙ୍କୁ ବିଷଦେଇ ମାରି ଦିଆଯାଇଛି ଏବଂ ଆନ୍ଧ୍ରପ୍ରଦେଶ ଗୋଦାବରୀ ଜିଲ୍ଲୀ ନଦୀ କୂଳରେ ପୋତି ଦିଆଯାଇଛି। ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ…

ଗୁଣିଗାରେଡ଼ି ସନ୍ଦେହରେ ୩ଜଣଙ୍କୁ ପିଟି…

ଅନୁଗୁଳ: ଗୁଣି ସନ୍ଦେହରେ ୩ଜଣଙ୍କୁ ପିଟି ପିଟି ମାରି ନଦୀରେ ଫିଙ୍ଗିଦେଇଥିବା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ପାଲଲହଡ଼ା ବ୍ଲକ ଖମାର ଥାନା ଆଦିବାସୀ ସାହିରେ। ଏହି ଘଟଣାରେ ଜଣଙ୍କର ଶବ ମିଳିଥିବା ବେଳେ ଏହି ମାମଲାରେ ପୁଲିସ ୬ଜଣଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ, ଆଦିବାସୀ ସାହିର…