Odisha Link
Bridging the Missing Links in Odisha
Daily Archives

August 2, 2021

ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଥିଲେ…

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଗିରଫ ରାଜ କୁନ୍ଦ୍ରା ଗିରଫ ହୋଇଥିବା ବେଳେ ପୋର୍ଣ୍ଣୋଗ୍ରାଫି ମାମଲାରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦିନକୁ ଦିନ ରାଜ୍ କୁନ୍ଦ୍ରାଙ୍କୁ ନେଇ ବହୁ ଅଭିନେତ୍ରୀ ଓ ମଡେଲେ ନୂଆ ନୂଆ ଖୁଲାସା କରୁଛନ୍ତି। ଏହାରି ଭିତରେ ତାଙ୍କ ଗିରଫଦାରୀର ହୋଇଛି ଖୁଲାସା।…

ଓଏସଏସସି ଅଫିସ ସାମ୍ନାରେ ଛାତ୍ର କଂଗ୍ରେସ…

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ( ଓଏସଏସସି ) ଅଫିସ ସମ୍ମୁଖରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ। ଓଏସଏସସି ନିଯୁକ୍ତିର ତଦନ୍ତ ଦାବିରେ କମିଶନଙ୍କ ଅଫିସ ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି। ଓଏସଏସସିଙ୍କ ପିଏସ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ରେଡ ପରେ ଚାକିରିରେ…

ଅଗଷ୍ଟ ମାସରେ ଆସିପାରେ କରୋନା ତୃତୀୟ…

ନୂଆଦିଲ୍ଲୀ: ଚଳିତ ମାସରେ କୋଭିଡର ତୃତୀୟ ଲହର ଆରମ୍ଭ ହେବ। ଅକ୍ଟୋବରରେ ଏହା ପିକ୍ ହେବ। ଏହି ସମୟରେ ପ୍ରତିଦିନ ସଂକ୍ରମିତ ସଂଖ୍ୟା ୧ଲକ୍ଷ ପାଖାପାଖି ହୋଇପାରେ ସର୍ବାଧିକ ୧ ଲକ୍ଷ ୫୦ ହଜାର ହୋଇପାରେ। ଏଭଳି ଏକ ସମ୍ଭାବ୍ୟ ରିପୋର୍ଟ ଜାରି କରିଛନ୍ତି ଆଇଆଇଟି ହାଇଦ୍ରାବାଦର ପ୍ରଫେସର ମଥୁକୁମାଲି…

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍‌ସ୍ତରରେ ଅଦଳବଦଳ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ରଶ୍ମିରଞ୍ଜନ ନାୟକଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଢେଙ୍କାନାଳର ପିଡି ଡିଆରଡିଏ ଥିବା ନରୋତ୍ତମ ବେହେରାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର…

ସଙ୍ଗୀତକାର ଅନୁ ମଲ୍ଲିକଙ୍କ ନାଁରେ ଚୋରି…

ମୁମ୍ବାଇ: ସଙ୍ଗୀତକାର ଅନୁ ମଲ୍ଲିକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ। ଇସ୍ରାଇଲ୍‌ର ନ୍ୟାସନାଲ୍‌ ଆନ୍ଥେମର ଧୂନ୍‌ ଚୋରି କରିଥିବା ନେଇ ଅଭିଯୋଗ ହୋଇଛି। କିଛି ୟୁଜର୍ସ ଏଭଳି ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ତାଙ୍କୁ ସୋଶାଲ ମିଡିଆରେ ଟ୍ରୋଲ ମଧ୍ୟ କରାଯାଇଛି। ନିକଟରେ ଟୋକିଓରେ ଖେଳାଯାଉଥିବା…

ଆଜିଠୁ ହାଇକୋର୍ଟରେ ଲାଇଭ ଷ୍ଟ୍ରିମିଂ…

କଟକ: ଆଜିଠୁ ହାଇକୋର୍ଟରେ ମାମଲା ଶୁଶାଣିର ସିଧା ପ୍ରସାରଣ ଆରମ୍ଭ। ଏଥିପାଇଁ ଓଡିଶା ହାଇକୋର୍ଟ ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ କରାଯାଇଛି। ତେବେ ମାମଲା ଶୁଣାଣି ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ କରିବେ ହାଇକୋର୍ଟଙ୍କ ଦ୍ୱାରା ଅନୁମତିପ୍ରାପ୍ତ ବ୍ୟକ୍ତି। ସିଧାପ୍ରସାରଣର ୱେବ ଲିଙ୍କ ହାଇକୋର୍ଟଙ୍କ…

ବିଜେପି ନେତାଙ୍କୁ ଆକ୍ରମଣ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଚଁପୁରରେ ବିଜେପି ନେତାଙ୍କୁ ଆକ୍ରମଣ ଅଭିଯୋଗ। ବିଜେପିର ସାଧାରଣ ସଂପାଦକ ତଥା ବଙ୍ଗାଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଜେଶ ନାୟକଙ୍କୁ ଗତକାଲି ରାତିରେ ଧାରୁଆ ଅସ୍ତ୍ରରେ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣ କରି…

ଟୋକିଓ ଅଲିମ୍ପିକ୍ସ: ସେମି ଫାଇନାଲରେ…

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍‌। ସେମି ଫାଇନାଲରେ ପ୍ରବେଶ କରିଛି ଦଳ। ଆଜି ଖେଳା ଯାଇଥିବା ଏକ କ୍ୱାର୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ୧-୦ରେ ହରାଇଛି। ଦଳ ତରଫରୁ ଏହି…

ପୁଣି ଜମ୍ମୁକଶ୍ମୀରରେ ଉଡ଼ିଲା ୪ ସନ୍ଦିଗ୍ଧ…

ଶ୍ରୀନଗର: ପୁଣି ଜମ୍ମୁ ଓ କଶ୍ମୀରରେ ଉଡ଼ିଲା ୪ ସନ୍ଦିଗ୍ଧ ଡ୍ରୋନ୍‌। ଗତକାଲି ରାତି ପ୍ରାୟ ୮.୩୦ରେ ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଗତ ବାରି ବ୍ରାହ୍ମଣ ଅଞ୍ଚଳରେ ୪ଟି ସନ୍ଦିଗ୍ଧ ଡ୍ରୋନ୍‌ ଦୃଶ୍ୟମାନ ହୋଇଥିଲା। ସେଥିରୁ ଗୋଟିଏ ଡ୍ରୋନ୍‌ ଆର୍ମି କ୍ୟାମ୍ପ୍‌ ନିକଟରେ ଉଡୁଥିବା ଦେଖାଯାଇଥିଲା…

ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା

ଜଳେଶ୍ୱର: ଝାଡ଼ଖଣ୍ଡରେ ପ୍ରବଳ ବର୍ଷା କାରଣରୁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍‌ର ୨୦ଟି ଗାଁରେ ବନ୍ୟା ପାଣି ପଶିଛି। ଗତକାଲି ରାତିରେ ବନ୍ୟା ପାଣି ଗାଁରେ ପଶିଥିବା ବେଳେ ସ୍ଥାନୀୟ ଲୋକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗଲୁଡିହ ବ୍ୟାରେଜରୁ ୮ ହଜାର…