Odisha Link
Bridging the Missing Links in Odisha
Daily Archives

August 3, 2021

ଭାରତୀୟ ସେନା ହେଲିକପ୍ଟର…

ଜାମ୍ମୁ: ଜାମ୍ମୁ କାଶ୍ମୀରର କଠୁଆରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଏହି ହେଲିକପ୍ଟର ଦୁର୍ଘଟଣା କଠୁଆର ରଣଜିତ ସାଗର ଡ୍ୟାମ ନିଟକରେ ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଏବେ ସବୁ ପରିସ୍ଥିତିର ଯାଞ୍ଚ ଚାଲିଛି। ଦିନ ପ୍ରାୟ ୧୦ଟା ୨୦ରେ ବାୟୁସେନାର ହେଲିକାପ୍ଟର-୨୫୪ ଆର୍ମି…

କାଲିଠୁ ଖୋଲିବ କଟକର ସବୁ ଧର୍ମାନୁଷ୍ଠାନ

କଟକ: କରୋନା କଟକଣା କୋହଳ ହେଇଥିବା ବେଳେ ଆସନ୍ତା କାଲିଠାରୁ କଟକ ଜିଲ୍ଲାରେ ଖୋଲିବାକୁ ଯାଉଛି ସମସ୍ତ ଧର୍ମାନୁଷ୍ଠାନ। କୋଭିଡ କଟକଣାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଧର୍ମାନୁଷ୍ଠାନ ଖୋଲିବା ସହ କୋଭିଡ୍ ଗାଇଡଲାଇନ୍ ମାନିବା ବାଧ୍ୟତାମୂଳକ କରାଯାଇଛି। ଧର୍ମାନୁଷ୍ଠାନ…

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ। ଛାତ୍ରଛାତ୍ରୀମାନେ ଦୁଇଟି ୱେବସାଇଟ https://cbseresults.nic.in କିମ୍ବା https://cbse.gov.in କିମ୍ବା ଡିଜିଲକର ସାହାଯ୍ୟରେ ନିଜର ଫଳାଫଳ ଦେଖି ପାରିବେ। ଚଳିତ ବର୍ଷ କରୋନା କଟକଣା କାରଣରୁ ପରୀକ୍ଷା ବାତିଲ କରାଯାଇଥିବା ବେଳେ ବିକଳ୍ପ…

ସରକାରଙ୍କୁ ଘେରିବାକୁ ରାହୁଲଙ୍କ…

ନୂଆଦିଲ୍ଲୀ: ସରକାରଙ୍କୁ ଘେରିବାକୁ ରାହୁଲଙ୍କ ବ୍ରେକଫାଷ୍ଟ ପଲିଟିକ୍ସ। ବିରୋଧୀ ଦଳର ଏକତାକୁ ମଜଭୁତ କରିବା ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆରମ୍ଭ କରିଛନ୍ତି ବ୍ରେକଫାଷ୍ଟ ପଲିଟିକ୍ସ। ସମସ୍ତ ବିରୋଧୀ ଦଳ ସାଂସଦ ଏବଂ ଅନ୍ୟ ନେତାଙ୍କ ସହ ଆଜି ସେ ବ୍ରେକଫାଷ୍ଟ କରିଛନ୍ତି ଓ ସଂସଦରେ ସରକାରଙ୍କୁ…

ହାଇକୋର୍ଟ ଶୁଣାଣିର ଲାଇଭ ଷ୍ଟ୍ରିମିଂକୁ…

କଟକ: ଗତକାଲିଠୁ ହାଇକୋର୍ଟରେ ମାମଲା ଶୁଶାଣିର ସିଧା ପ୍ରସାରଣ ଆରମ୍ଭ ହୋଇଥିବା ବେଳେ ଆଜି ଏହାକୁ ବିରୋଧ କରୁଛି ହାଇକୋର୍ଟ ବାର ଆସୋସିଏସନ। ଆଇନଜୀବୀମାନେ ସିଧାପ୍ରସାରଣକୁ ବିରୋଧ କରି ମୁଖ୍ୟ ବିଚାରପତିଙ୍କ କୋର୍ଟକୁ ବର୍ଜନ କରଛନ୍ତି। ହାଇକୋର୍ଟ ଅଫ ଓଡ଼ିଶା ଲାଇଭ ଷ୍ଟ୍ରିମିଂ ଅଫ କୋର୍ଟ ପ୍ରୋସଡିଂ ରୁଲ୍ସ…

ଆଜି ଅପରାହ୍ନ ୧୨ଟାରେ ପ୍ରକାଶ ପାଇବ…

ନୂଆଦିଲ୍ଲୀ: ଆଜି ଅପରାହ୍ନ ୧୨ଟାରେ ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳ। ଏନେଇ ସିବିଏସଇ ଏଚକ୍ୟୁ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାାଇଛି। ଛାତ୍ରଛାତ୍ରୀମାନେ https://cbseresults.nic.in କିମ୍ବା https://cbse.gov.in କିମ୍ବା ଡିଜିଲକର ସାହାଯ୍ୟରେ ନିଜର ଫଳାଫଳ ପାଇ ପାରିିବେ। ଏହା ପୂର୍ବରୁ…

ପେଗାସସ ମାମଲା: ତିନି ସାମ୍ବାଦିକଙ୍କ…

ନୂଆଦିଲ୍ଲୀ: ପେଗାସସ ପ୍ରସଙ୍ଗକୁ ନେଇ ସାରା ଦେଶରେ ତମ୍ବି ତୋଫାନ ଚାଲିତିବା ବେଳେ ଚାଞ୍ଚଲ୍ୟକର ତ‌ଥ୍ୟ ରଖିଛି ଫ୍ରାନ୍ସର ଗୁଇନ୍ଦା ସଂସ୍ଥା। ଫ୍ରାନ୍ସର ତିନି ଜଣ ସାମ୍ବାଦିକଙ୍କ ଫୋନରେ ସ୍ପାଇଓ୍ୱେୟାର ଠାବ ହୋଇଛି ବୋଲି କହିଛି ଫ୍ରାନ୍ସର ଗୁଇନ୍ଦା ସଂସ୍ଥା। ପେଗାସସ ଜରିଆରେ ଫ୍ରାନ୍ସ ରାଷ୍ଟ୍ରପତି…

୨୪ ବିଶ୍ୱବିଦ୍ୟାଳୟକୁ ବେଆଇନ୍‌ ଘୋଷଣା…

ନୂଆଦିଲ୍ଲୀ: ଦେଶର ୨୪ଟି ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟକୁ ବେଆଇନ୍ ଘୋଷଣା କଲା ୟୁଜିସି।ଏସବୁ ବିଶ୍ୱବିଦ୍ୟାଳୟ ୧୯୫୬ ମାନଦଣ୍ଡର ନିୟମ ଉଲଂଘନ କରିଥିବା ନେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଭିନ୍ନ ଛାତ୍ର ସଂଗଠନ, ଅଭିଭାବକ ଓ ଗଣମାଧ୍ୟମ ପକ୍ଷରୁ ନକଲି ଶିକ୍ଷନୁଷ୍ଠାନ…

ପୁଣି ଉହାନରେ ମାତିଲା କରୋନା

ବେଜିଂ: କରୋନାର ଉତ୍ପତ୍ତିସ୍ଥଳ ଉହାନରେ ପୁଣି ମାତିଲା କରୋନା କାୟା। ସଂକ୍ରମଣ ପଢ଼ିବା ପରେ ଚୀନ୍ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ସବୁ ନାଗରିକଙ୍କ କରୋନା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଉହାନରେ ପ୍ରଥମେ କରୋନା ଜୀବାଣୁ ସଂକ୍ରମଣର ମାମଲା ରିପୋର୍ଟ କରାଯାଇଥିଲା। ୱୁହାନର…

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା:…

ଭୁବନେଶ୍ୱର: ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୨୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମୃତ୍ୟୁ ଉପରୁ ପରଦା ହଟୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଅପରପକ୍ଷେ ଶରୀରର ୯୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ି…