Odisha Link
Bridging the Missing Links in Odisha
Daily Archives

August 4, 2021

ରାଜ୍ୟସଭାରେ ହଙ୍ଗାମା: ଟିଏମ୍‌ସିର ୬…

ନୂଆଦିଲ୍ଲୀ: ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହୋହାଲ୍ଲାକୁ ନେଇ ୬ ସାଂସଦ ନିଲମ୍ୱିତ। ସଂସଦରୁ ୬ ତୃଣମୂଳ କଂଗ୍ରେସ ସାଂସଦଙ୍କୁ ନିଲମ୍ୱିତ କରିଛନ୍ତି ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ। ସେମାନଙ୍କୁ ଗୃହରୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରାଯାଇଛି । ୬ ଟିଏମ୍‌ସି ସାଂସଦ ଅର୍ପିତା…

ସ୍ତ୍ରୀଙ୍କ ସହ ଅନ୍ତରଙ୍ଗ ବେଳର ଭିଡିଓ…

ଭୁବନେଶ୍ୱର: ସୁନ୍ଦରପଦା ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ନାଁରେ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ।ମୋର ପ୍ରାଇଭେଟ୍ ଭିଡିଓକୁ ମୋ ଫେସବୁକ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ କ୍ୟାପସନ୍ ଲେଖି ଅପଲୋଡ୍ କରିଥିଲା।” ଅଭିଯୋଗ ଅନୁସାରେ, ଯୌତୁକ ଦାବି କରି ସ୍ୱାମୀ ପ୍ରଥମେ ତାଙ୍କୁ ମାରପିଟ୍ କରୁଥିଲେ। ଏବେ…

ଟ୍ରେଣ୍ଡ କରୁଛି ଲାରା ଦତ୍ତଙ୍କ ନୂଆ ଲୁକ୍

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ବେଲ୍‌ ବଟମ୍‌'ର ଟ୍ରେଲର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଛାଇ ଯାଇଛି। ଏଥିଣେ ଲାରା ଦତ୍ତଙ୍କ ନୂଆ ଲୁକ୍‌ରେ ନଜର ଆସିଛନ୍ତି। ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଟ୍ରେଲରରେ ଲାରା ଦତ୍ତ ଅବିକଳ ଇନ୍ଦିରା ଗାନ୍ଧିଙ୍କ ପରି ଦେଖିବାକୁ…

ଅଫିସ ପାଇଁ ନୂଆ ନିର୍ଦ୍ଦେଶନାମା:…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସବୁ ଅଫିସଗୁଡ଼ିକ ପରିଚାଳନା ନିମନ୍ତେ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି।ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ କୁମାର ଚୋପ୍ରା ଆଜି ଅଗଷ୍ଟ ମାସରୁ ରାଜ୍ୟ ସରକାରଙ୍କ ସବୁ ଅଫିସଗୁଡ଼ିକ ପରିଚାଳନା ନିମନ୍ତେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି।…

ବାହାର ରାଜ୍ୟରୁ ଓଡ଼ିଶା ଆସିବାକୁ ହଟିଲା…

ଭୁବନେଶ୍ବର: ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ହଟିଲା କରୋନା କଟକଣା। ଓଡ଼ିଶା ଆସିବାକୁ ଏବେ ଆଉ ଦରକାର ହେବନି କୋଭିଡ ନେଗେଟିଭ ରିପୋର୍ଟ। କରୋନା ସଂକ୍ରମଣ କମିବା ପରେ କଟକଣା ହଟାଇଲେ ଓଡ଼ିଶା ସରକାର। ଏବେ ଆଣ୍ଟିଜେନ ଓ ଆରଟିପିସିିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ ନାହିଁ। ଏନେଇ…

ଅଗଷ୍ଟ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକମଣ କମୁଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ କ୍ଲାସ ରୁମ ପାଠ ପଢା ଆରମ୍ଭ ହୋଇଛି।। ତେବେ ଏହା ଭିତରେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିିଷ୍ପତ୍ତି ନିଆଯାଇଛି। ଆସନ୍ତା ଅଗଷ୍ଟ ୯ ତାରିଖ ଦିନ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିିଷ୍ପତ୍ତି ନିଆଯାଇଛି।…

ସଇନାତ ସ୍ବାମୀ: ସ୍ତ୍ରୀକୁ ପେଟ୍ରୋଲ…

ଖଲ୍ଲିକୋଟ: ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସାନ ଆର୍ଯ୍ୟପଲ୍ଲୀ ଗାଁରେ। ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।…

ପିଏସ୍ ବିରଞ୍ଚିଙ୍କ ଅର୍ଥ କାରବାର ମାମଲାର…

ଭୁବନେଶ୍ୱର: କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଅର୍ଥ କାରବାରର ତଦନ୍ତ କରିବ ଇଡି। ଆୟ ବର୍ହିଭୁତ ସମ୍ପତି ଅଭିଯୋଗରେ ଗିରଫ ହୋଇଥିବା ପିଏସ୍ଙ୍କ ମାମଲାର ତଦନ୍ତ କରିବ ଇଡି। କେଉଁ ଉପାୟରେ ଏତେ ଟଙ୍କା ଆସୁଥିଲା ସେସବୁର ଖୋଳତାଡ଼ କରାଯିବ ଇଡି। ଅର୍ଥ ହଡ଼ପ ମାମଲାର ତଦନ୍ତ ଉଭୟ ଭିଜିଲାନ୍ସ ଏବଂ…

ଭାରତକୁ ମିଳିଲା ଆଉ ଏକ ପଦକ, ମହିଳା…

ଟୋକିଓ: ଭାରତକୁ ମିଳିଲା ଆଉ ଏକ ପଦକ । ମହିଳା ବକ୍ସିଂରେ ଭାରତ ପାଇଁ ପଦକ ଜିତିଲେ ଲଭଲିନା ବିଶ୍ୱ ଚାମ୍ପିଅନ୍ ବୁସେନାଜ୍ ସୁରମେନେଲିଙ୍କ ବିପକ୍ଷରେ ସେମିଫାଇନାଲ ମ୍ୟାଚ୍ ହାରିଛନ୍ତିଭାରତୀୟ ବକ୍ସର ଲଭଲିନା।ଫଳରେ ତାଙ୍କୁ ବ୍ରୋଞ୍ଜରେ ସନ୍ତୁଷ୍ଟି ହେବାକୁ ପଡିଛି। ୬୯ କେଜି ବର୍ଗରେ ତୁର୍କି…

ଆଜିଠୁ ଖୋଲିଲା ମା’ ବିରଜାଙ୍କ ମନ୍ଦିର

ଯାଜପୁର: ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଅଗଷ୍ଟ ଗାଇଡଲାଇନ ମୁତାବକ ରାଜ୍ୟରେ ମନ୍ଦିର ଖୋଲିବା ଲାଗି ଅନୁମତି ମିଳିଛି। ତେବେ ଏହି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ହାତରେ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲୁଥିବା ବେଳେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ଖୋଲିଛି।…