Odisha Link
Bridging the Missing Links in Odisha

ପିଏସ୍ ବିରଞ୍ଚିଙ୍କ ଅର୍ଥ କାରବାର ମାମଲାର ତଦନ୍ତ କରିବ ଇଡି

ଭୁବନେଶ୍ୱର: କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଅର୍ଥ କାରବାରର ତଦନ୍ତ କରିବ ଇଡି। ଆୟ ବର୍ହିଭୁତ ସମ୍ପତି ଅଭିଯୋଗରେ ଗିରଫ ହୋଇଥିବା ପିଏସ୍ଙ୍କ ମାମଲାର ତଦନ୍ତ କରିବ ଇଡି। କେଉଁ ଉପାୟରେ ଏତେ ଟଙ୍କା ଆସୁଥିଲା ସେସବୁର ଖୋଳତାଡ଼ କରାଯିବ ଇଡି। ଅର୍ଥ ହଡ଼ପ ମାମଲାର ତଦନ୍ତ ଉଭୟ ଭିଜିଲାନ୍ସ ଏବଂ ପ୍ରବର୍ତ୍ତନ ମନ୍ତ୍ରଣାଳୟ କରିବେ ।

ଯେଉଁ ପିଲାମାନେ ପିଏସ୍ ଙ୍କୁ ଚାକିରୀ ପାଇଁ ଟଙ୍କା ଦେଉଥିଲେ ସେମାନଙ୍କୁ ନେଇ ମଧ୍ୟ ଯାଞ୍ଚ କରିପାରେ ଇଡି। ମନି ଲଣ୍ଡରିଂ ଓ ଚାକିରୀ ଆଶାୟୀଙ୍କ ଠାରୁ ଅର୍ଥ ସଂଗ୍ରହର ପୂରା ତଥ୍ୟ ଓଗାଳିବ ପ୍ରବର୍ତ୍ତନ ମନ୍ତ୍ରଣାଳୟ। ଏତେ ବଡ଼ କେଳେଙ୍କାରୀରେ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି ତାର ମଧ୍ୟ ଖୋଳତାଡ କରାଯିବ।

Leave A Reply

Your email address will not be published.