Odisha Link
Bridging the Missing Links in Odisha
Daily Archives

August 4, 2021

ସିବିଏସ୍‌ସି ଦଶମ ଅଫଲାଇନ ପରୀକ୍ଷା ତାରିଖ…

ନୂଆଦିଲ୍ଲୀ: ଗତକାଲି ପ୍ରକାଶ ପାଇଛି ସିବିଏସ୍‌ସି ଦଶମ ଶ୍ରେଣୀ ପରୀକ୍ଷା ଫଳ। ଦଶମ ପାସ ହାର ୯୯.୦୪ ପ୍ରତିଶତ ରହିଛି। ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇ ବୋର୍ଡ ପକ୍ଷରୁ ଅଫ ଲାଇନ ପରୀକ୍ଷା ନେଇ ଘୋଷଣା କରାଯାଇଛି। ଅଫଲାଇନ ପରୀକ୍ଷା ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହେବ। ପରୀକ୍ଷା…

ହନି ସିଂହଙ୍କ ନାଁରେ ଏତଲା, ଅଭିଯୋଗ ଆଣି…

ମୁମ୍ବାଇ: ବଲିଉଡ୍ କଣ୍ଠଶିଳ୍ପୀ ତଥା ରାପର ହନି ସିଂହଙ୍କ ବିରୋଧରେ ଥାନାରେ ଏତଲା। ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ପତ୍ନୀ ଶାଲିନୀ ତଲୱାର। କେବଳ ହନି ସିଂହ ନୁହଁନ୍ତି ତାଙ୍କ ପରିବାର ଲୋକଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ଶାଲିନୀ, ଯାହାକୁ ନେଇ ଦିଲ୍ଲୀ ତିଶ ହଜାରି କୋର୍ଟ ହନି…

ରାଜଧାନୀରେ ଡେଙ୍ଗୁ ଆତଙ୍କ: ଦିନକରେ ୫୦…

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ ଆତଙ୍କ। ଦିନକୁ ଦିନ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ୫୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୪କୁ ବୃଦ୍ଧି ପାଇଛି। ଡେଙ୍ଗୁ ପ୍ରକୋପକୁ ରୋକିବା…

ଆଜି ରେଙ୍ଗାଳି ଡ୍ୟାମ୍‌ରୁ ଛଡ଼ାଯିବ…

ଅନୁଗୁଳ: ଆଜି ରେଙ୍ଗାଳି ଡ୍ୟାମରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ହୋଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୧୧୯.୬୯ ରହିଥିଲା। ଜଳଭଣ୍ଡାରରେ ଜଳସ୍ତର ୧୧୬.୪୦ ମିଟର ରହିବା କଥା କିନ୍ତୁ ଉପରମୁଣ୍ଡରେ ବର୍ଷା ଜାରି ରହିବା ଫଳରେ…

ଟୋକିଓ ଅଲିମ୍ପିକ୍ସ: ପୁରୁଷ ରେସଲିଂ…

ଟୋକିଓ: ଟୋକିଓ ଅଲିମ୍ପିକ୍ସ ପୁରୁଷ ରେସଲିଂର କ୍ୱାର୍ଟରରେ ରବି ଦାହିୟା। ଭାରତୀୟ ରେସଲର ରବି ଦାହିୟା ୫୭ କେ.ଜି ଫ୍ରି ଷ୍ଚାଇଲରେ କଲମ୍ବିଆ ପ୍ରତିଦ୍ୱନ୍ଦ୍ୱିଙ୍କୁ ହରାଇଛନ୍ତି। ରବି କୁମାର ୧୩-୨ରେ ଏହି ବିଜୟ ହାସଲ କରିଛନ୍ତି। ପ୍ରଥମ ରାଉଣ୍ଡରେ ଉଭୟ ଖେଳାଳିଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା।…

ଆଜିଠୁ ବିରଞ୍ଚି ସାହୁଙ୍କୁ ମାରାଥନ ଜେରା…

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଗିରଫ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟ ପିଏସ ବିରଞ୍ଚି ନାରାୟଣଙ୍କ ସମ୍ପତିର ଖୋଳତାଡ଼ କରିବ ଭିଜିଲାନ୍ସ। ବିରଞ୍ଚି ନାରାୟଣଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ। ବେଆଇନ ଆୟର ଉତ୍ସ ଓ ନିଯୁକ୍ତି ଜାଲିଆତି ସମ୍ପର୍କରେ ଅଧିକ ତଥ୍ୟ ହାସଲ…

ଥମୁନି ମୃତ୍ୟୁହାର: କରୋନା ନେଲା ଆଉ ୬୬…

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ହେଲେ ଥମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୧୩୧୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧୬୮କୁ ବୃଦ୍ଧି…

ରାଜ୍ୟରେ କରୋନା: ୨୪ ଘଣ୍ଟାରେ ୧୩୧୫…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ହାର କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୭୬୨କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୫୫୩ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଟୋକିଓ ଅଲିମ୍ପିକ୍ସ: ଜାଭେଲିନ୍ ଥ୍ରୋ…

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଜାଭେଲିନ୍ ଥ୍ରୋରେ ଭାରତୀୟ ଖେଳାଳି ନୀରଜ ଚୋପ୍ରାଙ୍କ ଦମଦାର ପ୍ରଦର୍ଶନ। ନୀରଜ ସେମିଫାଇନାଲ ରାଉଣ୍ଡରେ ୮୬. ୬୫ ମିଟର ଥ୍ରୋ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି ଏହି ଦମଦାର ପ୍ରଦର୍ଶନ ଫଳରେ ନୀରଜ ପଦକ ଆଶା ଉଜ୍ଜିବୀତ କରିଛନ୍ତି। ଫାଇନାଲରେ ପହଞ୍ଚିବାକୁ ୮୩. ୫୦…

ଶ୍ରୀମନ୍ଦିର ଖୋଲିବା ନେଇ ଆଜି ବସିବ…

ପୁରୀ: ଅଗଷ୍ଟ ଅନଲକ୍ରେ ରାଜ୍ୟରେ ମନ୍ଦିର ଖୋଲିବା ଲାଗି ଅନୁମତି ମିଳିଛି। ତେବେ ଏହି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ହାତରେ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲୁଥିବା ବେଳେ ଶ୍ରୀମନ୍ଦିର ଖୋଲିବା ନେଇ ଆଜି ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯିବ। କେବେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର…