Odisha Link
Bridging the Missing Links in Odisha

ଭାରତକୁ ମିଳିଲା ଆଉ ଏକ ପଦକ, ମହିଳା ବକ୍ସିଂରେ ଲଭଲିନାଙ୍କୁ ବ୍ରୋଞ୍ଜ

ଟୋକିଓ: ଭାରତକୁ ମିଳିଲା ଆଉ ଏକ ପଦକ । ମହିଳା ବକ୍ସିଂରେ ଭାରତ ପାଇଁ ପଦକ ଜିତିଲେ ଲଭଲିନା ବିଶ୍ୱ ଚାମ୍ପିଅନ୍ ବୁସେନାଜ୍ ସୁରମେନେଲିଙ୍କ ବିପକ୍ଷରେ ସେମିଫାଇନାଲ ମ୍ୟାଚ୍ ହାରିଛନ୍ତିଭାରତୀୟ ବକ୍ସର ଲଭଲିନା।ଫଳରେ ତାଙ୍କୁ ବ୍ରୋଞ୍ଜରେ ସନ୍ତୁଷ୍ଟି ହେବାକୁ ପଡିଛି।

୬୯ କେଜି ବର୍ଗରେ ତୁର୍କି ପ୍ରତିଯୋଗିଙ୍କଠାରୁ ହାରିଛନ୍ତି। ମ୍ୟାଚ ଆରମ୍ଭରୁ ସେ ଦମଦାର ପ୍ରଦର୍ଶନ କରିଥିଲେ। ହେଲେ ୨ ରାଉଣ୍ଡରୁ ତାଙ୍କର ପ୍ରଦର୍ଶନ ଖରାପ ହୋଇଥିଲା। ଫଳରେ ତାଙ୍କୁ ବ୍ରୋଞ୍ଜରେ ସନ୍ତୁଷ୍ଟି ହେବାକୁ ପଡିଛି।

Leave A Reply

Your email address will not be published.