Odisha Link
Bridging the Missing Links in Odisha

ଟୋକିଓ ଅଲିମ୍ପିକ୍ସ: ପୁରୁଷ ରେସଲିଂ କ୍ୱାର୍ଟର ଫାଇନାଲରେ ରବି ଦାହିୟା

ଟୋକିଓ: ଟୋକିଓ ଅଲିମ୍ପିକ୍ସ ପୁରୁଷ ରେସଲିଂର କ୍ୱାର୍ଟରରେ ରବି ଦାହିୟା। ଭାରତୀୟ ରେସଲର ରବି ଦାହିୟା ୫୭ କେ.ଜି ଫ୍ରି ଷ୍ଚାଇଲରେ କଲମ୍ବିଆ ପ୍ରତିଦ୍ୱନ୍ଦ୍ୱିଙ୍କୁ ହରାଇଛନ୍ତି। ରବି କୁମାର ୧୩-୨ରେ ଏହି ବିଜୟ ହାସଲ କରିଛନ୍ତି।

ପ୍ରଥମ ରାଉଣ୍ଡରେ ଉଭୟ ଖେଳାଳିଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା। ହେଲେ ଦ୍ୱିତୀୟ ରାଉଣ୍ଡରେ କଲମ୍ବିଆ ପ୍ରତିଦ୍ୱନ୍ଦ୍ୱିଙ୍କ ଉପରେ ଭାରି ପଡ଼ିଥିଲେ ଭାରତର ରବି ତାହିୟା।

Leave A Reply

Your email address will not be published.