Odisha Link
Bridging the Missing Links in Odisha
Daily Archives

August 5, 2021

ରେକର୍ଡ କଲେ ଓଡ଼ିଆ ଝିଅ ପ୍ରିଶା ସ୍ୱାଇଁ,…

ଆମାଚିଓ: ଆମେରିକାରେ ରେକର୍ଡ କଲେ ଓଡ଼ିଆ ଝିଅ ପ୍ରିଶା ସ୍ୱାଇଁ। ଆମେରିକାର ଆମାଚିଓର ଆଥଲେଟିକ ୟୁନିଅନ୍ ଆନୁକୂଲ୍ୟରେ ଆୟୋଜିତ ଟାଏକ୍ୱୋଣ୍ଡୋ ନ୍ୟାଶନାଲ ଚାମ୍ପିଅନସିପରେ ପ୍ରିଶା ୬ରୁ ୭ବର୍ଷ କାଟାଗୋରୀରେ ଇଣ୍ଟରମିଡିଏଟ୍ ବେଲ୍ଟ ଫିମେଲ ଓପନ ଟ୍ରାଡିସନାଲ ଫର୍ମରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇ ଏହି ସଫଳତା ହାସଲ…

ବିଜୟ ପରେ ଖେଳାଳିଙ୍କ ସହ ଫୋନରେ କଥା…

ଟୋକିଓ: ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି ଭାରତୀୟ ହକି ଦଳ। ଏହି ଐତିହାସିକ ମୁହୁର୍ତ୍ତର ସାକ୍ଷୀ ପାଲଟିଛି ସାରା ଦେଶ। ଶକ୍ତିଶାଳୀ ଜର୍ମାନୀକୁ ୫-୪ରେ ହରାଇ ବ୍ରୋଞ୍ଜ ଜିତିଛି ଭାରତ। ମ୍ୟାଚ୍ ଜିତିବା ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ…

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଉଡିଲା…

ମାଲକାନଗିରି: ମାଲକାନଗିରି-ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋର। ବିସ୍ଫୋରଣରେ ଉଡିଲା ଯାତ୍ରୀବାହୀ ବୋଲେରୋ। ୧୨ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଦନ୍ତେୱାଡା ମେଡିକାଲକୁ ପଠାଯାଇଛି । ଘଟଣାସ୍ଥଳରେ ଦନ୍ତେୱାଡା ଏସପି ଅଭିଷେକ…

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ଆଜି ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା। କରୋନାର ଦ୍ୱିତୀୟ ଲହର ଯୋଗୁଁ ମଇ ୧ ତାରିଖରୁ ଭିତରକନିକାକୁ ବନ୍ଦ ରଖାଯାଇଥିଲା। ରାଜ୍ୟ ସରକାରଙ୍କ ଅଗଷ୍ଟ ମାସର ଗାଇଡଲାଇନ ଆସିବା ପରେ ବନବିଭାଗ ତରଫରୁ  ଦୀର୍ଘ ତିନି ମାସ ପରେ ଆଜି ଭିତରକନିକା ଖୋଲାଯାଇଛି। ଏ ନେଇ ଭିତରକନି କର୍ତ୍ତୃପକ୍ଷ…

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଝାରସୁଗୁଡାର ୧୨୬ ବର୍ଷ ପୁରୁଣା ପୋଷ୍ଟ ଅଫିସ୍‌କୁ ‘ଐତିହ୍ୟ ପୋଷ୍ଟ ଅଫିସ୍ ସୌଧ’ ଭାବେ ଘୋଷଣା କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଏହାର ପୁନଃଉଦ୍ଧାର,…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ…

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ପ୍ରଶାନ୍ତ କିଶୋର। କଂଗ୍ରେସରେ ସାମିଲ୍ ହେବା ନେଇ ଚର୍ଚ୍ଚା ଭିତରେ ଆଜି ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି। ଖୁବ ଶୀଘ୍ର ସେ କଂଗ୍ରେସରେ ଯୋଗ ଦେବେ ବୋଲି ସୂଚନା ରହିଛି। ପ୍ରଶାନ୍ତ କଂଗ୍ରେସରେ…

ହାଇକୋର୍ଟ ଶୁଣାଣିର ସିଧାପ୍ରସାରଣକୁ ନେଇ…

କଟକ: ହାଇକୋର୍ଟ ଶୁଣାଣିର ସିଧାପ୍ରସାରଣକୁ ନେଇ ବାର ଆସୋସିଏସନର ପ୍ରତିବାଦ ଜାରି ରହିଛି। ଗତ ୨ ତାରିଖ ଦିନ ୨ଟାରୁ ବିଚାରପତିଙ୍କ କୋର୍ଟ କାର୍ଯ୍ୟରେ ଯୋଗ ନଦେବା ପାଇଁ ହାଇକୋର୍ଟ ବାର ଆସୋସିଏସନ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି କରାଯାଇଥିଲା। ଆଗାମୀ ୯ ତାରିଖ ପର୍ଯ୍ୟନ୍ତ ଏହାକୁ ବଳବତ୍ତର ରଖିବା…

ଗ୍ୟାସ୍ ସିଲିଣ୍ଡର ଫାଟି ଲାଗିଲା ନିଆଁ

କୋଣାର୍କ: ଫାଟିଲା ଗ୍ୟାସ୍ ସିଲିଣ୍ଡର। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତରେ ଅଘଟଣ। ଶିଶୁଅ ପଞ୍ଚାୟତ କଟକଣା ଗାଁର ଶରତ ପ୍ରଧାନଙ୍କ ଘରେ ଗ୍ୟାସ୍ ଟାଙ୍କି ଫାଟି ନିଆଁ ଲାଗିଯାଇଛି। ଗତକାଲି ବିଳମ୍ବିତ ରାତିରେ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା। ଫଳରେ ୪ଟି ଛେଳି ଜୀବନ୍ତ ଦଗ୍ଧ…

ବ୍ରୋଞ୍ଜ ପଦକ ଜିତିବା ପରେ ଭାରତୀୟ ହକି…

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ଐତିହାସିକ ବିଜୟ। ଦୀର୍ଘ ୪୧ବର୍ଷ ପରେ ଭାରତୀୟ ହକି ଟିମ୍‌କୁ ମଳିଛି ପଦକ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ବ୍ରିଲିଆଣ୍ଟ ଇନ୍ ବ୍ଲୁ ଲେଖି ଭାରତୀୟ ହକି ଟିମକୁ ପ୍ରଶଂସା କରିଛନ୍ତି ନବୀନ।…

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା: ପୁଲିସ୍‌କୁ…

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୩ ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମୃତ୍ୟୁ ଉପରୁ ପରଦା ହଟୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ଗଜପତି ପୋଲିସ ଡିଏଫ୍ଓ ଏବଂ…