Odisha Link
Bridging the Missing Links in Odisha
Daily Archives

August 6, 2021

ରଙ୍ଗେଇଲୁଣ୍ଡା ଓ ଜୟପୁରରୁ ଉଡିବ ବିମାନ

ଜୟପୁର: ଖୁବଶୀଘ୍ର ରଙ୍ଗେଇଲୁଣ୍ଡା ଓ ଜୟପୁରରୁ ଉଡିବ ବିମାନ। ଉଡାନ ଯୋଜନାରେ ଦୁଇଟି ସ୍ଥାନରୁ ବିମାନ ଉଡିବା ନେଇ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇଟି ଏୟାରଷ୍ଟ୍ରିପ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇ ସାରିଲାଣ । ତେଣୁ ଖୁବଶୀଘ୍ର ବିମାନ ଚଳାଚଳକୁ ଅନୁମତି ମିଳିବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ…

ମହିଳା ହକି ଟିମ୍‌ର ଲଢ଼ୁଆ ପ୍ରଦର୍ଶନ…

ଭୁବନେଶ୍ୱର:  ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ମହିଳା ହକି ଦଳ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଛି। ଦଳ ଭଲ ଖେଳିଥିଲେ ବି ୪-୩ ଗୋଲ୍‌ରେ ଗ୍ରେଟ୍ ବ୍ରିଟେନ୍ ଠାରୁ ପରାସ୍ତ ହୋଇଛି। ହାରିଯିବା ପରେ ଭାରତୀୟ ଦଳର ଖେଳାଳିମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ବ୍ରିଟେନ୍ ଠାରୁ ପରାସ୍ତ ପରେ ଦିଲ୍ଲୀପଙ୍କ…

ଅଗଷ୍ଟ ୧୬ରୁ ଖୋଲିବ କଲେଜ ଓ…

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ କ୍ଲାସ ରୁମ ପାଠ ପଢା ଆରମ୍ଭ ହୋଇଥିବା ବେଳେ  ଅଗଷ୍ଟ ୧୬ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାବାକୁ ନିିଷ୍ପତ୍ତି ନିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। ପିଜି ପ୍ରଥମ ବର୍ଷ ଓ ୟୁଜି…

ମହିଳା ହକି ଟିମ୍‌ର ଲଢ଼ୁଆ ପ୍ରଦର୍ଶନ:…

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହିବା ପରେ ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ମହିଳା ହକି ଟିମ୍ ଅଳ୍ପକେ ପଦକରୁ ବଞ୍ଚିତ ହୋଇଛି। କିନ୍ତୁ ସେମାନେ ଯେଉଁଭଳି ଲଢ଼ୁଆ ଖେଳ ପ୍ରଦର୍ଶନ କରିଛନ୍ତି ସାରା ଦେଶ ସେମାନଙ୍କ ପାଇଁ…

ଏସ୍‌ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା…

ଭୁବନେଶ୍ବର: ଏସ୍‌ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ବ୍ୟବସାୟୀ। ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକ ନିକଟରୁ ୩ ବ୍ୟବସାୟୀଙ୍କୁ ଗିରଫ କରିଛି ଏସ୍‌ଟିଏଫ୍। ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବା ଏସ୍‌ଟିଏଫ୍ ଟିମ୍‌ ଚଢ଼ଉ କରିଛି। ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି।…

୭ମଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ…

ମୁମ୍ବାଇ: ଆଜିକୁ ମିଶାଇ ୭ମଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଛି। ଲାଗି ରହିଥିବା ଅନିଶ୍ଚିତତା ଏବଂ ବୈଶ୍ବିକ ଆର୍ଥିକ ବଜାରରେ ଦ୍ରୁତ ପରିବତ୍ତର୍ନ ମଧ୍ୟରେ ଦେଶରେ ଚାଲିଥିବା ଅଭିବୃଦ୍ଧି ସୁଧାରରେ ସହଯୋଗ କରିବା ଲାଗି ଏହା ଆବଶ୍ୟକ ବୋଲି ରିଜର୍ଭ ବ୍ୟାଙ୍କ୍‌…

ସ୍କୁଲ ଫି’କୁ ନେଇ ଅପମାନିତ କଲେ…

ଉତ୍ତର ପ୍ରଦେଶ: କରୋନା ମହାମାରୀ କାରଣରୁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ଯାଇଥିବାରୁ ସ୍କୁଲ ଫି ଦେବାକୁ ଅନେକ ଅଭିଭାବକଙ୍କ ପାଇଁ କଷ୍ଟ ସାଧ୍ୟ ହୋଇପଡ଼ିଛି। ହେଲେ ସ୍କୁଲ ଫି ଆଦାୟ କରିବାକୁ ପିଲାଙ୍କ ଉପରେ ମାନସିକ ଚାପ ପକାଇବାକୁ ପଛାଉ ନାହାନ୍ତି। ଏହାରି ମଧ୍ୟରେ ସ୍କୁଲ ଫି ଯୋଗୁଁ ଜଣେ ଛାତ୍ରୀଙ୍କ ଜୀବନ…

ଖୋଲିଲା ବାବା ଧବଳେଶ୍ୱରଙ୍କ ମନ୍ଦିର

କଟକ: ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠ। ଉପଜିଲ୍ଲାପାଳଙ୍କ ବୈଠକ ପରେ ସାଧାରଣ ଦର୍ଶନକୁ ଅନୁମତି ମିଳିଛି। ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ହେଲେ ମନ୍ଦିର ମଧ୍ୟକୁ ଭୋଗ ନେଇ ଯାଇପାରିବେନି। ଏହାସହ ମନ୍ଦିର ଭିତରେ ମାସ୍କ ବାଧ୍ୟତା ମୂଳକ କରାଯାଇଛି। ଗର୍ଭବତୀ ମହିଳା ୧୦ ବର୍ଷରୁ…

ରେସଲିଂ ସେମିଫାଇନାଲରେ ବଜରଙ୍ଗ ପୁନିଆ

ଟୋକିଓ: ଆଜି ଟୋକିଓ ଅଲିମ୍ପିକ୍ସର ୧୫ତମ ଦିବସରେ ରେସଲିଂରେ ସାନଦାର୍ ପ୍ରଦର୍ଶନ କରିଛନ୍ତି ବଜରଙ୍ଗ ପୁନିଆ। ରେସଲିଂ ସେମିଫାଇନାଲରେ ପ୍ରବେଶ କଲେ ଭାରତୀୟ ରେସଲର ବଜରଙ୍ଗ ପୁନିଆ। ୬୫ କେ.ଜି ବର୍ଗରେ ଇରାନ୍ ପ୍ରତିଦ୍ୱନ୍ଦ୍ୱି ମୋର୍ତେଜା ଗିୟାସିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି ବଜରଙ୍ଗ…

ଥମୁନି ମୃତ୍ୟୁସଂଖ୍ୟା: କରୋନା ନେଲା ଆଉ…

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୧୨୦୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୩୦୨କୁ ବୃଦ୍ଧି ପାଇଛି।…