Odisha Link
Bridging the Missing Links in Odisha

ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ନୀରଜ ଚୋପ୍ରା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ। ଅଲିମ୍ପିକ୍ସରେ ଇତିହାସ ଲେଖିଲେ ନୀରଜ ଚୋପ୍ରା। ଜାଭଲିନ୍ ଥ୍ରୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ।

Leave A Reply

Your email address will not be published.