Odisha Link
Bridging the Missing Links in Odisha
Daily Archives

August 7, 2021

ପତ୍ନୀଙ୍କ ଅଭିଯୋଗ ନେଇ ମୁହଁ ଖୋଲିଲେ ହନି…

ମୁମ୍ବାଇ: ପତ୍ନୀ ସାଲିନୀ ତଲୱାରଙ୍କ ଘରୋଇ ହିଂସା ଅଭିଯୋଗ ପରେ ନିରବତା ଭାଙ୍ଗିଲେ ରାପର୍‌ ହନି ସିଂ। ସୋଶିଆଲ ମିଡିଆରେ ହନି ସିଂ ନିଜ ମନ କଥା ସେଆର କରିଛନ୍ତି। ପତ୍ନୀଙ୍କ ଅଭିଯୋଗକୁ ନେଇ ହନି ସିଂ କହିଛନ୍ତି, ତାଙ୍କ ଏବଂ ତାଙ୍କ ପରିବାର ବିରୋଧରେ ପତ୍ନୀ ସାଲିନୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା…

ଟୋକିଓ ଅଲିମ୍ପିକ୍ସ: ଅଳ୍ପକେ ପଦକରୁ…

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଗଲ୍ଫର୍ ଅଦିତି ଅଶୋକ ଅଳ୍ପକେ ପଦକ ହରାଇଛନ୍ତି। ମହିଳା ଏକକ ଷ୍ଟ୍ରୋକ ପ୍ଲେ’ରେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଅନ୍ତିମ ସପ୍ତଦଶ ହୋଲରେ ସେ ତୃତୀୟରୁ ଚତୁର୍ଥ ସ୍ଥାନକୁ ଖସିଯାଇଥିଲେ। ଅଦିତି ରିଓ ଅଲିମ୍ପିକ୍ସରେ ୪୧ ତମ ସ୍ଥାନ ପାଇଥିଲେ ଓ ଟୋକିଓରେ ଚତୁର୍ଥ…

ଅଗଷ୍ଟ ୧୫ରୁ ରାଜ୍ୟରେ ଇକମୋ ସେବା ଆରମ୍ଭ

ଭୁବନେଶ୍ବର: ରାଜ୍ୟରେ ଅଗଷ୍ଟ ୧୫ତାରିଖରୁ ଆରମ୍ଭ ହେବ ଇକମୋ ସେବା। ଏଥିଲାଗି କଟକ ଏସସିବି ମେଡିକାଲରେ ୯ଟି ମେସିନ ରଖାଯାଇଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ଏଥିପାଇଁ ଆବଶ୍ୟକ ମାନବ ସମ୍ବଳଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇ ସରିଛି। ଗୋଟିଏ ଟିମ୍ କଲିକତାରୁ ଟ୍ରେନିଂ ନେଇ ଫେରିଛନ୍ତି। ଆଉ ଗୋଟିଏ…

ଏମ୍‌କେସିଜି କୋଭିଡ୍ ହସ୍ପିଟାଲରୁ କଏଦୀ…

ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି କୋଭିଡ୍ ହସ୍ପିଟାଲ-୧ରୁ ଚିକିତ୍ସାଧୀନ କଏଦୀ ଫେରାର। ବାଲିଗୁଡା ସବ୍ ଜେଲର ବିଚାରାଧୀନ କଏଦୀ ମିରତା ସିଂ ଫେରାର ହୋଇଯାଇଥିବା ଜଣାପଡିଛି। ୫ ଦିନ ପୂର୍ବରୁ କରୋନାରେ ସଂକ୍ରମିତ ହୋଇ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ-୧ରେ ଭର୍ତ୍ତି ହୋଇଥିଲେ। ଶନିବାର ଭୋର ୪ଟା…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବ୍ଲକ ବରିଷ୍ଠ କିରାଣୀ। ବଲାଙ୍ଗrର ପୁଇଁନ୍ତଳା ବ୍ଲକ ବରିଷ୍ଠ କିରାଣୀ ରବୀନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ। ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି। ବ ଲାଙ୍ଗୀର ସାଗରପଡାସ୍ଥିତ ଘର, ତୁଷୁରାରେ ଥିବା ପୈତୃକ ଘର,…

ରାଜ୍ୟରେ କରୋନା ନେଲା ଆଉ ୬୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୩୩୬କୁ ବୃଦ୍ଧି ପାଇଛି।…

ଟୋକିଓ ଅଲିମ୍ପିକ୍ସ: ଜାଭେଲିନ ଫାଇନାଲରେ…

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଜାଭେଲିନ୍‌ର ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ପୂରା ହୋଇପାରେ ସ୍ୱର୍ଣ୍ଣ ପଦକ ଆଶା। ସ୍ୱର୍ଣ୍ଣ ପଦକ ପାଇଁ ଉଭୟ ଦଳ ମଧ୍ୟରେ ହେବ କଡା ମୁକାବିଲା। ଜାଭେଲିନ ଫାଇନାଲରେ ଭାରତର ନୀରଜ ଚୋପଡା ଓ ପାକିସ୍ତାନର ଅରଶଦ ନଦୀମଙ୍କ ମଧ୍ୟରେ ହେବ ଲଢେଇ।…

ରାଜ୍ୟରେ କରୋନା: ୨୪ ଘଣ୍ଟାରେ ୧୦୯୬…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୬୩୭ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୪୫୯ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ…

ସୁନ୍ଦରଗଡରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା…

ସୁନ୍ଦରଗଡ଼: ସୁନ୍ଦରଗଡରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା। ଦ୍ଵିତୀୟ ଏମ୍ସ ପାଇଁ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ତେବେ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି । ରାସ୍ତା ଘାଟ ଦୋକାନ ବଜାର…

ବୁର୍ଲା କମ୍ୟୁନିଟି ସେଣ୍ଟରରେ…

ସମ୍ବଲପୁର: ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ। ଆନନ୍ଦ ବିହାରସ୍ଥିତ ଷ୍ଟାଫ୍ କ୍ୱାର୍ଟର କଲୋନୀର ନିଶିଗନ୍ଧା ହଲରେ ଲାଗିଲା ନିଆଁ। ନିଆଁ ଲାଗିବା ଫଳରେ ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି। ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ…