Odisha Link
Bridging the Missing Links in Odisha

ବୁର୍ଲା କମ୍ୟୁନିଟି ସେଣ୍ଟରରେ ଅଗ୍ନିକାଣ୍ଡ

ସମ୍ବଲପୁର: ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ। ଆନନ୍ଦ ବିହାରସ୍ଥିତ ଷ୍ଟାଫ୍ କ୍ୱାର୍ଟର କଲୋନୀର ନିଶିଗନ୍ଧା ହଲରେ ଲାଗିଲା ନିଆଁ। ନିଆଁ ଲାଗିବା ଫଳରେ ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି।

ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସବୁ ପୋଡି ଛାରଖାର ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିଲା।

Leave A Reply

Your email address will not be published.