Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବ୍ଲକ ବରିଷ୍ଠ କିରାଣୀ। ବଲାଙ୍ଗrର ପୁଇଁନ୍ତଳା ବ୍ଲକ ବରିଷ୍ଠ କିରାଣୀ ରବୀନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ। ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି। ବ

ଲାଙ୍ଗୀର ସାଗରପଡାସ୍ଥିତ ଘର, ତୁଷୁରାରେ ଥିବା ପୈତୃକ ଘର, ସହଭଡାରେ ଥିବା ଘର ବଲାଙ୍ଗୀର ପୁଇଁତଳା ଅଫିସ, ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ଏକ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଜବତ ସମ୍ପତ୍ତିର ଆକଳନ ବର୍ତତମା ସୁଦ୍ଧା ଜଣାପଡିନି।

Leave A Reply

Your email address will not be published.