Odisha Link
Bridging the Missing Links in Odisha
Daily Archives

August 8, 2021

ମହଙ୍ଗା ହେଲା ବିମାନ ଯାତ୍ରା, ଯାତ୍ରୀ…

ନୂଆଦିଲ୍ଲୀ: ଧୀରେ ଧିରେ କୋହଳ ହେଉଛି କରୋନା କଟକଣା। ଏଥିସହିତ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଅନ୍ୟପଟେ ଯାତ୍ରୀଙ୍କ ଚାହିଦାକୁ ନଜରରେ ରଖି ବିଦେଶ ଯାତ୍ରା ମହଙ୍ଗା ହୋଇଛି। ମୁଖ୍ୟ ଅନ୍ତର୍ଜାତୀୟ ରୁଟ୍‌ରେ ଇକୋନୋମି କ୍ଲାସ୍‌ ପାଇଁ ଭଡ଼ା ବୃଦ୍ଧି ହୋଇଛି। ଇଜମାଇଟ୍ରିପ୍‌ ଡଟ୍‌…

IND VS ENG: ପ୍ରଥମ ଟେଷ୍ଟ ମ୍ୟାଚ୍‌ ଡ୍ର

ନର୍ଟିଂହାମ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ବର୍ଷାର ବିଜୟ। ନର୍ଟିଂହାମରେ ଖେଳାଯାଉଥିବା ଇଂଲଣ୍ଡ-ଭାରତ ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ର ଘୋଷଣା କରାଯାଇଛି। ପ୍ରଥମ ଟେଷ୍ଟର ଶେଷ ଅର୍ଥାତ ପଞ୍ଚମ ଦିନର ସଂପୂର୍ଣ୍ଣ ଖେଳ ବର୍ଷାରେ ଧୋଇ ହୋଇ ଯାଇଛି। ଗୋଟିଏ ବି ବଲ୍ ନପଡିବାରୁ…

୨୪ ଘଣ୍ଟାରେ କୋଟିପତି ହେଲେ ଗୋଲ୍ଡ ବୟ…

ନୂଆଦିଲ୍ଲୀ: ଟୋକିଓରେ ଇତିହାସ ରଚିଲେ ଭାରତୀୟ ଖେଳାଳି ନୀରଜ ଚୋପ୍ରା। ଜାଭେଲିନରେ ଜିତିଲେ ସ୍ବର୍ଣ୍ଣ ପଦକ। ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ଜାଭେଲିନରେ ପଦକ ଜିତିଛନ୍ତି ନୀରଜ। ଏଥିସହିତ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଆଥଲେଟିକ୍ସ ବିଭାଗରେ ପଦକ ଜିତିଛି ଭାରତ। ଆଥଲେଟିକ୍ସରେ…

୪ ନମ୍ବର ମାର୍କେଟ ସିଲ୍‌

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ୪ ନମ୍ବର ମାଛ ମାର୍କେଟ ସିଲ୍‌। ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସିଲ୍‌ କରିଛି ଭୁବନେଶ୍ବର ମହାନଗର ନିଗମ (ବିଏମସି)। ଆଜି ସପ୍ତାହାନ୍ତ ସଟଡାଉନ୍‌ ସତ୍ତ୍ବେ ମାର୍କେଟ ଖୋଲା ଥିବାରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍‌ସି। କଟକଣା କୋହଳ ହୋଇଥିଲେ ବି କରୋନା…

ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର, ଦୈନିକ…

ପୁରୀ: ଅଗଷ୍ଟ ୧୬ରେ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ଏଥିପାଇଁ ପ୍ରସ୍ତୁତି ଚଲାଇଛି ପ୍ରଶାସନ। ଅଗଷ୍ଟ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ କେବଳ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଦର୍ଶନ କରିବେ। ମିଳିଥିବା ସୂଚନା ମୁତାବିକ ଦୈନିକ ତିନି ଦଫାରେ ସହରବାସୀଙ୍କୁ ଦର୍ଶନ ସୁଯୋଗ ମିଳିବ। ପୌରସଂସ୍ଥା ପକ୍ଷରୁ…