Odisha Link
Bridging the Missing Links in Odisha
Daily Archives

August 9, 2021

ଜନଜାତି ସଂସ୍କୃତିର ସୁରକ୍ଷା ଆମ…

ଭୁବନେଶ୍ୱର: ବିଶ୍ୱ ଜନଜାତି ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଟ୍ୱିଟ୍ କରି ଲେଖିଛନ୍ତି, ୬୨ ପ୍ରକାର ଭିନ୍ନ ଜନଜାତି ଲୋକ ଓଡ଼ିଶାରେ ବସବାସ କରୁଛନ୍ତି। ଆଦିବାସୀଙ୍କ ପୁରାତନ ସଂସ୍କୃତିର ସୁରକ୍ଷାକୁ ସବୁବେଳେ ଆମେ ପ୍ରାଥମିକତା ଦେଇ ଆସୁଛୁ। ବିଶ୍ୱ ଜନଜାତି ଦିବସରେ, ଆମେ ଆଦିବାସୀଙ୍କ ଅନନ୍ୟ…

ସ୍ମାର୍ଟ ହେଉଛି ସରକାରୀ ସ୍କୁଲ…

ଗଞ୍ଜାମ: ସ୍ମାର୍ଟ ହେଉଛି ସରକାରୀ ସ୍କୁଲ। ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଡିଜିଟାଲ କ୍ଲାସ ରୁମ୍, ଡିଜିଟାଲ ଇ-ଲାଇବ୍ରେରୀ, ଆକର୍ଷଣୀୟ ଖେଳ, ୬୦ ଇଂଚର ଏଲଇଡି ଟିଭି ରହିବ। ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସରକାରୀ ଶିକ୍ଷାନୁଷ୍ଠାନକୁ ଆଧୁନିକରଣ କରାଯିବ। ଏଥିପାଇଁ ପ୍ରତି ସ୍କୁଲ…

ପୁନଃନିଯୁକ୍ତି ଦାବିରେ କମ୍ପ୍ୟୁଟର…

ଭୁବନେଶ୍ବର: ଓସେପା କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କମ୍ପ୍ୟୁଟର ଶିକ୍ଷକଙ୍କ ଧାରଣା। ଛଟେଇ ପରେ ପୁନଃ ନିଯୁକ୍ତି ନ ମିଳିବାରୁ ଧାରଣା କରିଥିଲେ। ତେବେ ଧାରଣାସ୍ଥଳରେ ଜଣେ ମହିଳା ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ଅନ୍ୟ ଜଣେ ଶିକ୍ଷକ ନିଜ ଶରୀରରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ…

କରୋନା କଟକଣାକୁ ଫୁ: ଗୁପ୍ତେଶ୍ୱରରେ ଶହ…

ଜୟପୁର: ପ୍ରସିଦ୍ଧ ଗୁପ୍ତେଶ୍ବର ଶୈବ ପୀଠରେ କରୋନା କଟକଣାକୁ ଫୁ।। କଟକଣା ସତ୍ତ୍ୱେ ରାଜ୍ୟ ଓ ରାଜ୍ୟ ବାହାରରୁ ଶହ ଶହ ପର୍ଯ୍ୟଟକ ଗୁପ୍ତେଶ୍ବର ମୁହାଁ। ମନ୍ଦିର ବେଡା ଭିତରକୁ ପ୍ରବେଶ କରି ଜଳାଭିଷେକ କରିବା ସହ ନଡ଼ିଆ ଭାଙ୍ଗୁଥିବା ଅଭିଯୋଗ। କରୋନା ସଂକ୍ରମଣ କମିବା ପରେ ଜିଲ୍ଲାର ବିଭିନ୍ନ…

ଆଫଗାନିସ୍ତାନରେ ହିଂସା: ଟାଇଟ୍ ଡ୍ରେସ୍…

କାବୁଲ: ଆଫଗାନିସ୍ତାନରେ ତାଲିବାନଙ୍କ କବ୍‌ଜା ପରେ ମହିଳାଙ୍କ ସ୍ୱାଧୀନତା କ୍ଷୁର୍ଣ୍ଣ ହେବାରେ ଲାଗିଛି। ଏଠାରେ ଜଣେ ମହିଳା ଟାଇଟ୍ ପୋଷାକ ପିନ୍ଧିବା ଥିବାରୁ ତାଙ୍କୁ ତାଲିବାନ୍ ଆତଙ୍କବାଦୀ ନିର୍ମମ ଭାବେ ଗୁଳିମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ତାଲିବାନ ଅଧିନରେ ଥିବା ବଲ୍‌ଖର…

ଶିଳ୍ପା ସେଟ୍ଟୀ ଓ ତାଙ୍କ ମା’ଙ୍କ ଉପରେ…

ନୂଆଦିଲ୍ଲୀ: ଦିନକୁ ଦିନ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଅଶ୍ଳୀଳ ଫିଲ୍ମ ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ମାମଲା ସମାଧାନ ହୋଇନଥିବା ବେଳେ ଶିଳ୍ପା ଓ ତାଙ୍କ ମା’ଙ୍କ ଉପରେ ଠକେଇର ଅଭିଯୋଗ ଲାଗିଛି। ଶିଳ୍ପା ସେଟ୍ଟୀ ଓ ତାଙ୍କ ମା’ଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି।…

କଟକରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ,…

କଟକ: କଟକରୁ ଜବତ ହେଲା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର। ସ୍ପେଶାଲ ସ୍କ୍ବାଡ୍ ଓ ଲାଲବାଗ ଥାନା ପୋଲିସ ମିଳିତ ଅପରେସନରେ ଜବତ କରିଛି। ବ୍ରାଉନସୁଗାର କାରବାର ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି। ଜଳେଶ୍ବରରୁ ବ୍ରାଉନସୁଗାର ଆଣି ଏମାନେ ବିଭିନ୍ନ ଅଞ୍ଚଳକୁ ବ୍ରାଉନସୁଗାର ଯୋଗାଉଥିଲେ।…

୫ ନକଲି ସିବିଆଇ ଅଫିସର ଗିରଫ

ନୂଆଦିଲ୍ଲୀ: ଫିଲ୍ମ ଷ୍ଟାଇଲରେ ଲୁଟୁଥିଲେ ଶେଷରେ ଧରାପଡ଼ିଲେ। ଏକ ଗ୍ୟାଙ୍ଗର ୫ ନକଲି ସିବିଆଇଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। କରୋଲବାଗ ଅଞ୍ଚଳରେ ସୁନା ଓ ହୀରା କାରବାରରେ ଏମାନେ ସଂପୃକ୍ତ ଥିବା ଜଣାପଡ଼ିଛି। ପୋଲିସ ସେମାନଙ୍କ ନିକଟରୁ ଫେକ୍ ସିବିଆଇ ଆଇକାର୍ଡ ଜବତ କରିଛି । ଏହି ମାମଲାରେ ବାଲେ…

ଜୁଆ ଆଡ୍ଡାରେ ଚଢାଉ, ୭ଲକ୍ଷରୁ ଉର୍ଦ୍ଧ୍ବ…

ଜୟପୁର: ଜୟପୁର ବୋରିଗୁମ୍ମା ନୀଳଗିରି ଜଙ୍ଗଲ ଜୁଆ ଆଡ୍ଡା ଉପରେ ଚଢାଉ। ଚଢଉ କରି ୭ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛି ପୋଲିସ। ୨୦ ଜଣ ଯୁଆଡ଼ି ଗିରଫ ହୋଇଥିବା ବେଳେ ଆଉ କିଛି ଖସିଯାଇଛନ୍ତି। ସେମାନଙ୍କ ଠାରୁ ୭,୮୩,୪୪୦ ଟଙ୍କା ଏବଂ କିଛି ତାଶ ପକେଟ ଜବତ କରାଯାଇଛି। ସେମାନେ ନବରଙ୍ଗପୁର, ଜୟପୁର,…

ନିୟନ୍ତ୍ରଣ ହରାଇ ଚଢ଼ିଗଲା ଟ୍ରକ୍‌, ୮ ମୃତ

ଅମ୍ରୋଲି: ନିୟନ୍ତ୍ରଣ ହରାଇ ଚଢ଼ିଗଲା ଟ୍ରକ୍‌। ରାସ୍ତାକଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଟ୍ରକ୍‌ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ୮ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଗୁଜୁରାଟ ଅମ୍ରୋଲି ଜିଲ୍ଲାର ଏକ ଗାଁରେ। ସୂଚନା ମୁତାବକ, ଆମ୍ରୋଲିର…