Odisha Link
Bridging the Missing Links in Odisha
Daily Archives

August 10, 2021

ସମୁଦ୍ରରେ ଲୀନ ହୋଇଯିବ ଦେଶର ୧୨ ସହର,…

ନୂଆଦିଲ୍ଲୀ: ୨୧୦୦ ମସିହା ବେଳକୁ ଭାରତର ୧୨ ଉପକୂଳବର୍ତ୍ତୀ ସହର ପାଣିରେ ବୁଡ଼ିଯିବ। ଅର୍ଥାତ୍‌ ଆଉ ୭୯ ବର୍ଷ ପରେ ସମୁଦ୍ର ଗର୍ଭରେ ଲୀନ ହେବ ଦେଶର ପ୍ରମୁଖ ୧୨ ସହର। କାରଣ କ୍ରମାଗତ ତାପମାତ୍ରା ବଢୁଥିବାରୁ ଆର୍ଣ୍ଟକଟିକା ଅର୍ଥାତ ଉତ୍ତରମେରୁରେ ଜମା ବରଫ ତରଳିବାରେ ଲାଗିଛି। ଏଥିରେ ସମୁଦ୍ରର ଜଳସ୍ତର…

ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ, ପୌର…

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଅନ୍ୟପଟେ ଗାଁ ଗାଁରେ ଜମୁଛି ନେତାଙ୍କ ଆସର। ଦଳର ଛାମୁଆ ସଂଗଠନର କର୍ମକର୍ତ୍ତା ଗାଁ ଗସ୍ତ କରୁଛନ୍ତି। ଲକ୍ଷ୍ୟ ଗୋଟିଏ, ପଞ୍ଚାୟତ ଭୋଟ। ଆସନ୍ତା ପଞ୍ଚାୟତ ଭୋଟ ପାଇଁ ପାଗ ଭିଡ଼ିଲେଣି ଶାସକ ବିଜେଡି ସହ ବିରୋଧୀ ବିଜେପି ଓ କଂଗ୍ରେସ।…

ବବି ଓ ପାଣ୍ଡିଆନ୍‌ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ବର: ରାଜ୍ୟ ରାଜନୀତିର ପାଣିପାଗ ଠିକ୍‌ ଥିବାବେଳେ ସୃଷ୍ଟି ହୋଇଛି ଏକ ଲଘୁଚାପ। ଯାହାଫଳରେ ରାଜ୍ୟ ରାଜନୀତିରେ ଅସହ୍ୟ ଗୁଳୁମୁଳି ସାଙ୍ଗକୁ ବର୍ଷା ହେବାର ଆଶଙ୍କା ଜୋର ରହିଛି। ଏକଥା ଆମେ ଆପଣଙ୍କୁ ଏଥିପାଇଁ କୁହୁଛୁ ଯେ, ବର୍ତ୍ତମାନ ବିଜୁ ଜନତା ଦଳରେ ଯାହା ଚାଲୁଛି ତାହା ଏବେ ଅନ୍ୟ ନେତାଙ୍କ ପାଇଁ…

ରାଜ୍ୟରେ ପୂରଣ ହେବ ୧୧,୪୫୦ ଶିକ୍ଷକ…

ଭୁବନେଶ୍ବର: ରାଜ୍ୟରେ ପୂରଣ ହେବ ୧୧,୪୫୦ ଶିକ୍ଷକ ପଦବୀ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧, ୪୫୦ ଶିକ୍ଷକ ପଦବୀ ପୂରଣ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ ସମୀର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪୬୧୯ଗୋଟି ଶିକ୍ଷକ ପଦବୀ…

ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ!

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ୨୦୨୦ ଶେଷ ହୋଇଯାଇଛି। ଏହାମଧ୍ୟରେ କ୍ରିକେଟ ପ୍ରଶଂସକଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର। ଅଲିମ୍ପିକ୍ସରେ ସାମିଲ ହୋଇପାରେ କ୍ରିକେଟ। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ ବା ଆଇସିସି ୨୦୨୮ରେ ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲିମ୍ପିକରେ କ୍ରିକେଟରୁ ସାମିଲ କରିବା ନେଇ…

ପଞ୍ଚାୟତ ନିର୍ବାଚନ ନେଇ ଖୁବଶୀଘ୍ର…

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ଆସିଲା ଗୁରୁତ୍ବପୂର୍ଣ୍ଣ ସୂଚନା। କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ କଟକଣା କୋହଳ ହେବାରେ ଲାଗିଛି। ଏହାରି ମଧ୍ୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି…

ଉଜ୍ଜ୍ୱଳା ଯୋଜନା ୨.୦ ଶୁଭାରମ୍ଭ: ୧ କୋଟି…

ନୂଆଦିଲ୍ଲୀ: ଶୁଭାରମ୍ଭ ହେଲା ଜ୍ଜ୍ୱଳା ଯୋଜନା ୨.୦। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମହୋବାରେ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଜନାର ହିତାଧିକାରୀଙ୍କୁ ସମ୍ବୋଧିତ କରିଥିଲେ। ବିପିଏଲ ପରିବାରକୁ ଏହି ଯୋଜନା ମାଧ୍ୟମରେ…

ଦୁଷ୍କର୍ମକାରୀର ଦଣ୍ଡ କମ୍‌ କଲେ ଜଜ୍,…

ନୂଆଦିଲ୍ଲୀ: ଏକ ଦୁଷ୍କର୍ମ ମାମଲାର ଶୁଣାଣିରେ ଦୁଷ୍କର୍ମକାରୀର ଦଣ୍ଡ କମ୍‌ କଲେ ଜଜ୍। କହିଲେ ମାତ୍ର ୧୧ ମିନିଟ୍ ହୋଇଛି ଦୁଷ୍କର୍ମ। ଏହି ରାୟକୁ ନେଇ ଏବେ ସ୍ୱିଜରଲ୍ୟାଣ୍ଡରେ ଦେଶବ୍ୟାପି ଜଜ୍‌ଙ୍କ ବିକ୍ଷୋଭ ଦେଖିବାକୁ ମିଳୁଛି।ଲୋକ ମାନେ ରାସ୍ତା ଉପରେ ପ୍ଲା କାର୍ଡ ଧରି ବିରୋଧ ପ୍ରଦର୍ଶନ କରିବାରେ…

ପ୍ରାର୍ଥୀ ଚୟନର ୪୮ଘଣ୍ଟା ଭିତରେ ଦେବାକୁ…

ନୂଆଦିଲ୍ଲୀ: ରାଜନୀତିକୁ ଅପରାଧମୁକ୍ତ କରିବା ନିମନ୍ତେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରାର୍ଥୀ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ଜଣାଇବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ଆଦେଶ…

ଆସନ୍ତା ୧୨ରୁ ଆରମ୍ଭ ହେବ +୨ ନାମଲେଖା…

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରୁ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। SAMS ପୋର୍ଟାଲରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିବେ। ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ୫୪ ହଜାର ୯୦୦ଟି ସିଟ୍‌ ବୃଦ୍ଧି କରାଯାଇଛି। ତେବେ ୭୨ ହଜାର ସିଟ ବୃଦ୍ଧି ପାଇଁ ଆବେଦନ କରିଥିଲେ ବିଭିନ୍ନ ସ୍କୁଲ। କଳାରେ ସିଟ…