Odisha Link
Bridging the Missing Links in Odisha
Daily Archives

August 10, 2021

ଭୁବନେଶ୍ୱର ସାଲିଆସାହିରୁ ୧୦ ଲକ୍ଷର…

ଭୁବନେଶ୍ବର: ଭୁବନେଶ୍ୱର ସାଲିଆ ସାହିରୁ ବ୍ରାଉନ ସୁଗର ଜବତ। ବେଆଇନ ଡ୍ରଗ୍ସ କାରବାର ନେଇ ଖବର ପାଇବା ପରେ ପୁଲିସ ଲୁଙ୍ଗି ପିନ୍ଧି ଜଣେ ଡ୍ରଗ୍ସ ଗ୍ରାହକ ବେଶରେ ସାଲିଆସାହିକୁ ଯାଇଥିଲା। ଏହି ସମୟରେ ବେଆଇନ ବ୍ରାଉନସୁଗାର ରଖିଥିବା ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଛି କରିଛି। ମହିଳାଙ୍କ ନିକଟରୁ ପ୍ରାୟ…

ପୋଲିସ ବାବୁଙ୍କୁ ଅଡ଼ୁଆ ହେଲା ପେଟ

ଭୁବନେଶ୍ୱର: ଫିଟ୍‌ନେସ୍‌ ନାହିଁ ତ ଚାକିରି ଛାଡ଼। ଫିଟନେସ୍ ନଥିଲେ ବିଦା ହେବେ ପେଟୁଆ ପୋଲିସ। ପୂର୍ବରୁ ଡିଜିପି ରାଜ୍ୟର ସମସ୍ତ ପୋଲିସଙ୍କୁ ଏପରି ତାଗିଦ୍ କରିଥିଲେ। ଡିଜିପିଙ୍କ ଏହି କଡ଼ା ଗୁରୁମନ୍ତ୍ରକୁ ଭୁଲିବା ଆଜି ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ମହଙ୍ଗା ପଡିଛି। ଗତକାଲି ଲୋୟର ପିଏମଜିରେ…

ଦକ୍ଷିଣ ଆଫ୍ରିକାରେ ମାରବର୍ଗ ଭାଇରସ୍‌…

ନୂଆଦିଲ୍ଲୀ: କରୋନା ଭୂତାଣୁ ପରେ ଏବେ ସାମ୍ନାକୁ ଆସିଛି ଆଉ ଏକ ମାରାତ୍ମକ ଭାଇରସ୍‌ ମାରବର୍ଗ। ଗୁଏନିଆ ଗୁକେଡିଉ ଇଲାକାରେ ଏହି ଭୂତାଣୁ ଜଣେ ରୋଗୀଙ୍କ ଠାରେ ଚିହ୍ନଟ ହେବା ପରେ ଏହାର ବ୍ୟାପିବାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦକ୍ଷିଣ ଆଫ୍ରିକା ଡାକ୍ତରୀ ଦଳ ଓ ଡବ୍ଲୁଏଚଓ। ଏହା ଏକ ମାରାତ୍ମକ ଭାଇରସ୍,…

କୋଟିପତି ସରକାରୀ ବାବୁ ଗିରଫ

ବରଗଡ: ବରଗଡ଼ ଗାଈସିଲେଟ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀ ଘନଶ୍ୟାମ ସାହୁ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ। ଗତକାଲି ଭିଜିଲାନ୍ସ ଏକକାଳୀନ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀଙ୍କ ଅଫିସ ଓ ବାସଭବନରେ ଚଢାଉ କରଇଥିଲା। ଘନଶ୍ୟାମ ଓ ତାଙ୍କ ପରିବାର…

ଭୁବନେଶ୍ୱର ବିମାନବନ୍ଦରକୁ ରେଡ୍ ଆଲର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରକୁ ରେଡ୍ ଆଲର୍ଟ। ୧୦ଦିନ ପାଇଁ ଭୁବନେଶ୍ୱର ବିମାନବନ୍ଦରକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ ବିମାନବନ୍ଦରକୁ ଆତଙ୍କବାଦୀ ଧମକ ଆସିବା ପରେ କଡା ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଅଗଷ୍ଟ ୨୦ ଯାଏଁ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି କରାଯିବ। ବିମାନବନ୍ଦରକୁ…

ଏଣିକି ଭାରତରେ ଟିକା ନେଇ ପାରିବେ ବିଦେଶୀ…

ନୂଆଦିଲ୍ଲୀ: ଏଣିକି ଟିକା ନେଇ ପାରିବେ ଭାରତରେ ରହୁଥିବା ସମସ୍ତ ବିଦେଶୀ ନାଗରିକ। କୋ ୱିନ୍ ଆପ୍ ମାଧ୍ୟମରେ ପଞ୍ଜୀକରଣ କରି କୋଭିଡ ଟିକା ନେଇପାରିବେ ବିଦେଶୀ ନାଗରିକ। ଏଥିପାଇଁ ସେମାନେ ନିଜ ପାସପୋର୍ଟକୁ ପରିଚୟ ପତ୍ର ଭାବେ ବ୍ୟବହାର କରି କୋଓ୍ୱିନ୍ ଆପରେ ପଞ୍ଜୀକରଣ କରିପାରିବେ ବୋଲି ଟ୍ବିଟ୍ କରି…

ଜିକା ଭାଇରସ ଆତଙ୍କ, ୭୯ ଗାଁରେ ସଂକ୍ରମଣ…

ପୁଣେ: କରୋନା ପରେ ଏବେ ଜିକା ଭାଇରସ ଆତଙ୍କ। ମହାରାଷ୍ଟ୍ର ବିଭିନ୍ନ ଅଞ୍ଚଳରେ ଜିକା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୁଣେରେ ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ତତ୍ପର ହୋଇଉଠିଛି ପ୍ରଶାସନ। ଜିଲ୍ଲା ପ୍ରଶାସନ ପକ୍ଷରୁ ୭୯ଟି ଗାଁ ରେ ଜିକା ଭାଇରସ ଆଶଙ୍କା ରହିଥିବା କୁହାଯାଇଛି।…

ଥମୁନି ମୃତ୍ୟୁସଂଖ୍ୟା: କରୋନା ନେଲା ଆଉ…

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୬୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ…

ରାଜ୍ୟରେ କରୋନା: ୨୪ ଘଣ୍ଟାରେ ୧୦୪୧…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୬୦୫ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୪୩୬ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ଚିହ୍ନଟ ହୋଇଥିବା…

୨୩ରୁ ଖୋଲିବ ଭୁବନେଶ୍ୱରର ସବୁ…

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ଅଗଷ୍ଟ ୨୩ରୁ ଖୋଲିବ ଭୁବନେଶ୍ୱରର ମହାନଗର ନିଗମ ଅଞ୍ଚଳର ସମସ୍ତ ଧର୍ମାନୁଷ୍ଠାନ। ଏ ନେଇ ବିଏମ୍‌ସି ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଭୁବନେଶ୍ୱରର ସମସ୍ତ ମସଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାର ଖୋଲିବାକୁ ଅନୁମତି ମିଳିଛି। ତେବେ ଏସବୁ ଧାର୍ମିକ ସ୍ଥଳରେ ଏକକାଳୀନ ୨୫ରୁ…