Odisha Link
Bridging the Missing Links in Odisha
Daily Archives

August 14, 2021

ବିରେନ୍ଦ୍ର ଲାକ୍ରା ଏବଂ ଅମିତ…

ନୂଆଦିଲ୍ଲୀ: ଭାରତୀୟ ହକି ଦଳର ଦୁଇ ଓଡ଼ିଆଙ୍କ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ ଭାରତୀୟ ହକି ଦଳର ଦୁଇ ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ଭେଟି ଟୋକିଓ ଅଲମ୍ପିକ୍ସରେ ସଫଳ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇବା ସହ…

ଟିଏମସି ନେତାଙ୍କୁ ରାସ୍ତାରେ ଗୁଳି କରି…

କୋଲକାତା: ଟିଏମସି ନେତାଙ୍କୁ ବିଚ ରାସ୍ତାରେ ଗୁଳି କରି ହତ୍ୟା। ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ ବିବାଦ ଚାଲିଥିବା ଟିଏମସି ନେତା। ଉତ୍ତର ୨୪ ପାରଗନା ଜିଲ୍ଲାରେ ଶାସକ ଦଳର ଜଣେ ନେତାଙ୍କୁ ହତ୍ୟା କରାଯାଇଛି। ହତ୍ୟା ପଛରେ ବିରୋଧୀ ବିଜେପି ବୋଲି ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ୫…

ITBPର ୨୦ ଯୋଦ୍ଧାଙ୍କୁ ବୀରତା ସମ୍ମାନ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଅବସ୍ଥିତ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲର ସୁରକ୍ଷା ପାଇଁ ନିୟୋଜିତ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ (ITBP) ର ୨୦ ଜଣ ଯବାନ ପୂର୍ବ ବର୍ଷ ଲଦାଖ କ୍ଷେତ୍ରରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ଦୁଇ ଦେଶର ସଂଘର୍ଷ ବେଳେ ଭାରତୀୟ ସେନା ଯେଉଁଭଳି ଭାବେ…

ମିଳିଲେନି ପ୍ରାୟୋଜକ, ନିଜ ତିଆରି ଜୋତା…

ମାତୃତ୍ବ ଏକ ବୋଝ କି ବାଧକ ନୁହେଁ ଓ ମାତୃତ୍ବ ବିଫଳତା ଆଣେନାହିଁ, ଏ କଥା ପ୍ରମାଣ କରିଛନ୍ତି ଆମେରିକାର ପ୍ରସିଦ୍ଧ ଧାବିକା ଆଲିସନ୍‌ ଫେଲିକ୍ସ। ମାତୃତ୍ବକୁ ଏକ ଗୌରବମୟ ଆହ୍ବାନ ଭାବରେ ସେ ସାମନା କରିଛନ୍ତି ଓ ଅଧିକ ସଫଳତା ମଧ୍ୟ ଆପଣେଇଛନ୍ତି। କ୍ୟାରିଅର୍‌ରେ ଉତ୍ଥାନ ସମୟରେ ଜୋତା ଓ ଜଠର ମଧ୍ୟରେ କେଉଁ…

କୋଟିଆର ସବୁ ଗାଁରେ ଲାଗିଲା ଓଡ଼ିଆ…

କୋରାପୁଟ: କୋଟିଆ ଅଞ୍ଚଳର ସବୁ ଗାଁରେ ଲାଗିଲା ଓଡ଼ିଆ ନାମଫଳକ। ସ୍ୱାଧୀନତା ଦିବସ ପୂବରୁ ୨୧ଟି ଗାଁରେ ଓଡ଼ିଆରେ ରାଜ୍ୟ ସରକାର ନାମ ଫଳକ ଲଗାଇଛନ୍ତି। କୋଟିଆ ଓଡ଼ିଶାର, ଏନେଇ ଓଡ଼ିଆ ଫଳକ ଲଗାଇଛନ୍ତି ସରକାର। ଅଞ୍ଚଳକୁ ଅକ୍ତିଆର କରିବା ପାଇଁ ଆନ୍ଧ୍ରର ସବୁ ପ୍ଲାନକୁ ଫେଲ କରିବା ଲାଗି ପ୍ରସ୍ତୁତ ରହିଛି…

ଓଡ଼ିଶାର ୮୦ଜଣ ପାଇବେ ପୁଲିସ ସେବା ପଦକ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଘୋଷିତ ହୋଇଛି। ଚଳିତବର୍ଷ ରାଜ୍ୟର ସର୍ବାଧିକ ପୋଲିସ କର୍ମଚାରୀଙ୍କୁ ପଦକ ମିଳିବ। ଓଡ଼ିଶାର ୮୦ପୋଲିସ କର୍ମଚାରୀଙ୍କୁ ପଦକ ମିଳିବ। ସାହସିକତା ପାଇଁ ୬୭ଜଣଙ୍କୁ ପୋଲିସ ପଦକ ମିଳୁଥିବା ବେଳେ ଅତି ଉଲ୍ଲେଖନୀୟ ସେବା ପାଇଁ ୨ଜଣଙ୍କୁ…

ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି,…

ନୂଆଦିଲ୍ଲୀ: ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ। ସ୍ୱାଧୀନତା ଦିପସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ। ସ୍ୱାଧୀନତା ଦିବସ ପାଇଁ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକାଇଲେ ରାଷ୍ଟ୍ରପତି। ଦେଶବାସୀଙ୍କୁ…

ରାଷ୍ଟ୍ରପତିଙ୍କ ଟି ପାର୍ଟିରେ ଭାରତୀୟ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଭାରତୀୟ ଅଲିମ୍ପିକ ଟିମକୁ ସ୍ୱାଗତ କରିଛନ୍ତି। ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୋକିଓ ଅଲିମ୍ପିକରେ ଭାଗ ନେଇଥିବା ସମସ୍ତ ଖେଳାଳୀଙ୍କ ସ୍ୱାଗତ କରିଛନ୍ତି। ଏହି ଅବସରରେ…

ଓଡ଼ିଶାର ୨ ଯବାନଙ୍କୁ ଶୌର୍ଯ୍ୟ ଚକ୍ର…

ଭୁବନେଶ୍ୱର: ଓଡ଼ିଶାର ଦୁଇ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ। ସହୀଦ୍ ୨ ଏସଓଜି ଯବାନଙ୍କୁ ଏହି ସମ୍ମାନ ଦିଆଯିବ। କମାଣ୍ଡୋ ସୁଧୀର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ଦିଆଯିବ ଶୌର୍ଯ୍ୟ ଚକ୍ର ସମ୍ମାନ। ସେମାନଙ୍କର ଅଦମ୍ୟ ସାହସ ଏବଂ ବଳୀଦାନ୍ ପାଇଁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ଦ୍ୱାରା ସମ୍ମାନିତ…

କିଟ୍‍ ବିଶ୍ୱବିଦ୍ୟାଳୟର ୧୭ତମ…

ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷା ଓ ଗବେଷଣାର ଧାରା ବଜାୟ ରଖି ଭାରତକୁ ବିଶ୍ୱସ୍ତରରେ ଜ୍ଞାନ ଅର୍ଥନୀତିରେ ଶୀର୍ଷ ପହଞ୍ଚାଇବା ଦିଗରେ କାର୍ଯ୍ୟ କରି ଆସିଥିବା କିଟ୍‍ ବିଶ୍ୱବିଦ୍ୟାଳୟର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା କୌଶଳ ବିକାଶ ଓ ଔଦ୍ୟୋଗିକୀ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର…