Odisha Link
Bridging the Missing Links in Odisha

ଆଫଗାନିସ୍ତାନରୁ ଫେରିଲେ ଆଉ ୧୪୬ ଭାରତୀୟ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ସ୍ବଦେଶକୁ ଫେରିଲେ ଆଉ ୧୪୬ ଭାରତୀୟ। ଦୋହାସ୍ଥିତ ଭାରତୀୟ ଦୂତାବାସ ସହାୟତାରେ ସେମାନେ ଭାରତ ଫେରିଛନ୍ତି। ୧୪୬ ଭାରତୀୟଙ୍କୁ ଗତକାଲି ଆଫଗାନିସ୍ତାନର ରାଜଧାନୀ କାବୁଲରୁ ବିମାନ ଯୋଗେ ଦୋହା ଦେଇ ଦିଲ୍ଲୀ ଅଣାଯାଇଛି।

ତେବେ ସେମାନେ ଅଗଷ୍ଟ ୧୪ରେ ଆମେରିକା ଦୂତାବାସ ବିମାନରେ କତାର ଯାଇଥିଲେ। ଏହା ପୂର୍ବରୁ ୧୩୫ ଭାରତୀୟଙ୍କୁ କତାର ଦେଇ ଭାରତ ଅଣାଯାଇଥିଲା। ଏବେବି ଆଫଗାନିସ୍ତାନ ବହୁ ଭାରତୀୟ ଫଓି ରହିଛନ୍ତି। ତାଲିବାନ ଭୟରେ ଆଫଗାନବାସୀ ମଧ୍ୟ ଦେଶ ଛାଡୁଛନ୍ତି।

Leave A Reply

Your email address will not be published.