Odisha Link
Bridging the Missing Links in Odisha
Daily Archives

August 23, 2021

ଲୋକାୟୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ…

କଟକ: ଲୋକାୟୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଲୋକାୟୁକ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ସେ ସର୍ବୋଚ୍ଚ କୋର୍ଟରେ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟରେ ଲୋକାୟୁକ୍ତ ଜାଲ୍ ଡକ୍ୟୁମେଣ୍ଟ ଦେଇଥିବା ସେ ଅଭିଯୋଗ କରିଛନ୍ତି। ପ୍ରଦୀପ…

ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ

ଭୁବନେଶ୍ବର: ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ। ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟରେ ଥିବା ସ୍ନାତକୋତ୍ତର ବିଭାଗଗୁଡ଼ିକରେ ନାମ ଲେଖିବା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ଆରମ୍ଭ ହୋଇଛି। ଏହି ପରୀକ୍ଷା ସେପ୍ଟେମ୍ବର ୩ ତାରିଖରେ ଶେଷ ହେବ। ଏଥିପାଇଁ ୬୩ ହଜାର…

ନିଅଣ୍ଟିଆ ବର୍ଷା ପାଇଁ ସରକାରଙ୍କ…

ଭୁବନେଶ୍ୱର: ରାଜ୍ୟରେ ନିଅଣ୍ଟିଆ ବର୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତରେ ଚାଲିଥିବା ବୈଠକ ଏବେ ଶେଷ ହୋଇଛି। ଏହି ବୈଠକରେ ବିଭିନ୍ନ ପ୍ରକାରର ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଏସଆରସିସ, ଜଳସମ୍ପଦ ବିଭାଗ ସଚିବ, ଅର୍ଥ ସଚିବ ଓ…

ଶୀଘ୍ର ପରୀକ୍ଷା ଦାବିରେ ଉତ୍କଳ…

ଭୁବନେଶ୍ବର: ପରୀକ୍ଷା ଦାବିରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଲ’ କଲେଜ ଛାତ୍ରଛାତ୍ରୀ ଙ୍କ ଧାରଣା। ଶୀଘ୍ର ପରୀକ୍ଷା କରାଇବାକୁ ନେଇ ଦାବି। ଏନେଇ ପୂର୍ବରୁ ହାଇକୋର୍ଟରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ମୁତାବକ କୋର୍ଟ ମଧ୍ୟ କୁଳପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ପିଲାଙ୍କର ଭବିଷ୍ୟତ ପାଇଁ ଖୁବଶୀଘ୍ର…

ସେପ୍ଟେମ୍ବରରେ ଆସିପାରେ ତୃତୀୟ ଲହର,…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର କମଉଥିବା ବେଳେ ସେପ୍ଟେମ୍ବରରେ ତୃତୀୟ ଲହର ଆସିବ ବୋଲି ଆକଳନ କରାଯାଇଛି। ଯଦି ସେପ୍ଟେମ୍ବରରେ ତୃତୀୟ ଲହର ଆରମ୍ଭ ହୁଏ ତେବେ ଏହା ଅକ୍ଟୋବରରେ ପିକ୍‌ କରିବ। ପିକ ପିରିୟଡ଼ରେ ଶିଶୁ ମାନଙ୍କ ହସ୍ପିଟାଲାଇ ଯେସନ ପ୍ରତିଶତ ୧୦୦ ଜଣଙ୍କ ମଧ୍ୟରେ ୨୩ ରହିବେ ବୋଲି…

୨ହଜାର ଟଙ୍କାରେ ମାସକର ଶିଶୁ ପୁତ୍ରକୁ…

ମୟୂରଭଞ୍ଜ: ୨ ହଜାର ଟଙ୍କାରେ ମାସକର ଶିଶୁକୁ ବିକ୍ରି କରାଯାଇଥିବା ଅଭିଯୋଗ। ଏହି ଅଭିଯୋଗ ଆସିଛି ଝାରପୋଖରିୟା ଥାନା ଶଙ୍ଖାଭଙ୍ଗା ଗାଁରୁ। ଏହି ମାମଲାରେ ମୟୂରଭଞ୍ଜ ପୋଲିସ୍ ୩ ଜଣଙ୍କୁ ଗିରଫ କରିଛି। ଏଥିରେ ବିକ୍ରି କରିଥିବା ଦଲାଲ୍ ଏବଂ କିଣିଥିବା ଦମ୍ପତି ଗିରଫ ହୋଇଛନ୍ତି ଏବଂ ଶିଶୁ ପୂତ୍ରକୁ ଉଦ୍ଧାର…

ଆଫଗାନିସ୍ତାନରୁ ଫେରିଲେ ଆଉ ୧୪୬ ଭାରତୀୟ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ସ୍ବଦେଶକୁ ଫେରିଲେ ଆଉ ୧୪୬ ଭାରତୀୟ। ଦୋହାସ୍ଥିତ ଭାରତୀୟ ଦୂତାବାସ ସହାୟତାରେ ସେମାନେ ଭାରତ ଫେରିଛନ୍ତି। ୧୪୬ ଭାରତୀୟଙ୍କୁ ଗତକାଲି ଆଫଗାନିସ୍ତାନର ରାଜଧାନୀ କାବୁଲରୁ ବିମାନ ଯୋଗେ ଦୋହା ଦେଇ ଦିଲ୍ଲୀ ଅଣାଯାଇଛି। ତେବେ ସେମାନେ ଅଗଷ୍ଟ ୧୪ରେ ଆମେରିକା ଦୂତାବାସ ବିମାନରେ…

‘ଟାଇଗର-୩’ରେ ସଲମାନଙ୍କ ନୂଆ ଲୁକ୍‌…

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଫିଲ୍ମ ‘ଟାଇଗର-୩’ର ସୁଟିଂ ଋଷରେ ଆରମ୍ଭ ହୋଇଯାଇଛି। ଏହି ଫିଲ୍ମରେ ଭାଇଜାନଙ୍କ ସହ କ୍ୟାଟ୍ରିନା କେଫ୍‌ ଯୋଡ଼ି ଦର୍ଶକ ଦେଖିବାକୁ ପାଇବେ। ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ବେଳେ ସେଟ୍‌ରୁ ଭାଇଜାନ୍‌ଙ୍କ ଫାଷ୍ଟ ଲୁକ୍‌ ଭାଇରାଲ ହୋଇଛି। ଏହି ଫିଲ୍ମରେ ଭାଇଜାନ୍‌ଙ୍କ ଭିନ୍ନ…

ପଞ୍ଜଶୀରରେ ବିଦ୍ରୋହର ସ୍ବର, ୩୦୦…

କାବୁଲ: ତାଲିବାନ କାବୁଲକୁ ଅକ୍ତିଆର କରିଥିଲେ ମଧ୍ୟ ଆଫଗାନିସ୍ତାନର ଏକ ଏଭଳି ଅଂଚଳ ରହିଛି, ଯାହାକୁ ନିଜ ଅଧିନରେ ଆଣି ପାରି ନାହିଁ। ଏବେ ତାଲିବାନର ଯୋଦ୍ଧାମାନେ ପଞ୍ଜଶୀରର ଘାଟୀ ଆଡ଼କୁ ଅଗ୍ରସର ହେଇଥିବା ବେଳେ ସେଠାରେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଶାହା ମସୁଦଙ୍କ ଯୋଦ୍ଧାମାନେ…

ପଇଡ଼ ବୋଝେଇ ଟ୍ରକରୁ ୭୦ ଲକ୍ଷର ଗଞ୍ଜେଇ…

କୋରାପୁଟ: ଲମତାପୁଟ ପୁଲିସକୁ ବଡ଼ ସଫଳତା। ଅଭିନବ ଉପାୟରେ ପଇଡ ବୋଝେଇ ଟ୍ରକ ଭିତରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଲମତାପୁଟ ପୁଲିସ କାବୁ କରିଛି। ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ଏସଡ଼ିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ, ଲମତାପୁଟ ଏବଂ ଜଲାପୁଟର ୪ ଜଣିଆ ପୋଲିସ ଟିମ୍ ଗଠନ କରି…