Odisha Link
Bridging the Missing Links in Odisha
Daily Archives

August 24, 2021

କାବୁଲରେ ୟୁକ୍ରେନ୍ ବିମାନ ହାଇଜାକ୍

କାବୁଲ: କାବୁଲରେ ୟୁକ୍ରେନ୍ ବିମାନ ହାଇଜାକ୍। ଆଫଗାନିସ୍ତାନରେ ଏବେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ କାବୁଲରେ ଏକ ୟୁକ୍ରେନ ବିମାନକୁ ଅଜଣା ଲୋକ ଅପହରଣ କରିଛନ୍ତି। ଏହି ବିମାନ ୟୁକ୍ରେନୀ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଆଫଗାନିସ୍ତାନରେ ପହଞ୍ଚିଥିଲା। ଅପହରଣକାରୀ ବିମାନକୁ ଇରାନ…

ଆଜି ୪ଟାରେ ପ୍ରକାଶ ପାଇବ ଅଫଲାଇନ୍‌…

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ ରେଜଲ୍ଟ। ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତଥର ଅଫଲାଇନରେ ମୋଟ୍ ୧୫, ୧୩୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ପିଲାମାନେ ହିଁ ଅଫଲାଇନ୍ ପରୀକ୍ଷା…

ଅଭିନେତ୍ରୀ ଆଲେକ୍‌ଜାଣ୍ଡରା ଜାଭିଙ୍କ…

ଗୋଆ: ସାଉଥ ଫିଲ୍ମ ‘କଞ୍ଚନା ୩’ ଫେମ୍ ଅଭିନେତ୍ରୀ ଆଲେକ୍‌ଜାଣ୍ଡରା ଜାଭିଙ୍କ ମୃତଦେହ ଉଦ୍ଧାର। ଅଭିନେତ୍ରୀଙ୍କ ମୃତଦେହ ଗୋଆର ଏକ ଆପାର୍ଟମେଣ୍ଟରୁ ମିଳିଛି। ଯେଉଁଠାରେ ସେ ତାଙ୍କ ବଏଫ୍ରେଣ୍ଡ ସହିତ ରହୁଥିଲେ। ସୂଚନା ମୁତାବକ, ଅଭିନେତ୍ରୀ ଆଲେକ୍‌ଜାଣ୍ଡରାଙ୍କ ମୃତଦେହ ତାଙ୍କ ଘରର କିଚେନରେ ଝୁଲୁଥିବାର…

ଅମିତାଭ ବଚ୍ଚନଙ୍କ ୭ ଦାମୀ କାର୍ ଜବତ

ନୂଆଦିଲ୍ଲୀ: ଅମିତାଭ ବଚ୍ଚନଙ୍କ ୭ଟି ଦାମୀ କାର୍ ଜବତ। ଅମିତାଭ ବଚ୍ଚନଙ୍କ ନାଁରେ ଥିବା ଏକ ଦାମୀ ରୋଲ୍ସ-ରୟସ ଫାଣ୍ଟମ କାର୍ ସମେତ ୭ଟି ଲକଜରି କାର ଜବତ କରିଛି କର୍ଣ୍ଣାଟକ ପରିବହନ ବିଭାଗ। ଫିଲ୍ମ ଏକଲବ୍ୟର ରିଲିଜ ପରେ ୨୦୦୭ରେ ଏହି କାରକୁ ଅମିତାଭ ବଚ୍ଚନଙ୍କୁ ଗିଫ୍ଟ ଦେଇଥିଲେ ନିର୍ମାତା ବିଧୁ ବିନୋଦ…

ତାଲିବାନୀଙ୍କୁ ସହାୟତା କରୁଛି…

କାବୁଲ: ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଏବେ ଆଫଗାନିସ୍ତାନର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ବହୁ ସଂଖ୍ୟକ ଲୋକେ ଦେଶ ଛାଡୁଛନ୍ତି। ଏହାରି ମଧ୍ୟରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଆଫଗାନିସ୍ତାନର ପପ୍ ଗାୟିକା ଆର୍ଯ୍ୟାନା ସୟିଦ୍। ତାଲିବାନକୁ ପାକିସ୍ତାନ ହିଁ ବଳ ଦେଉଥିବା ସେ କହିଛନ୍ତି।…

କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ…

କଟକ: କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା। କରୋନାରେ ଶିଶୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଶିଶୁଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ଆଇସିୟୁ ରହିବ। ପ୍ରତି ବେଡକୁ ଅକ୍ସିଜେନ୍ ଗ୍ୟାସ ପାଇପଲାଇନ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯାଇଛି। ଶିଶୁଭବନ…

ରାଜ୍ୟରେ କରୋନା ଥିକ ଟେଲ ସ୍ଥିତିରେ…

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ। ୭ଶହ ତଳେ ରହିଛି ନୂଆ ସଂକ୍ରମିତଙ୍କ ସଂଖ୍ୟା। ଏଭଳି ପରିସ୍ଥିତିରେ ଓଡ଼ିଶାରେ କୋରନାର ଥିକ ଟେଲ ସ୍ଥିତି ରହିଛି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର ଆସିବାର ସମ୍ଭାବନା…

ଯବାନଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ

ମାଲକାନାଗିରି: ସୀମାନ୍ତ ଛତିଶଗଡ଼ରେ ପୁଣି ମାଓବାଦୀ ଓ ଯବାନ ମୁହାଁମୁହିଁ। ଗୁଳି ବିନିମୟରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ନକ୍ସଲ କମାଣ୍ଡର ନିହତ ହୋଇଥିବା ଜଣାପଡିଛି। ସୁକୁମା ଜିଲ୍ଲା କୋଣ୍ଟା ବ୍ଲକର ଗୋମ୍ପାଡ଼ ଜଙ୍ଗଲରେ ଡିଆରଜି ଓ ସିଆରପିଏଫ ଯବାନ ଏରିଆ…

୬୦ ଲକ୍ଷର ବ୍ରାଉନସୁଗାର ଜବତ

ବାଲେଶ୍ୱର: ରାଜ୍ୟରେ ଧଳାଜହର ବେପାର ଚେର ବହଇବାରେ ଲାଗିଛି। ପ୍ରତିଦିନ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ ହେଉଥିଲେ ମଧ୍ୟ ଧଳାଜହର କାରବାର ଥମୁନି। ଏହାରି ମଧ୍ୟରେ ଧଳାଜହରର ଆଡ୍ଡାସ୍ଥଳୀ ପାଲଟିଥିବା ଜଳେଶ୍ୱରରୁ ପୁଣି ବ୍ରାଉନସୁଗାର ଜବତ କରାଯାଇଛି। ଗତ କାଲି ବିଳମ୍ବିତ ରାତିରେ ରାଜପୁର ବସ୍ତି ଉପରେ…

ତାଲିବାନୀଙ୍କ ନିର୍ଦ୍ଦେଶ: ମହିଳାଙ୍କୁ…

କାବୁଲ: ଆଫଗାନିସ୍ତାନରେ ମହିଳାଙ୍କୁ ତାଲିବାନୀଙ୍କ ଅକଥନୀୟ ଅତ୍ୟାଚାର। ତାଲିବାନୀମାନେ ମହିଳାଙ୍କୁ ଜିନ୍ସ ପିନ୍ଧିବାକୁ ବ୍ୟାନ୍ କରିବା ସହ ଯୁବତୀଙ୍କୁ ନେଲ୍ ପଲିସ୍ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଏହାକୁ ନ ମାନିବେ, ସେମାନଙ୍କୁ କଡ଼ାଦଣ୍ଡ ଭୋଗିବାକୁ ପଡିବ ବୋଲି ସ୍ପଷ୍ଟ ଭାବେ…